Odisha Link
Bridging the Missing Links in Odisha

ନର୍ସିଂହୋମ ପାଇଁ ଅନଲାଇନ ପଞ୍ଜିକରଣ: ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ଏଣିକି ପ୍ରାଇଭେଟ କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ପାଇଁ ଅନଲାଇନ ପଞ୍ଜିକରଣ କରାଯିବ। ଘରୋଇ ନର୍ସିଂହୋମ ପାଇଁ ଅନଲାଇନ ପଞ୍ଜିକରଣ କରାଯିବ। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ଏହା ଦ୍ୱାରା ପ୍ରାୟ ୧୮୦୦ ପ୍ରାଇଭେଟ କ୍ଲିନିକ ଉପକୃତ ହେବେ ବୋଲି ମନ୍ତ୍ରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି। ତେବେ ଯେଉଁମାନେ ଧାର୍ଯ୍ୟ ମାନଦଣ୍ଡ ପୂରଣ କରୁନଥିବେ ସେମାନେ ଅଣ୍ଡରଟେକିଂ ଦେବେ। ୧୦ ଦିନ ଭିତରେ କଞ୍ଜିକରଣ କାର୍ଯ୍ୟ ଶେଷ ହେବ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି।

Comments are closed.