Odisha Link
Bridging the Missing Links in Odisha
Daily Archives

September 15, 2019

ବାଲେଶ୍ଵରର ବିଜୟ ଜେନା ଭୁବନେଶ୍ୱରରେ…

ବାଲେଶ୍ବର: ପ୍ରତିଦିନ କୋଉଠି ନା କୋଉଠି ଗଛଟିଏ ଲଗେଇବା ତାଙ୍କର ନିଶା। ଗଛ ଲଗେଇବା ଛଡା ସେ ଭାବନ୍ତିନି କିଛି ବି। ଗଛମଣିଷ ଭାବେ ସେ ଚିହ୍ନା ପଡିଲେଣି। ଘର ବାଲେଶ୍ଵର, ଅସ୍ଥାୟୀ କର୍ମଚାରୀ ଭାବରେ ଚାକିରି କରନ୍ତି ଭୁବନେଶ୍ୱର ଆୟକର ଅଫିସରେ। ସେ ହେଲେ ବିଜୟ ଜେନା। ୨୦ ବର୍ଷ ତଳେ ପରିବେଶକୁ ସବୁଜିମା…

ପୁଣି ଟ୍ରାକରେ ଚମକିଲେ ନୟାଗଡ଼ ଝିଅ…

ନୟାଗଡ଼: ପୁଣିଥରେ ଟ୍ରାକରେ ଚମକିଲେ ନୟାଗଡ଼ ଝିଅ ଦୀପାଲି। ଗତକାଲି ୨୦ ବର୍ଷରୁ କମ୍ ୧୦୦ ମିଟର ସ୍ପ୍ରିଣ୍ଟ୍ ପ୍ରତିଯୋଗିତାରେ ସେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଆଜି ୨୦୦ ମିଟରରେ ପ୍ରଥମ ସ୍ଥାନ ଅଧିକାର କରି ପୁଣି ସ୍ଵର୍ଣ ଜିତିଛନ୍ତି ଦୀପାଲି। ନୟାଗଡ଼ ପାଇଁ ଦୀପାଲି ମହାପାତ୍ରପୁଣି ଆଣିଦେଇଛନ୍ତି ଗର୍ବ।…

ଏଣିକି ଶାଳପତ୍ର ପ୍ଲେଟରେ ମିଳିବ ଜଳଖିଆ,…

କେନ୍ଦୁଝର: ପ୍ଲାଷ୍ଟିକ୍‌ ପଦାର୍ଥ ବ୍ୟବହାର ରୋକିବା ପାଇଁ କେନ୍ଦ୍ର ସରକାର ସଚେତନାତ କରୁଛନ୍ତି। ଅପରପକ୍ଷେ ପ୍ଲାଷ୍ଟିକ୍‌ ବ୍ୟବହାର ରୋକିବା ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି ପ୍ରସ୍ତୁତି। ଏଣିକି ଜିଲ୍ଲାର ଯେତେସବୁ ବୈଠକ ହେଉ କିମ୍ବା ସେମିନାର, ଏଥିରେ ଆଉ ପ୍ଲାଷ୍ଟକ କିମ୍ବା ଅନ୍ୟ…

ଓଡ଼ଗାଁରେ ଅରୁଣ ସାହୁଙ୍କ ଜନଶୁଣାଣି,…

ଓଡ଼ଗାଁ: ପ୍ରତି ରବିବାର ଭଳି ଆଜି ମଧ୍ୟ ଜନଶୁଣାଣି କରିଛନ୍ତି ନୟାଗଡ଼ ବିଧାୟକ ଅରୁଣ ସାହୁ। ଆଜି ସକାଳୁ ନୟାଗଡ଼ର ଓଡ଼ଗାଁ ବ୍ଲକରେ ଜନଶୁଣାଣି ସମାବେଶ କରିଛନ୍ତି ସ୍ଥାନୀୟ ବିଧାୟକ ତଥା ଉଚ୍ଚଶିକ୍ଷା ଓ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ। ଓଡ଼ଗାଁ କଲ୍ୟାଣ ମଣ୍ଡପଠାରେ ଆୟୋଜିତ ଏହି ଜନଶୁଣାଣି ଅବସରରେ ନିର୍ବାଚନ…

