Odisha Link
Bridging the Missing Links in Odisha

ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କୁ ଡବଲ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଚୀନରେ ଆୟୋଜିତ ଚୀନ ପାରା ଇଣ୍ଟରନ୍ୟାସନାଲ ବ୍ୟାଡମିଣ୍ଟନରେ ଓଡ଼ିଆପୁଅ ପ୍ରମୋଦଙ୍କୁ ସଫଳତା। ପ୍ରମୋଦ ଭଗତଙ୍କୁ ମିଳିଛି ଡବଲ ସ୍ୱର୍ଣ୍ଣ ପଦକ। ଅନ୍ତର୍ଜାତୀୟ ସ୍ତରରେ ପ୍ରମୋଦ ଭଗତଙ୍କୁ ଆଉ ୨ଟି ସ୍ୱର୍ଣ୍ଣ ପଦକ ମିଳିଛି। ଉଭୟ ସିଙ୍ଗଲ ଓ ଡବଲ ବର୍ଗରେ ପ୍ରମୋଦ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସିଙ୍ଗଲସରେ ଇଂଲଣ୍ଡର ଡାନିଏଲ ବେଥେଲଙ୍କୁ ହରାଇଛନ୍ତି। ସେହିପରି ଡବଲସରେ ଭାରତର ବିକ୍ରମ କୁମାର-ସୁହାସ ଲି ଯୋଡ଼ିଙ୍କୁ ହରାଇଛନ୍ତି।

Comments are closed.