Odisha Link
Bridging the Missing Links in Odisha
Daily Archives

August 14, 2019

ନୟାଗଡ଼: ବଦଳିଲେ ମନ୍ତ୍ରୀ, ବଦଳିଲା…

ନୟାଗଡ଼: ଜିଲ୍ଲାରେ ୭୩ତମ ସ୍ବାଧୀନତା ଦିବସ ପାଳନର ଠିକ ଗୋଟିଏ ଦିନ ପୂର୍ବରୁ ବଦଳିଲେ ଅତିଥି। ପୁରୁଣା ନିମନ୍ତ୍ରଣ ପତ୍ର ବଦଳାଇ ପୁଣି ଏକ ସାନି ନିମନ୍ତ୍ରଣ ଛପାଇଛନ୍ତି ନୟାଗଡ଼ ଜିଲ୍ଲା ପ୍ରଶାସନ। ପୂର୍ବରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ନିମନ୍ତ୍ରଣ ପତ୍ରକୁ ବାତିଲ କରି ଆଜି ପୁଣି ନୂଆ କାର୍ଡ…

ଆଦିତ୍ୟ ପାଢ଼ୀ ହେବେ ରାଜ୍ୟ ମୁଖ୍ୟ…

ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ ହେବେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର। ଏସଂକ୍ରାନ୍ତୀୟ ନିଯୁକ୍ତି ପ୍ରସ୍ତାବକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅନୁମୋଦନ ପ୍ରଦାନ କରିଛନ୍ତି। ଅପରପକ୍ଷରେ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ଶ୍ରୀ ପାଢ଼ୀ ରାଜ୍ୟ ସରକାରଙ୍କ ନିକଟରେ ଆବେଦନ କରିଥିଲେ। ତେବେ…

ସ୍ତ୍ରୀକୁ ହାଣିବା ପରେ ସ୍ୱାମୀର…

ମୋହନା : ଘରୋଇ କଳିର କରୁଣ ପରିଣତି ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକରେ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା କଳି ଶେଷରେ ଭୟାନକ ରୂପ ଧାରଣ କରିଛି। ଝଗଡ଼ାରେ ଅତିଷ୍ଠ ସ୍ୱାମୀ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି। ପରେ ନିଜେ ମଧ୍ୟ ଦଉଡ଼ି ଦେଇ ଆତ୍ମହତ୍ୟା କରିଛି। ଅଭିଯୁକ୍ତ…

ଭାରତ ପାକିସ୍ତାନ ଆଗ ପଛ ହୋଇ କାହିଁକି…

ଭୁବନେଶ୍ବର: ସାରା ଭାରତ ଆସନ୍ତାକାଲି ୭୩ତମ ସ୍ବାଧୀନତା ଦିବସ ପାଳନ କରିବ। ଭାରତରେ ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ ପାଳନ କରାଯାଏ। ୧୯୪୭ ଅଗଷ୍ଟ ୧୫ ତାରିଖରୁ ପ୍ରତିବର୍ଷ ସ୍ବାଧୀନତା ଦିବସ ପାଳନ କରି ଆସୁଛି ଭାରତ। ଅଗଷ୍ଟ ୧୪ରେ ପାକିସ୍ତାନ ତାର ସ୍ବାଧୀନତା ଦିବସ ପାଳନ କରୁଛି। ହେଲେ ଦୁଇ ଦେଶ ଗୋଟିଏ…

୧୧ ଓଡ଼ିଆ ପୋଲିସଙ୍କୁ ରାଷ୍ଟ୍ରପତି ପଦକ

ଭୁବନେଶ୍ବର : ସ୍ୱାଧୀନତା ଦିବସ ଅବସରରେ ଅଗ୍ନି ସେବା, ହୋମ ଗାର୍ଡ ଓ ସାଧାରଣ ସୁରକ୍ଷା କ୍ଷେତ୍ରରେ ଓଡ଼ିଶାରୁ ୧୧ ଜଣଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବ। ଏମାନଙ୍କ ମଧ୍ୟରୁ ଅଗ୍ନି ସେବା କ୍ଷେତ୍ରରେ ବିଶିଷ୍ଟ ସେବା ପାଇଁ ଭାରତ ଭୂଷଣ ନାୟକ ଏହି ପୁରସ୍କାର ପାଇବେ ଓ ଏହି କ୍ଷେତ୍ରରେ ପ୍ରଶଂସନୀୟ ସେବା…

