Odisha Link
Bridging the Missing Links in Odisha
Daily Archives

October 9, 2019

ପରପିଢ଼ି ସାମ୍ନାରେ ମୋ ସମେତ ପୂର୍ବର…

ଆଜି (୯ ଅକ୍ଟୋବର) ଥିଲା ବରିଷ୍ଠ କଥାକାର ଡ. ଗୌରହରି ଦାସଙ୍କ ଜନ୍ମଦିନ। ଏ ଅବସରରେ ୧୯୬୦ ମସିହାରେ ଜନ୍ମିତ ଓଡ଼ିଆ ସାହିତ୍ୟର ଅନ୍ୟତମ ପ୍ରଖର କଥାସ୍ବର ଡକ୍ଟର ଦାସଙ୍କୁ ଯୁବ କଥାଶିଳ୍ପୀ ଶକ୍ତି ମହାନ୍ତି ପଚାରିଛନ୍ତି ୬ଟି ପ୍ରଶ୍ନ। ପଢ଼ନ୍ତୁ ଓ ମତାମତ ରଖନ୍ତୁ... ଶକ୍ତି ମହାନ୍ତି: ଆପଣଙ୍କୁ ଜନ୍ମଦିନର…

ଷ୍ଟେଟ୍‌ବ୍ୟାଙ୍କ ବଦଳାଇଲା ସୁଧହାର,…

ନୂଆଦିଲ୍ଲୀ: କମିଲା ସୁଧହାର। ଭାରତର ସର୍ବବୃହତ୍‌ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ବୁଧବାର ସେଭିଂସ୍‌ ଡିପୋଜିଟ୍‌ ଉପରେ ସୁଧହାର ହ୍ରାସ କରିଛି। ସ୍ଥାୟୀ ଜମାରେ ମଧ୍ୟ ସୁଧ ହ୍ରାସ କରିଥିବା ଘୋଷଣା କରିଛି ଏସ୍‌ବିଆଇ। ଆରବିଆଇ ବ୍ୟାଙ୍କ ମାନଙ୍କ ପାଇଁ ଲାଗୁ କରୁଥିବା…

୫-ଟି ସଚିବ ଆସିବା ଶୁଣି ରୋଗୀଙ୍କ…

ମାଲକାନଗିରି: ୫-ଟି ସଚିବ ଏବଂ ଟିମ୍‌ଙ୍କ ଗସ୍ତ ପୂର୍ବରୁ ମାଲକାନଗିରି ମେଡ଼ିକାଲରେ ଦେଖିବାକୁ ମିଳିଥିଲା ଭିନ୍ନ ଦୃଶ୍ୟ। ପାଣ୍ଡିଆନଙ୍କ ଗସ୍ତକୁ ଦେଖି ରୋଗୀ ଏବଂ ରୋଗୀଙ୍କ ସମ୍ପର୍କୀୟ ମେଡ଼ିକାଲ୍ ହତାରେ ଶୁଖାଇଥିବା ଲୁଗାପଟା ସବୁକୁ କେହି ଜଣେ ଫିଙ୍ଗିଦେଇଥିଲେ। ଗସ୍ତ ପୂର୍ବରୁ ପ୍ରସ୍ତୁତ ହୋଇନଥିବା…

ଧୋନି କ୍ରିକେଟକୁ ଫେରିବେ ନା ନାଇଁ , ରବି…

ପୁଣେ: କିଛି ଦିନର ବ୍ୟବଧାନ ପରେ ପୁଣିଥରେ ମହେନ୍ଦ୍ର ସିଂହ ଧୋନିଙ୍କ ଅବସରକୁ ନେଇ ଚର୍ଚ୍ଚା। ୨୦୧୯ କ୍ରିକେଟ ମହାକୁମ୍ଭ ପରଠାରୁ ଧୋନି କ୍ରିକେଟରୁ ଦୂରେଇ ରହିଛନ୍ତି। କ୍ରିକଟକୁ ନେଇ ତାଙ୍କ ଭବିଷ୍ୟତ କଣ, ସେ ଆଉ କ୍ରିକେଟ ଖେଳିବେ କି ନାହିଁ , ଏଭଳି ଅନେକ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପ୍ରଶଂସକମାନେ…

ଗାଧୋଇବା ବେଳେ ବୁଡିଗଲେ ଭାଇ ଓ ଭଉଣୀ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଇଟାପ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ମୃତକ ହେଉଛନ୍ତି ସତ୍ୟବ୍ରତ ରାଉତ ଏବଂ ଜ୍ୟୋର୍ତିମୟୀ ରାଉତ। ଆଜି ସକାଳ ୧୦ଟା ବେଳେ ଗାଁ ନିକଟ ପାକଟବନ୍ଧକୁ ଗାଧୋଇବା ପାଇଁ ଯାଇଥିବା ବେଳେ ଉଭୟ ଭାଇ ଓ ଭଉଣୀ ବୁଡି ଯାଇଥିଲେ। ଗ୍ରାମବାସୀମାନେ ଉଭୟଙ୍କୁ ଉଦ୍ଧାର…

