Odisha Link
Bridging the Missing Links in Odisha

ବିଜେଡି କରିବ ସମାଜସେବା

ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ବିଜେଡିର ଜନସମ୍ପର୍କ ପଦଯାତ୍ରାକୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ତାଙ୍କ ତ୍ୟାଗକୁ ସମ୍ମାନ ଜଣାଇ ଏହି ଶାଖା ଆରମ୍ଭ ହେବ ବୋଲି ନବୀନ କହିଛନ୍ତି। ଏହି ଅବସରରେ ବିଜେଡି ସୁପ୍ରିମୋ ଲୋକଙ୍କ ସମସ୍ୟା ବୁଝିବାକୁ ଦଳୀୟ ନେତାଙ୍କୁ ମନ୍ତ୍ର ଦେଇଛନ୍ତି। ଲୋକଙ୍କ ସମସ୍ୟା ବୁଝିବା ସହ ସରକାରଙ୍କ ଭଲ କାମ ଲୋକଙ୍କ ପାଖରେ ପହଞ୍ଚାଇବାକୁ ସେ ଆହ୍ୱାନ ଦେଇଛନ୍ତି।

Comments are closed.