Odisha Link
Bridging the Missing Links in Odisha

ଅକ୍ଟୋବର ୨୧ରେ ହେବ ବିଜେପୁର ଉପନିର୍ବାଚନ

ଭୁବନେଶ୍ୱର: ଆଉ ମାସକ ପରେ ହେବ ବିଜେପୁର ଉପନିର୍ବାଚନ। ଅର୍ଥାତ ଅକ୍ଟୋବର ୨୧ରେ ହେବ ନିର୍ବାଚନ। ସେଥିପାଇଁ ଆଜି ଘୋଷଣା ହୋଇଛି ତାରିଖ।

Comments are closed.