Odisha Link
Bridging the Missing Links in Odisha
Daily Archives

August 29, 2019

କୋହଲି ହୋଇପାରନ୍ତି ଏହି ରେକର୍ଡର…

ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଅନ୍ତିମ ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଏହି ପରିପ୍ରେକ୍ଷୀରେ ବିରାଟ ହୋଇପାରନ୍ତି ଟିମ୍‌ ଇଣ୍ଡିଆର ସବୁଠାରୁ ସଫଳତମ ଅଧିନାୟକ। ଟିମ୍‌ ଇଣ୍ଡିଆର ସଫଳ ଅଧିନାୟକ ହେବାକୁ ହେଲେ ବିରାଟଙ୍କୁ ଆଉ ମାତ୍ର ଗୋଟିଏ ବିଜୟ ଦରକାର। ଶୁକ୍ରବାରଠାରୁ ୱେଷ୍ଟଇଣ୍ଡିଜ୍…

ବର୍ଣ୍ଣବୋଧ ପୋଡ଼ି ମାମଲା: ଅଭିଯୋଗ…

ବରଗଡ଼: ରାଜ୍ୟରେ ବେଶ୍‌ କିଛିଦିନ ହେବ ବର୍ଣ୍ଣବୋଧ ପୋଡ଼ି ଦୃଶ୍ୟ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଦୃଶ୍ୟକୁ କୋଶଳ ସାହିତ୍ୟ ଡଟ୍‌ ଇନ୍‌ ଫେସ୍‌ବୁକ୍‌ ପେଜ୍‌ରେ ଅପ୍‌ଲୋଡ୍‌ ହେବା ଘଟଣାକୁ ନେଇ ରାଜ୍ୟବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଛି। ‌ଦୃଶ୍ୟକୁ ଅପ୍‌ଲୋଡ୍‌ କରାଯାଇଥିବା ପେଜ୍‌ରେ ପଦ୍ମଶ୍ରୀ…

ବିକ୍ରୀ ହେବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ବିକ୍ରୀ ହେବ ଏୟାର ଇଣ୍ଡିଆ। ଏନେଇ ସୂଚନା ଦେଇଛନ୍ତି ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ପୁରୀ। ସେ କହିଛନ୍ତି କି, କେନ୍ଦ୍ର ସରକାର ଏୟାର ଇଣ୍ଡିଆରେ ନିବେଶ କରିଥିବା ସମସ୍ତ ଶେୟାର ବିକ୍ରୀ କରିବାକୁ ଇଚ୍ଛୁକ। ବିମାନ ଚଳାଇବା ସରକାରଙ୍କ କାମ ନୁହେଁ। ତେଣୁ ଏୟାର ଇଣ୍ଡିଆର ସମ୍ପୂର୍ଣ୍ଣ ଘରୋଇ କରଣ…

ସେପ୍ଟମ୍ବର ୫ରେ ମଞ୍ଚସ୍ଥ ହେବ ନାଟକ…

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ମାସ ୫ ତାରିଖ ସନ୍ଧ୍ୟାରେ ଭଞ୍ଜକଳା ମଣ୍ଡପରେ ମଞ୍ଚସ୍ଥ ହେବ ଭୀଷ୍ମ ସାହାଣୀଙ୍କର ପ୍ରସିଦ୍ଧ ନାଟକ ‘ମୁଆବଜେ’ର ଓଡ଼ିଆ ରୂପାନ୍ତର ‘କ୍ଷତିପୂରଣ’। ଅଗ୍ରଣୀ ନାଟ୍ୟାନୁଷ୍ଠାନ ଉତ୍ତର ପୁରୁଷ ଆୟୋଜିତ ନାଟ୍ୟ କର୍ମଶାଳା ‘ରଙ୍ଗଭାରତୀ-୧୨’ରେ ଯୋଗ ଦେଇଥିବା ନାଟ୍ୟ…

ଏଥର ଥାନାକୁ ଗଲେ ବନ୍ଧୁତ୍ୱପୂର୍ଣ୍ଣ…

ଭୁବନେଶ୍ୱର : ଏଥର ଥାନାକୁ ଗଲେ ଆପଣଙ୍କୁ କେହି ରୁକ୍ଷ ବ୍ୟବହାର କରିବେ ନାହିଁ। ସାଧାରଣ ଲୋକଙ୍କ ସମସ୍ୟା ଶୁଣିବେ ପୁଲିସ୍‌ ବିଭାଗର କର୍ମଚାରୀ ଓ ଅଧିକାରୀ। ଅଭିଯୋଗକାରୀଙ୍କ ସହ ସେମାନଙ୍କ ବ୍ୟବହାର ବି ବନ୍ଧୁତ୍ୱପୂର୍ଣ୍ଣ ରହିବ। ଏନେଇ ପୁଲିସ୍‌ ଡିଜି ବିଜୟ କୁମାର ଶର୍ମା ଦେଇଛନ୍ତି କଡ଼ା ନିର୍ଦ୍ଦେଶ।…

