Odisha Link
Bridging the Missing Links in Odisha
Daily Archives

October 2, 2019

ମୋ ସରକାର: ଲୋକଙ୍କୁ ଫୋନ କଲେ ନବୀନ,…

ଭୁବନେଶ୍ବର: ଆଜି ଗାନ୍ଧି ଜୟନ୍ତୀରୁ ରାଜ୍ୟରେ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ରାଜ୍ୟର ସମସ୍ତ ଥାନା, ୩ଟି ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ୨୧ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାପିଟାଲ ହସ୍ପିଟାଲ ଓ ଶହୀଦ…

‘ଗାନ୍ଧୀସର୍କିଟ’ ଯୋଜନା…

ଭୁବନେଶ୍ୱର: ଜାତିର ଜନକ ମହାତ୍ମା ଗାନ୍ଧୀ ଓଡ଼ିଶାକୁ ୮ ଥର ଗସ୍ତରେ ଆସିଥିବା ପୃଷ୍ଠଭୂମିରେ ଗାନ୍ଧୀଐତିହ୍ୟ ସମ୍ବଳିତ ସ୍ଥାନଗୁଡ଼ିକର ଉନ୍ନତିକରଣ ସମେତ ଗାନ୍ଧୀ ସର୍କିଟ୍‌ ଯୋଜନାକୁ ଖୁବ୍‌ ଶୀଘ୍ର କାର୍ଯ୍ୟକାରୀ କରାଯିବ । ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ସମାରୋହରେ ଆହୁରି ଅଧିକ କାର୍ଯ୍ୟକ୍ରମ…

ବାଣୀବିହାରରେ ଉଦ୍‌ଘାଟିତ ହେଲା…

ଭୁବନେଶ୍ୱର ଅର୍ଥଶାସ୍ତ୍ର ଓ ନୀତିଶାସ୍ତ୍ର ମଧ୍ୟରେ ସମନ୍ୱୟ ରହିଲେ ଅନେକ ସାମାଜିକ ବୈଷମ୍ୟ ଓ ଅସନ୍ତୁଳନ ଦୂର ହୋଇପାରିବ ଏବଂ ମହାତ୍ମା ଗାନ୍ଧୀ ଏହାର ପ୍ରୟୋଗାତ୍ମକ ଦିଗ ସଂପର୍କରେ ନିଜର ମତ ଓ ମନ୍ତବ୍ୟ ସ୍ପଷ୍ଟ ଭାବରେ ଉପସ୍ଥାପନ କରିଛନ୍ତି । ପ୍ରଗତି ପ୍ରକ୍ରିୟାରେ ତାଙ୍କ ବିଚାରଧାରାର ପ୍ରୟୋଗ ମହାତ୍ମା…

ରାଜ୍ୟପାଳଙ୍କ ଦ୍ୱାରା ଟିବି ସିଲ୍‌…

ଭୁବନେଶ୍ୱର : ଯକ୍ଷ୍ମାରୋଗର ସଂପୂର୍ଣ୍ଣ ନିରାକରଣ ଆମର ଲକ୍ଷ୍ୟ । ଏହି ଲକ୍ଷ୍ୟ ହାସଲ ନିମନ୍ତେ ସରକାରୀ ଓ ବେସରକାରୀ ସ୍ତରରେ ଅନେକ ପ୍ରୟାସ ହେଉଛି ଏବଂ ଉତ୍ସାହଜନକ ସଫଳତା ମଧ୍ୟ ମିଳିଛି । ଏଥି ନିମନ୍ତେ ବ୍ୟାପକ ଜନସଚେତନତା ଦରକାର ଏବଂ ଏହା ଉପରେ ଗୁରୁତ୍ୱ ଦେବାକୁ ରାଜ୍ୟପାଳ ତଥା ଓଡ଼ିଶା ଟିବି…

ସିନେମା ତାଙ୍କର, ପୋଷ୍ଟର ତାଙ୍କର ତେବେ…

ନୂଆଦିଲ୍ଲୀ: ବଲିଉଡ୍‌ ଦବଙ୍ଗ ପୋଲିସ୍‌ ଅଫିସର ଚୁଲ୍‌ବୁଲ୍‌ ପାଣ୍ଡେ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ଆସୁଛନ୍ତି। ସଲମାନଙ୍କ ସିନେମା 'ଦବଙ୍ଗ-୩'ର ପ୍ରମୋ ରିଲିଜ୍‌ ହୋଇଛି । ଚୁଲବୁଲ୍‌ ପାଣ୍ଡେ ନିଜେ ସିନେମାର ପ୍ରମୋକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ପ୍ରମୋରେ ପାଣ୍ଡେ ଜୀ କହୁଛନ୍ତି, "ଯେତେବେଳେ…

