Odisha Link
Bridging the Missing Links in Odisha

ବାସଭବନରେ ପହଁଞ୍ଚିଲା ମହାରାଜାଙ୍କ ପାର୍ଥୀବ ଶରୀର

ଭବାନୀପାଟଣା : କଳାହାଣ୍ଡି ମହାରାଜା ଉଦୀତ ପ୍ରତାପ ଦେଓଙ୍କ ପାର୍ଥୀବ ଶରୀର ଭବାନୀପାଟଣାର ରାଜପ୍ରସାଦରେ ପହଞ୍ଚିଛି। ଜନସାଧାରଣଙ୍କ ଦର୍ଶନ ପାଇଁ ମହାରାଜା ଉଦୀତ ଦେଓଙ୍କ ମରଶରୀକୁ ରାଜପ୍ରସାଦ ପରିସରରେ ଥିବା ରାଜମଣ୍ଡପରେ ରଖାଯାଇଛି। ଅନ୍ୟପଟେ ମହାରାଜାଙ୍କ ଉତ୍ତାରଧିକରୀ ଭବରେ ତାଙ୍କର ପୁତ୍ର ତଥା ଯୁବରାଜ ଅନନ୍ତ ପ୍ରତାପ ଦେଓ ରାଜପରିବାରର ର ପାରମ୍ପରିକ ରିତିଅନୁଯାଇ ରାଜ ଅଭିଶେକ ହେବାପରେ ମହାରାଜଙ୍କ ଶବ ସତ୍କାର କରାଯିବ।
ମିଳିଥିବା ସୂଚନା ଅନୁଯାୟୀ, କଳହାଣ୍ଡିର ମହାରାଜା ଉଦୀତ ପ୍ରତାପ ଦେଓଙ୍କ ସୋମବାର ସଂନ୍ଧ୍ୟା ୫.୪୦ ମିନିଟ ସମୟରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୭୧ ବୟସରେ ଦେହାନ୍ତ ହୋଇଥିଲା।

Comments are closed.