Odisha Link
Bridging the Missing Links in Odisha
Daily Archives

August 14, 2019

ଆଜି ରାକ୍ଷୀ ପୂର୍ଣ୍ଣିମା: ଜାଣନ୍ତୁ…

ଭୁବନେଶ୍ବର: ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ଭାଇ ଭଉଣୀଙ୍କ ପାଇଁ ଏହି ଦିନ ବହୁତ ଗୁରୁତ୍ବ ଅଟେ। ସାରା ଭାରତରେ ରକ୍ଷା ବନ୍ଧନକୁ ନେଇ ଉତ୍ସାହ ଦେଖିବାକୁ ମିଳୁଛି। ଏଥର ରାକ୍ଷୀ ପୂର୍ଣ୍ଣିମା ଅନ୍ୟ ରାକ୍ଷୀ ପୂର୍ଣ୍ଣୀମା ତୁଳାନରେ ଅଧିକ ଚର୍ଚ୍ଚାରେ। କାରଣ ସ୍ବାଧୀନତା ଦିବସ ଏବଂ ରକ୍ଷା ବନ୍ଧନ…

ଗୁୁଗୁଲ ଡୁଡୁଲରେ ସ୍ବାଧୀନତା ଦିବସ

ଭୁବନେଶ୍ବର: ଅଗଷ୍ଟ ୧୫।ସାରା ଭାରତ ପାଇଁ ଏହି ଦିନ ହେଉଛି ସ୍ବତନ୍ତ୍ର। କାରଣ ଆଜିର ଦିନରେ ଭାରତ ଇଂରେଜ ମାନଙ୍କ ଶାସନ କବଳରୁ ସ୍ବାଧୀନ ହୋଇଥିଲେ। ସାରା ଭାରତ ଆଜି ପାଳନ କରୁଛି ୭୩ତମ ସ୍ବାଧୀନତା ଦିବସ। ୧୯୪୭ ମସିହା ଆଜିର ଦିନରେ ଭାରତ ହୋଇଥିଲା ସ୍ବାଧୀନ। ଏହି ଅବସରରେ ଗୁଗୁଲ ମଧ୍ୟ ଡୁଡୁଲ ସାହାଯ୍ୟରେ…

ଟ୍ରମ୍ପଙ୍କ ଟାର୍ଗେଟରେ ଭାରତ ଓ ଚାଇନା

ୱାଶିଂଟନ୍‌: ଟ୍ରମ୍ପଙ୍କ ଟାର୍ଗେଟରେ ଭାରତ ଓ ଚୀନ। କାରଣ ଭାରତ ଓ ଚାଇନା ବିକାଶଶୀଳ ରାଷ୍ଟ୍ର ବୋଲି ଡବ୍ଲ୍ୟୁଟିଓରୁ ଟ୍ୟାଗ ପାଇଛନ୍ତି। ହେଲେ ସେମାନେ ବିକାଶଶୀଳ ନୁହନ୍ତି ବରଂ ବିକଶିତ। ତେଣୁ ବିକାଶଶୀଳ ରାଷ୍ଟ୍ରର ଟ୍ୟାଗ ପାଇ ସେମାନେ ବହୁ ସୁବିଧା ହାସଲ କରୁଛନ୍ତି। କିନ୍ତୁ ମୁଁ ଆଗକୁ ଏହା କରିବାକୁ…

ପାକ୍‌-ଅଧିକୃତ କଶ୍ମୀରରେ ପତାକା ଉତ୍ତୋଳନ…

ନୂଆଦିଲ୍ଲୀ: ଆଜି ପାକିସ୍ତାନ ପାଳନ କରୁଛି ସ୍ୱାଧୀନତା ଦିବସ। ତେବେ ପାକିସ୍ତାନ ସରକାର ଆଜିର ଦିନକୁ କଶ୍ମୀର ସମର୍ଥନ ଦିବସ ଭାବେ ମଧ୍ୟ ପାଳନ କରୁଛି। ଆସନ୍ତା କାଲି ଭାରତର ସ୍ୱାଧୀନତା ଦିବସକୁ ପାକିସ୍ତାନ କଳା ଦିବସ ଭାବରେ ପାଳନ କରିବ ପାକିସ୍ତାନ। ଭାରତ ସରକାର ଜମ୍ମୁ ଓ କଶ୍ମୀର ଉପରୁ ଧାରା ୩୭୦…

ବିଦ୍ୟାଳୟରେ ଲାଗିଲା ମାଓ ପୋଷ୍ଟର

ଉମରକୋଟ : ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା କଲରାପଡା ପ୍ରାଥମିକ ବିଦ୍ୟାଳୟରେ ମେନପୁର ମାଓ ଡିଭିଜନ ତରଫରୁ ମାଓ ପୋଷ୍ଟର ଲଗାଇ ଅଗଷ୍ଟ ୧୫କୁ କଳା ଦିବସ ରୂପେ ପାଳନ କରିବାକୁ ଆହ୍ବାନ ଦିଆଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀମାନଙ୍କୁ ଅବହେଳା କରୁଛନ୍ତି, ଗାଁ ଗୁଡିକୁ ରାସ୍ତା, ସ୍କୁଲ, ପାନୀୟ ଜଳ…

