Odisha Link
Bridging the Missing Links in Odisha

ମାଲକାନଗିରିରେ ପ୍ଲାଷ୍ଟିକ୍ ଅଣ୍ଡା!

ମାଲକାନଗିରି: ମାଲକାନଗିରି ବଜାରରେ ପ୍ଲାଷ୍ଟିକ ଅଣ୍ଡା ମିଳିବା ନେଇ ଚର୍ଚ୍ଚା ହେଉଛି। ମିଳିଥିବା ଅଣ୍ଡାଟି ଚେପଟା ହୋଇଯାଉଥିବାବେଳେ ଆସ୍ତରଣ ଦେଖାଯାଉଛି। ଅଣ୍ଡାର କେଶର ହାତରେ ଧରିଲେ ଝୁଲି ରହୁଥିବା ଦେଖାଯାଉଛି। ହାଇଟେକ କଲୋନୀର ଜଣେ ବ୍ୟକ୍ତି ଉକ୍ତ ଅଣ୍ଡା କିଣିଥିଲେ। ତେବେ ଉକ୍ତ ଅଣ୍ଡା ସମ୍ପର୍କରେ ଏଯାଏଁ ଖାଦ୍ୟ ବିଭାଗ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ।

Comments are closed.