Odisha Link
Bridging the Missing Links in Odisha
Daily Archives

August 22, 2019

ଆସନ୍ତାକାଲି ଦିଲ୍ଲୀ ଯିବେ ନବୀନ : ୨୬ରେ…

ଭୁବନେଶ୍ବର : ମାଓ ମୁକାବିଲା ନେଇ ଲୋକସେବା ଭବନରେ ବସିଛି ଗୁରୁତ୍ବପୂର୍ଣ୍ଣ ବୈଠକ। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଛି। ବୈଠକରେ ପୋଲିସ ଡିଜି, ଗୃହ ସଚିବ ଓ ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଅଛନ୍ତି। ଅନ୍ୟପଟେ ମାଓ ମୁକାବିଲା ନେଇ ଆସନ୍ତା ୨୬ତାରିଖରେ ନୂଆଦିଲ୍ଲୀଠାରେ ବସିବ…

୭,୨୫୭ ଆବେଦନକାରୀଙ୍କୁ ମିଳିଲା ମଞ୍ଜୁରୀ…

ଭୁବନେଶ୍ବର : କାଳିଆ ଯୋଜନା ନେଇ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ସମୀକ୍ଷା ବୈଠକ । ବୈଠକରେ କାଳିଆ ବୃତ୍ତି ପ୍ରସଙ୍ଗରେ ସବିଶେଷ ଆଲୋଚନା ହୋଇଛି । କାଳିଆ ବୃତ୍ତି ଯୋଜନାରେ ଆବେଦନ କରିଛନ୍ତି ୧୯,୨୪୭ ଜଣ । ୭,୨୫୭ ଆବେଦନକାରୀଙ୍କୁ ମିଳିଲା ମଞ୍ଜୁରୀ । ନୋଡାଲ ଅଫିସରଙ୍କ…

ଅଲଗା ହେବ +୨, +୩ : ଉଚ୍ଚଶିକ୍ଷା…

ଭୁବନେଶ୍ୱର : ଶିକ୍ଷାର ଉନ୍ନତିି ତଥା ଶିକ୍ଷାକ୍ଷେତ୍ରରେ ସଂସ୍କାର ଆଣି ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଶିକ୍ଷା କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ପାଇଁ ନୂଆ ନୂଆ ବ୍ୟବସ୍ଥା କରାଯାଉଛି। ବିଗତ ଦିନମାନଙ୍କରେ ବହୁ ପଦକ୍ଷେପ ଗ୍ରହଣ କରାଯାଇଥିବାବେଳେ ଆଜି ପୁଣି ଏକ ପଦକ୍ଷେପ ଗ୍ରହଣ…

ମେୟରଙ୍କ ପୁଅ ମୋତେ ଆଖି ମାରୁଥିଲେ :…

ପାଟଣା : ପାଟଣା ମହାନଗର ନିଗମରେ ବୈଠକ ଚାଲିଥିବା ବେଳେ କିଛି କର୍ପୋରେଟରମାନେ ହୋହଲ୍ଲା କରିଥିଲେ। ବୈଠକରେ ମେୟରଙ୍କ ପୁଅ ବିରୋଧରେ ପିଙ୍କି କୁମାରୀ ନାମକ ଜଣେ ମହିଳା କର୍ପୋରେଟର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ମେୟରଙ୍କ ପୁଅ ତାଙ୍କୁ ଆଖି ମାରୁଥିଲେ । ଯେତେବେଳେ ସେ ତାର ପ୍ରତିବାଦ କଲେ…

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କାର୍ଯ୍ୟଭାର…

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଡକ୍ଟର କ୍ରିଷନ କୁମାର ଗୁରୁବାର କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ପୂର୍ତ୍ତ ବିଭାଗର ସଚିବ ସହିତ ସେ ଏହି ହାୟିତ୍ବ ମଧ୍ୟ ତୁଲାଇବେ। ଗତ ୧୫ ତାରିଖରେ ରାଜ୍ୟ ସରକାର ପ୍ରଶାସନିକ ସ୍ତରରେ ଅଦଳ ବଦଳ ପରେ କ୍ରିଷନ କୁମାରଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ…