ବନ୍ଦ ହେଲା ହୀରାକୁଦ ଡ୍ୟାମର ୭ ନମ୍ବର…

ସମ୍ବଲପୁର : ସାଙ୍କେତିକ ଭାବେ ଖୋଲାଯାଇଥିବା ହୀରାକୁଦ ଡ୍ୟାମର ୭ ନମ୍ବର ଗେଟ ବନ୍ଦ କରି ଦିଆଯାଇଛି। ତଳମୁଣ୍ଡରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଥିବା ଡ୍ୟାମ କର୍ତୃପକ୍ଷ ସୂଚନା ଦେଇଛନ୍ତି। ହୀରାକୁଦ ଜଳ ଭଣ୍ଡାରରେ ଜଳ ସ୍ତର ବୃଦ୍ଧିପାଇବା ଫଳରେ…

ନାତୁଣୀକୁ ସମ୍ପର୍କୀୟ ଅଜାର ଦୁଷ୍କର୍ମ…

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସଦର ଥାନା ଅଞ୍ଚଳରେ ଘଟିଛି ଏ ଅଭାବନୀୟ ଘଟଣା। ୯ ବର୍ଷର ନାତୁଣୀଙ୍କୁ ସମ୍ପର୍କୀୟ ଅଜା ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି। ମିଳିଥିବା ସୂଚନା ଅନୁସାରେ, ନାବାଳିକା ଜଣକ ନିଜ ଘର ନିକଟରେ ଛେଳି ଚରାଉଥିବାବେଳେ ସମ୍ପର୍କୀୟ ଅଜା ଜଣକ ତାଙ୍କୁ ଦୁଷ୍କର୍ମ କରିଥିଲେ। ସେ…

ଲୋକାର୍ପିତ ହେଲା ଆନିମେସନ୍‌ ଫିଲ୍ମ ଭାରତ…

ଭୁବନେଶ୍ବର : ଆସନ୍ତା ସ୍ବାଧୀନତା ଦିବସକୁ ନେଇ ଉତ୍ସାହିତ ସମଗ୍ର ଭାରତୀୟ। ଏହି ଅବସରରେ ଦେଶବ୍ୟାପି ବିଭିନ୍ନ ଦେଶାତ୍ମବୋଧ କାର୍ଯ୍ୟକ୍ରମ ରଖାଯାଇଥିବା ବେଳେ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ମଧ୍ୟ ବେଶ୍‌ ତତ୍ପରତା ଦେଖିବାକୁ ମିଳିଛି। ଆଉ ଏସବରୁ ବାଦ ବଡିନି ଆମ ଚଳଚ୍ଚିତ୍ର ଜଗତ। ଆସନ୍ତା ସ୍ବାଧୀନତା ଦିବସ…

ଝିଅଙ୍କ ବିବାହ ପାଇଁ ନ୍ୟୂନତମ ବୟସ ୨୧…

ନୂଆଦିଲ୍ଲୀ: ଝିଅଙ୍କ ବିବାହ ବୟସର ନ୍ୟୂନତମ ସମୟ ସୀମା ୧୮ ପରିବର୍ତ୍ତେ ୨୧ ହେଉ। ଆଜି ସୁପ୍ରିମକୋର୍ଟରେ ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟ ଏଭଳି ଏକ ଆବେଦନ କରିଛନ୍ତି। ଆବେଦନରେ ସେ ଭାରତ ସରକାରକୁ ମଧ୍ୟ ପକ୍ଷଭୁକ୍ତ କରିଛନ୍ତି। ସେ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ବାହାଘରକୁ ନେଇ ଝିଅଙ୍କ ବୟସ ସୀମା ୧୮…

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଚାନକ ଚୌଦ୍ୱାର…

ଭୁବନେଶ୍ୱର : ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଅଚାନକ ଚୌଦ୍ୱାର କଲେଜ ପରିଦର୍ଶନ କରିଛନ୍ତି । ମନ୍ତ୍ରୀ ଡ. ସାହୁ ବିଭିନ୍ନ ଶ୍ରେଣୀଗୃହ ବୁଲି ଦେଖିବା ସହ ଅଧ୍ୟାପକମାନଙ୍କ ଉପସ୍ଥାନ ଯାଞ୍ଚ କରିଥିଲେ। ଶ୍ରେଣୀଗୃହରେ ଛାତ୍ରଛାତ୍ରୀମାନଙ୍କର ଅଳ୍ପସଂଖ୍ୟକ ଉପସ୍ଥାନ ଦେଖି ମନ୍ତ୍ରୀ ଡ. ସାହୁ…