ନୂଆ ସ୍ପନସର ଲୋଗୋ ସହ ଆଜି ପଡ଼ିଆକୁ…

ନୂଆଦିଳ୍ଲୀ: ଆଜିଠୁ ଆଉ ଟିମ୍‌ ଇଣ୍ଡିଆ ଜର୍ସିରେ ଦେଖିବାକୁ ମିଳିବ ନାହିଁ ଓପୋ(Oppo) କମ୍ପାନୀର ଲୋଗ। କାରଣ ଆଜିଠୁ ଟିମ୍‌ ଇଣ୍ଡିଆ ଜର୍ସିରେ ଦେଖାଯିବ ନୂଆ ସ୍ପନସରର ଲୋଗୋ। ଆଜି ପଡ଼ିଆକୁ ଓହ୍ଲାଇଲେ ଅନଲାଇନ ଲର୍ଣ୍ଣିଙ୍ଗ ଆପ ବିଓ୍ବାଇଜେୟୁ(Byju’s)ର ଲୋଗୋ ଦେଖିବାକୁ ମିଳିବ ଟିମ ଇଣ୍ଡିଆର ଜର୍ସିରେ।…

କଥା ନମାନିବାରୁ ରାଗିଗଲେ ଅଧ୍ୟାପକ, ଆଉ…

ବେଙ୍ଗାଲୁରୁ: ଚୁନା ହେଲା ମୋବାଇଲ। ମୋବାଇଲ ଚୁନା କଲେ କଲେଜ ପ୍ରିନ୍ସିପାଲ। କାରଣ ନିୟମ ମାନୁ ନଥିଲେ ଛାତ୍ରଛାତ୍ରୀ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ‘ଏମ୍‌ଇଏସ୍‌ ଚୈତନ୍ୟ ପିୟୁ କଲେଜ’ରେ।କ୍ଲାସ୍‌ ରୁମରେ ପିଲାମାନେ ମୋବାଇଲ ବ୍ୟବହାର କରୁଥିବାରୁ ପ୍ରିନ୍ସିପାଲ ୧୬ ଜଣ ଛାତ୍ରଙ୍କର…

ବାପା ହେବେ କପିଲ

ଭୁବନେଶ୍ବର : 'ଦ କପିଲ ଶର୍ମା ଶୋ'ର କିଙ୍ଗ୍‌ କପିଲ ଶର୍ମା ନିଜ ଶୋ'ର ଶୁଟିଂରେ ବ୍ରେକ୍‌ ନେଇଛନ୍ତି।କପିଲ ଆଉ ୨୦ ଦିନର ଛୁଟି ନେଉଛନ୍ତି।ସେ କହିଛନ୍ତି କି ନଭେମ୍ବର ଓ ଡିସେମ୍ବର ଏପିସୋଡ୍‌ ଶୁଟିଂ କିଛିଦିନ ପାଇଁ ବନ୍ଦ ରହିବ,କାରଣ ସେ ଖୁବ୍‌ଶୀଘ୍ର ବାପା ହେବାକୁ ଯାଉଛନ୍ତି।କପିଲ ୧୨ ଡିସେମ୍ବର ୨୦୧୮ରେ…

ଫ୍ୟାଶନ ଇଣ୍ଡଷ୍ଟ୍ରୀରୁ କୋଟି କୋଟି ଟଙ୍କା…

ଭୁବନେଶ୍ବର :କପୁର ପରିବାରର କନ୍ୟା ମାନେ ସିନେମା ଇଣ୍ଡେଷ୍ଟ୍ରୀରେ ନିଜର ନାମ କମାଇଛନ୍ତି ।କରୀନା ଓ କରିସ୍ମା ନିଜର ଅଭିନୟର ଯାଦୁରେ ଦର୍ଶକମାନଙ୍କ ମନ କିଣି ନେଇଛନ୍ତି।କପୁର ପରିବାରର ଆଉ ଜଣେ କନ୍ୟା ସିନେମା ଇଣ୍ଡଷ୍ଟ୍ରୀକୁ ଦୂରେଇ ଫ୍ୟାଶନ ଇଣ୍ଡଷ୍ଟ୍ରୀରେ ରହି କୋଟି କୋଟି ଟଙ୍କା ଆୟ କରିବାରେ…