ଉଚ୍ଛେଦ ହେଲା ଗାର୍ଡ ଅଫ୍ ଅନର ବ୍ୟବସ୍ଥା

ଭୁବନେଶ୍ୱର : ଗାର୍ଡ ଅଫ୍ ଅନର ବ୍ୟବସ୍ଥାକୁ ଉଚ୍ଛେଦ କଲେ ରାଜ୍ୟ ସରକାର। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏଥର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସରକାରୀ ଅଧିକାରୀଙ୍କୁ ଦିଆଯିବନି ଗାର୍ଡ ଅଫ୍ ଅନର। କିନ୍ତୁ ପୂର୍ବଭଳି ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ,…

ମୁହଁ ଖୋଲିଲେ ରଞ୍ଜୀବ

ଭୁବନେଶ୍ୱର : କଂଗ୍ରେସର ରାଜ୍ୟ ସଭା ସାଂସଦ ରଞ୍ଜୀବ ବିଶ୍ୱାଳଙ୍କୁ କୌଣସି ଦଳ ଟଙ୍କା ଯାଚିଥିବା ଘଟଣାକୁ ସେ ପ୍ରତ୍ୟାଖାନ କରିଛନ୍ତି। ପୂର୍ବରୁ ଦଳ ବଦଳ ପାଇଁ ଆନ୍ୟ ଦଳ ପକ୍ଷରୁ ତାଙ୍କୁ ଟଙ୍କା ଯଚା ଯାଇଥିବା ଚର୍ଚ୍ଚା ହୋଇଥିଲା। ସେ କହିଛନ୍ତ ଯେତେବେଳେ ଯାଏଁ ଦଳ ଭଲ ଲାଗିବ ସେ ଦଳରେ ରହିବେ। ପିସିସି…

ପାଟକୁରା ପରେ ବିଜେପୁର ପାଇଁ ସଜବାଜ

ଭୁବନେଶ୍ବର: ପାଟକୁରା ନିର୍ବାଚନ ପରେ ଏବେ ସାରା ରାଜ୍ୟରେ ବିଜେପୁର ନିର୍ବାଚନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏଥିପାଇଁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ଅଙ୍କକଷିବା ଆରମ୍ଭ କରିଦେଲେଣି। ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ବିଜେପୁରରେ ପୁଣି ଥରେ ବାଜିମାତ୍‌ ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ…

୧୫୦ ଛାତ୍ରୀଙ୍କ ଚୁଟି କଟାଇଲେ ସ୍କୁଲ୍…

ହାଇଦ୍ରାବାଦ: ଦେଶର ବଡ଼ ବଡ଼ ସହରରେ ଏବେ ଜଳ ଅଭାବ ଦେଖାଯାଉଛି। ସେହିପରି ତେଲେଙ୍ଗାନାର ମେଣ୍ଡକ ଅଞ୍ଚଳରେ ମଧ୍ୟ ଜଳ ଅଭାବ ଖବର ସାମ୍ନାକୁ ଆସିଛି। ହେଲେ ତେଲେଙ୍ଗାନାର ମେଣ୍ଡକରେ ଥିବା ଏକ ଆଦିବାସୀ ସ୍କୁଲରେ ଏଭଳି ଅଭାବନୀୟ ଘଟଣା ଘଟିଛି। ହଷ୍ଟେଲରେ ସବୁବେଳେ ପାଣିର ଅଭାବ ରହୁଥିଲା। ଏହି ପାଣି ସମସ୍ୟାର…

ଉଛୁଳା ନଦୀରେ ବୁଡିଲା ଡଙ୍ଗା

କେନ୍ଦ୍ରାପଡ଼ା : ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବୁଧବାର କେନ୍ଦ୍ରପଡାରେ ପ୍ରାୟ ୪୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗାଟି ଉଛୁଳା ନଦୀରେ ବୁଡି ଯାଇଛି। କିନ୍ତୁ ସୌଭାଗ୍ୟବଶତଃ ଏଥିରେ କାହାର ପ୍ରାଣ ହାନି ଘଟିନାହିଁ। ଡଙ୍ଗା ବୁଡିବାର ଖବର ପାଇ…