Odisha Link
Bridging the Missing Links in Odisha

କାର୍ଯ୍ୟବନ୍ଦ ଆନ୍ଦୋଳନ କଲା ଓକିଲ ସଂଘ

ସମ୍ବଲପୁର: ସମ୍ବଲପୁର ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ପଶ୍ଚିମ ଓଡ଼ିଶା ଓକିଲ ସଂଘ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ୧୨ ଘଣ୍ଟିଆ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି। ଏହଫଳରେ ସମ୍ବଲପୁରର ସବୁ ସରକାରୀ ଓ ବେସରକାରୀ ଅଫିସକୁ ବନ୍ଦ ରଖାଯାଇଛି। ବ୍ୟାଙ୍କ ଓ ବୀମା କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଛି।

Comments are closed.