ଓଡ଼ିଶାରେ ଲଗାତାର ୩ ଦିନ ବ୍ୟାଙ୍କ ଛୁଟି

ଭୁବନେଶ୍ୱର : ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଓଡ଼ିଶାରେ ଲଗାତାର ୩ ଦିନ ବ୍ୟାଙ୍କ ଛୁଟି ରହିବ। ଏଥିପାଇଁ ଗ୍ରାହକମାନେ ଆଗୁଆ ନିଜର ଜରୁରୀ କାମ ସାରିଦେବାକୁ ପରାମର୍ଶ ଦିଆଯାଉଛି। ସେପ୍ଟେମ୍ବର ୧ ତାରିଖ ରବିବାର ରହୁଥିବାରୁ ସ୍ୱାଭାବିକଭାବେ ବ୍ୟାଙ୍କ ଛୁଟି ରହିବ। ସୋମବାରଦିନ ଗଣେଶ ପୂଜା ପଡୁଛି, ଯାହାକି…

ବିଜୁ ପଟ୍ଟନାୟକ କ୍ରୀଡ଼ା ସାହସିକତା ଓ…

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସ୍ଥାନୀୟ ଜୟଦେବ ଭବନ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଜୁ ପଟ୍ଟନାୟକ କ୍ରୀଡ଼ା ସାହସିକତା ଓ ସମାଜସେବା ପୁରସ୍କାର ପ୍ରଦାନ କରିଛନ୍ତି। କ୍ରୀଡ଼ା ପାଇଁ ପାରା ବ୍ୟାଡମିଣ୍ଟନରେ ବିଶ୍ୱ ଚମ୍ପିଆନସିପ ହାସଲ କରିଥିବା ପ୍ରମୋଦ ଭଗତ ଏବଂ ସାହସିକତାରେ…

ପ୍ରତାରକ ଶିକ୍ଷକଙ୍କ ଘର ଆଗରେ ଧାରଣା

ରାୟଗଡ଼ା : ପ୍ରେମରୁ ପ୍ରତାରଣା। ପରେ ନ୍ୟାୟ ଦାବିରେ ଧାରଣା। ପ୍ରତାରଣା ଆଉ କେହି ନୁହେଁ ଜଣେ ଶିକ୍ଷକ ଦେଇଛନ୍ତି। ଆଉ ଶେଷରେ ନ୍ୟାୟ ପାଇବା ପାଇଁ ଯୁବତୀଙ୍କ ସହ ତାଙ୍କ ବାପା ମାଙ୍କ ସହ ସମ୍ପୃକ୍ତ ପ୍ରତାରକ ଶିକ୍ଷକଙ୍କ ଘର ଆଗରେ ଧାରଣା ଦେଇଛନ୍ତି। ଏଭଳି ଏକ ଘଟଣା ଘଟିଛି ରାୟଗଡ଼ାରେ। ସମ୍ପୂର୍ଣ୍ଣ…

ଅକ୍ଟୋବର ୨୦ ସୁଦ୍ଧା ଓସିଏ ନିର୍ବାଚନ

ଭୁବନେଶ୍ୱର : ଅକ୍ଟୋବର ୨୦ ତାରିଖ ଭିତରେ ହେବ ଓଡ଼ିଶା କ୍ରିକେଟ ଆସୋସିଏସନ(ଓସଏ) ନିର୍ବାଚନ। ଓସିଏର ୬ଟି ପଦବୀ ପାଇଁ ଏହି ନିର୍ବାଚନ ଅନୁଷ୍ଠିତ ହେବ। ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମସମ୍ପାଦକ, କୋଷାଧ୍ୟକ୍ଷ ଓ ଜଣେ କାଉନସିଲ ସଦସ୍ୟ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଓସିଏ ପରିଚାଳନା କମିଟି…

ବିଜେପି ମୋତେ ପଚାରୁନି: ଦାମ ବାବୁ

ଭୁବନେଶ୍ୱର : ବିଜେପିକୁ ଆସି ଏବେ ପଶ୍ଚାତାପ କରୁଛନ୍ତି ଦାମଦୋର ରାଉତ। ଏକଥା ଆମେ କହୁନାହୁଁ। ଆଜି ଯେଭଳି ସେ ମନ୍ତବ୍ୟ ଦେଇଛନ୍ତି ସେଥିରୁ ଏହା ବୁଝାପଡ଼ୁଛି। ବିଜେପି ନେତାମାନେ ମୋତେ ଆଉ ପଚାରୁନାହାନ୍ତି। ନିର୍ବାଚନ ବେଳେ ବିଜେପି ମୋତେ ଡାକିଲା। ମୁଁ ଯିବାକୁ ସହମତି ହେଲି। ଏବେ କିନ୍ତୁ ମୋତେ ପଚାରୁ…