ଛାତ୍ର ସଂସଦ ନିର୍ବାଚନ ପ୍ରକ୍ରିୟା…

ଭୁବନେଶ୍ବର: ଆଉ ମାସକ ପରେ ଛାତ୍ର ସଂସଦ ନିର୍ବାଚନ। ଛାତ୍ର ସଂଦସ ନିର୍ବାଚନକୁ ସରାକରୀ ଓ ବେସରକାରୀ ଅନୁଦାନ ପ୍ରାପ୍ତ କଲେଜ ଗୁଡ଼ିକର ମତାମତ ଜାଣିବା ପ୍ରୟାସ କରିଛି ଉଚ୍ଚଶିକ୍ଷା ବିଭାଗ। ଗତକାଲି ଭିଡିଓ କନଫରେନସିଂ ମାଧ୍ୟମରେ ଛାତ୍ର ସଂସଦ ଅଧ୍ୟାପକ ଓ ଅଧ୍ୟାପକଙ୍କ ମତାମତ ଶୁଣିଛନ୍ତି ଉଚ୍ଚଶିକ୍ଷା…

ଅପରାଧ ବଢୁଥିବା ପ୍ରତିବାଦରେ ରାସ୍ତାରୋକ

ବାଲେଶ୍ୱର : ଆଜି ସକାଳେ ବାଲେଶ୍ୱର ଜିଲ୍ଲା ସଦର ବ୍ଲକର ପରିକ୍ଷୀ ବଜାରରେ ଚୋରି ଓ ଡକାୟତି ବଢୁଥିବା ପ୍ରତିବାଦରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି। ରାସ୍ତା ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି। ଫଳରେ ଯାତାୟାତରେ ବାଧାପ୍ରାପ୍ତ ହୋଇଛି। ଗତ ରବିବାର ରାତିରେ ପରକ୍ଷୀ ବଜାରରୁ ଗୋଟିଏ…

ସିବିଆଇ ଅଧିକାରୀଙ୍କୁ ପ୍ରଶ୍ନ କରୁଛନ୍ତି…

ନୂଆଦିଲ୍ଲୀ: ଗିରଫ ହୋଇଥିବା କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମଙ୍କୁ ଜେରା କରୁଛି ସିବିଆଇ। ସିବିଆଇ ପକ୍ଷରୁ ପଚରା ଉଚରା କରାଯାଉଛି। ତେବେ ସେ ଏଥିରେ ସହଯୋଗ କରୁ ନ ଥିବା କୁହାଯାଉଛି। ସିବିଆଇ ଅଧିକାରୀଙ୍କ ପ୍ରଶ୍ନରେ ସେ ଓଲଟା ପ୍ରଶ୍ନ ପଚାରୁଛନ୍ତି। ଗୁରୁବାର ପୂର୍ବାହ୍ନ ୮ ଠାରୁ ପଚରାଉଚରା…

ଭାରପ୍ରାପ୍ତ ପ୍ରଧାନଶିକ୍ଷଙ୍କର ବେନିୟମ…

ବ୍ରହ୍ମପୁର : ବ୍ରହ୍ମପୁର ପାଟପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସମୀରକାନ୍ତ ତ୍ରିପାଠୀ ଚାକିରିରୁ ନିଲମ୍ବିତ। ନିଲମ୍ବିତ କଲେ ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ। ଗତ ବାର୍ଷିକ ପରୀକ୍ଷାରେ ନବମ ଶ୍ରେଣୀ ଛାତ୍ରୀମାନଙ୍କ ପରୀକ୍ଷା ଉତ୍ତର ଖାତା ମୂଲ୍ୟାଙ୍କନ ନକରି ଛାତ୍ରୀଙ୍କୁ…

ଏନ୍‌କାଉଣ୍ଟରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

କଟକ : କଟକ ଜଗତପୁର ଅଞ୍ଚଳରେ ଏନ୍‌କାଉଣ୍ଟର। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ପାତ୍ର ଓରଫ୍ ଅମିତ୍ ଆହତ ହୋଇଛି। ଗତକାଲି ଜଗତପୁର ପୁଲିସ୍‌ ଓ ସ୍ପେଶାଲ ସ୍କ୍ୱାଡ୍‌ ପକ୍ଷରୁ ଏହି ଏନ୍‌କାଉଣ୍ଟର କରାଯାଇଛି। ତେବେ ଗୁଳିବିନିମୟ ବେଳେ ଜଗତପୁର ଆଇ.ଅଇ.ସି ଓ ଅନ୍ୟ ଜଣେ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି।…