Odisha Link
Bridging the Missing Links in Odisha

ଜାଣନ୍ତୁ ରଣବୀରଙ୍କର ନୂଆ କାରର ମୂଲ୍ୟ

ମୁମ୍ବାଇ: ବଲିଉଡ଼ କଳାକାରଙ୍କର ବିଭିନ୍ନ ପ୍ରକାର ସଉକ ଥାଏ । କାହାର କାର ପ୍ରତିତ କାହାର ଘର ପ୍ରତି । ଏବେ ଷ୍ଟାଇଲିଷ୍ଟ ଅଭିନେତା ରଣବୀର ସିଂହ ବେଶ୍ ଚର୍ଚ୍ଚାରେ ଅଛନ୍ତି । ସେ ଲାଲ ରଙ୍ଗର ଲମ୍ବୋରଗିନି ୟୁଆର୍‌ୟୁଏସ୍‌କୁ ଚଳାଉଥିବାର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ରଣବୀର କିଣିଥିବା ଗାଡ଼ିର ଦାମ ୩ କୋଟିି ଟଙ୍କା ଓ ରଣବୀର ଚାଳକ ସିଟ୍‌ରେ ବସି ମଜା ଉଠାଉଥିବାର ଦେଖିବାକୁ ମିଳିଛି। ରଣବୀରଙ୍କ ଏବେ କପିଲ ଦେବଙ୍କ ଜୀବନୀ ଉପରେ ଆଧାରିତ ସିନେମା ୮୩ର ଶୁଟିଂରେ ବ୍ୟସ୍ତ ଅଛନ୍ତି ଓ ଏଥିରେ ତାଙ୍କ ସହ ଦୀପିକା ମଧ୍ୟ ନଜର ଆସିବେ । ବିବାହ ପରେ ତାଙ୍କର ଏହା ପ୍ରଥମ ସିନେମା।

Comments are closed.