ଭଂଶାଲୀଙ୍କ ସିନେମାରେ ନୂଆ ଯୋଡି

ଭୁବନେଶ୍ବର : ସିନେମା ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂଶାଲୀ ଏକ ନୂଆ ସିନେମା ନିର୍ମାଣ କରିବାରେ ଲାଗିଛନ୍ତି । ସେ ଏଥିରେ ଦୁଇ ନୂଆ ଯୋଡିଙ୍କୁ ପରଦାରେ ଆଣିବାକୁ ମନସ୍ଥ କରିଛନ୍ତି । ସିନେମାଟି ନାଁ 'ଗଙ୍ଗୁବାଈ' ରଖାଯାଇଛି । ଏଥି ପାଇଁ ସେ ଷ୍ଟାର କାଷ୍ଟ ବାଛିବା ସହ ସୁଟିଂ ପାଇଁ ପ୍ରସ୍ତୁତ ହୋଇସାରିଲେଣି ।…

ଲୁଟେରା ଗ୍ୟାଙ୍ଗ୍‌ର ଜଣେ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋସାଣୀନୂଆଗାଁ ପୋଲିସ ଦ୍ବାରା ଜଣେଙ୍କୁ ଗିରଫ କରାଯାଇଛି। ପୋଲିସ ଏବଂ ସିବିଆଇ ପରିଚୟ ଦେଇ ବ୍ରହ୍ମପୁରର ବିଭିନ୍ନ ସ୍ଥାନରୁ ଲୁଟତରାଜ କରୁଥିଲା ଅଭିଯୁକ୍ତ। ଗିରଫ ଯୁବକ ହେଲେ କର୍ଣ୍ଣାଟକର ସିକନ୍ଦର ଅଲ୍ଲୀ। ଲୁଟେରା ଗ୍ୟାଙ୍ଗରେ ୯ଜଣ ରହିଥିବା ପୋଲିସ ସୂଚନା ଦେଇଛି। ତେବେ…

ରୋଗୀ ଦେଖୁଛନ୍ତି ନେତା

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ପାଇଁ ନୁହେଁ ସାରା ଓଡିଶା ପାଇଁ ଏକ ପରିଚିତ ନାମ। କଂଗ୍ରେସର ଅଭ୍ୟେଦ ଗଡ ବୋଲାଉଥିବା ତଳସରା ନିର୍ବାଚନ ମଣ୍ଡଳୀର ତିନି ତିନିଥରର ବିଧାୟକ। ନିଜ ନିର୍ବାଚନ ମଣ୍ଡଳୀର ସମସ୍ୟା ହେଉକି ରାଜ୍ୟର କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟ ସେ ସମୟରେ ବିଧାନସଭାରେ ହୁଲୁସ୍ତୁଲ କରୁଥିଲେ।…

କେନ୍ଦ୍ରପଡ଼ାରେ NRC !

କେନ୍ଦ୍ରପଡ଼ା: ରାଜ୍ୟର କେନ୍ଦ୍ରାପଡ଼ା ଜିଲ୍ଲାରେ ହୋଇପାରେ ଜାତୀୟ ନାଗରିକ ପଞ୍ଜିକା(NRC)। ଏନେଇ ପଦକ୍ଷେପ ନେବାକୁ ରେଜିଷ୍ଟ୍ରାର ଜେନେରାଲ୍‌ ଅଫ୍ ଇଣ୍ଡିଆକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଚିଠି ଲେଖିଛି। ହାଇକୋର୍ଟ ପକ୍ଷରୁ ନିଯୁକ୍ତ ଆମିକସକ୍ୟୁରିଙ୍କ ରିପୋର୍ଟ ଉପରେ ଏହି ଚିଠି ଲେଖାଯାଇଛି। ଗତବର୍ଷ…

କ୍ରିକେଟ ଆଡଭାଇଜର ମୁଖ୍ୟ ପଦ ଛାଡିଲେ…

ନୂଆଦିଲ୍ଲୀ: କପିଲ ଦେବ ଇସ୍ତଫା ଦେଇଛନ୍ତି । ସେ ବିସିସିଆଇ ସିଏସି ମୁଖ୍ୟ ପଦରୁ ଇସ୍ତାଫା ଦେଇଛନ୍ତି । କପିଲ କ୍ରିକେଟ ଆଡଭାଇଜର କମିଟିର ମୁଖ୍ୟ ପଦବିରେ ଥିଲେ । କପିଲ୍ ଇସ୍ତଫା ପତ୍ରରେ ଇସ୍ତଫା ଦେବାର କୌଣସି କାରଣ ଦର୍ଶାଇ ନାହାଁନ୍ତି । ନିକଟରେ ସିଏସି ସଦସ୍ୟଙ୍କୁ ବିସିସିଆଇର ଏଥିକ୍ସ କମିଟି ନୋଟିସ୍…