୨୦୦ କୋଟି ଛୁଇଁଲାଣି ସିନେମା ୱାର

ମୁମ୍ବାଇ :  ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ସିନେମା ୱାର ବକ୍ସ ଅଫିସରେ ଧମାଲ କରିଛି । ଏହା ବକ୍ସ ଅଫିସରେ ୨୦୦କୋଟି  କ୍ଳବରେ ସାମିଲ ହେବାକୁ   ଯାଉଛି । ବଲିଉଡ ଅଭିନେତା ରିତିକ୍ ରୋଶନ ଓ ଟାଇଗର ଶ୍ରଫ ସିନେମା ‘ଓ୍ଵାର୍ ଅଭିନୟ କରିଛନ୍ତି । ସିନେମାଟି ପ୍ରଥମ ପାଞ୍ଚ ଦିନରେ ପ୍ରାୟ ୨୦୦ କୋଟି…

୩ ଜଣଙ୍କୁ ରସାୟନ ବିଜ୍ଞାନ ପାଇଁ ନୋବେଲ

ଜେନେଭା: ଚଳିତବର୍ଷ ସାୟନ ବିଜ୍ଞାନ କ୍ଷେତ୍ରରେ ୩ ଜଣ ପ୍ରସିଦ୍ଧ ବୈଜ୍ଞାନିକ ନୋବେଲ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଜନ୍‌ ବି ଗୁଡ୍‌ଏନଫ୍‌, ଏମ୍‌ ଷ୍ଟେନଲି ହ୍ୱିଟନ୍‌ଗାମ୍‌ ଏବଂ ଆକିରା ୟୋଶିନୋଙ୍କୁ ଲିଥିୟମ୍‌ ଆୟନ୍‌ ବ୍ୟାଟେରି ଟେକ୍ନୋଲୋଜିର ବିକାଶ ପାଇଁ ନୋବେଲ ପ୍ରଦାନ କରାଯିବ।…

ସିଆରପିଏଫ୍ କ୍ୟାମ୍ପ୍ ଉପରେ ଡ୍ରୋନ୍…

ମାଲକାନଗିରି: ମାଲକାନଗିରି ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ନକ୍ସଲମାନେ ସିଆରପିଏଫ କ୍ୟାମ୍ପ୍ ଉପରେ ଡ୍ରୋନ୍ କ୍ୟାମେରା ଉଡାଇଛନ୍ତି। ଗତ ତିନି ଦିନ ଧରି ରାତି ସମୟରେ ସୁକୁମା ଜିଲ୍ଲାର ବିଭିନ୍ନ ସିଆରପିଏଫ କ୍ୟାମ୍ପ୍ ଉପରେ ଡ୍ରୋନ୍ କ୍ୟାମେରା ଉଡୁଥିବା ଦେଖିବାକୁ ମିଳିଛି। ପୂର୍ବରୁ ନକ୍ସଲମାନଙ୍କ…

ନିଜ ବିବାହକୁ ନେଇ ସିନେମା ତିଆରି କରିବେ…

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଓ ଅଭିନେତା ବିଭିନ୍ନ ପ୍ରକାର ସିନେମାରେ ଅଭିନୟ କରିଥାନ୍ତି ସେ କମେଡି ହେଉ କି ବାୟୋପିକ । କିନ୍ତୁ କେହି ନିଜ ବିବାହ ଉପରେ ସିନେମା କରି ନାହାଁନ୍ତି । ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ୧୫ଦିନ ପର୍ଯ୍ୟନ୍ତ ଭାରତରେ ରହି ନିଜ ସିନେମାର ପ୍ରମୋସନ କରିଥିଲେ ।…

ଦୀପାବଳି ପୂର୍ବରୁ ବଢ଼ିଲା ଡିଏ, କଶ୍ମୀର…

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଉପହାର ଦେଲେ ସରକାର। କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫ ପ୍ରତିଶତ ବଢ଼ିଛି। ଏ ନେଇ ସରକାରଙ୍କ ତରଫରୁ ଆଜି ଘୋଷଣା କରାଯାଇଛି। ଏହାଦ୍ୱାରା କେନ୍ଦ୍ର ସରକାରଙ୍କ ୫୦ ଲକ୍ଷ କର୍ମଚାରୀ ଉପକୃତ ହେବେ। ତା ସହିତ ୬୨ ଲକ୍ଷ…