Odisha Link
Bridging the Missing Links in Odisha

ନାତୁଣୀକୁ ସମ୍ପର୍କୀୟ ଅଜାର ଦୁଷ୍କର୍ମ ଅଭିଯୋଗ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସଦର ଥାନା ଅଞ୍ଚଳରେ ଘଟିଛି ଏ ଅଭାବନୀୟ ଘଟଣା। ୯ ବର୍ଷର ନାତୁଣୀଙ୍କୁ ସମ୍ପର୍କୀୟ ଅଜା ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି।
ମିଳିଥିବା ସୂଚନା ଅନୁସାରେ, ନାବାଳିକା ଜଣକ ନିଜ ଘର ନିକଟରେ ଛେଳି ଚରାଉଥିବାବେଳେ ସମ୍ପର୍କୀୟ ଅଜା ଜଣକ ତାଙ୍କୁ ଦୁଷ୍କର୍ମ କରିଥିଲେ। ସେ ଗୁରୁତର ହୋଇ ପଡିଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ନାବାଳିକାଙ୍କ ବାପାଙ୍କ ଅଭିଯୋଗ ପରେ ଅଭିଯୁକ୍ତ ସମ୍ପର୍କୀୟ ଅଜାକୁ ଗିରଫ କରିଛି ପୁଲିସ।

Comments are closed.