Odisha Link
Bridging the Missing Links in Odisha
Daily Archives

October 9, 2019

ହାଉସ୍‌ଫୁଲ୍‌ ୪ର ସଙ୍ଗ୍‌…

ଭୁବନେଶ୍ବର: ଫରାଦ ମାଝିଙ୍କ ନିର୍ଦ୍ଦେଶିତ ହାଉସ୍‌ଫୁଲ୍‌ ୪ ବକ୍ସ ଅଫିସ୍‌ରେ ଧମାଲ କରିବା ପାଇଁ ପ୍ରସ୍ତୁତ ହୋଇଯାଇଛି। ହାଉସ୍‌ଫୁଲ୍‌ ୪ କୁ ନେଇ ଅକ୍ଷୟ କୁମାରଙ୍କ ସହ ଅନ୍ୟ କଳାକାର ମଧ୍ୟ ବେଶ ଚର୍ଚ୍ଚାରେ ରହିଛନ୍ତି। ଏହି ସିନେମାର ଏକ ନୂଆ ଗୀତର ଟିଜର ରିଲିଜ ହୋଇଯାଇଛି । ଏହି ସିନେମାରେ କୃତିଙ୍କ ସହ…

ପୋଲିସକୁ ଡିଜିପିଙ୍କ ୫ଟି ମନ୍ତ୍ର

ବରଗଡ଼: ବରଗଡ଼ରେ ପୋଲିସ କର୍ମଚାରୀଙ୍କୁ ୫ଟି ପାଠ ପଢ଼ାଇଲେ ପୋଲିସ ଡିଜି। ସାଧାରଣ ଲୋକଙ୍କ ବିଶ୍ବାସଭାଜନ ହେବାକୁ ପରାମର୍ଶ ଦେଇଛନ୍ତି ଡିଜିପି। ଏହା ସହ ମଚାରୀଙ୍କୁ ପରିଷ୍କାର ପୋଷାକ, ଟୋପି ଓ ଜୋତା ପିନ୍ଧିବାକୁ କହିଛନ୍ତି ଡିଜିପି। ପୋଲିସ କର୍ମଚାରୀଙ୍କ ସହ ମତବିନିମୟ କର୍ଯ୍ୟକ୍ରମରେ ଡିଜିପି ଏପରି…

ଚେତାବନୀ ଦେଲା ଆଇଏମଏଫ୍, ଦେଶର ଆର୍ଥିକ…

ନୂଆଦିଲ୍ଲୀ: ସାରା ବିଶ୍ଵ ମାନ୍ଦାବସ୍ଥା କବଳରେ ପଡ଼ିଛି। ବିଶ୍ଵବ୍ୟାପୀ ଅଭିବୃଦ୍ଧି ହ୍ରାସ ପାଇଛି। ତେବେ ଏହାର ପ୍ରଭାବ ଭାରତ ଉପରେ ସର୍ବାଧିକ ରହିବ ବୋଲି ଚେତାବନୀ ଦେଇଛି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମଏଫ)। ଆଇଏମଏଫ ମୁଖ୍ୟ କ୍ରିଷ୍ଟାଲିନା ଜର୍ଜିଏଭା କହିଛନ୍ତି। ସେ କହିଛନ୍ତି ଯେ,…

ମର୍ମନ୍ତୁଦ ସଡକ ଦୁର୍ଘଟଣା: ଚାଲିଗଲା ଦୁଇ…

ପିପିଲି: ପୁରୀ-ଭୁବନେଶ୍ୱର  ଜାତୀୟ ରାଜପଥର ଗୁଡ଼ିଆପୋଖରୀ ଛକ ଡିଭାଇଡର ନିକଟରେ ବୁଧବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁୁ ଜଣେ ହେଲେ ଆକାଶ ବାରିକ। ସେ କଟକର ଏକ ଘରୋଇ କଲେଜରେ ପଢ଼ୁଥିବା ଜଣାପଡ଼ିଛି। ଖବର ଲେଖାଯିବା ସୁଦ୍ଧା ଅନ୍ୟ ଛାତ୍ରଙ୍କ ପରିଚୟ…

ବିଗ୍‌ବସ୍ ଘରୁ ବିଦାୟ ନେଇ ପାରନ୍ତି ଏହି…

ଭୁବନେଶ୍ବର : ଲୋକ ପ୍ରିୟ ରିୟାଲିଟି ସୋ’ ବିଗ୍‌ବସ୍ ୧୩ ଛୋଟ ପରଦାରେ ଧମାଲ କରୁଛି। ତେବେ ଏହାର ପ୍ରଥମ ସପ୍ତାହରେ କୌଣସି ସଦସ୍ୟଙ୍କୁ ବେଘର କରାଯାଇନଥିଲା। କିନ୍ତୁ ଦିତୀୟ ସପ୍ତାହ ପାଇଁ ନୋମିନେସନ୍ ହୋଇସାରିଛି। ନୋମିନେସନ୍ ଟି ଏକ ନିଆରା ଢ଼ଙ୍ଗରେ ହୋଇଥିଲା । ଦୁଇ ଜଣ ପ୍ରତିଯୋଗୀଙ୍କର ନୋମିନେଟ୍ ହବା…

ବିଜେପୁରରେ ପୁଲିସ ଡିଜିଙ୍କ ସମୀକ୍ଷା…

ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ପାଇଁ ପୁଲିସ ଡିଜି ଆଜି ଏକ ସମୀକ୍ଷା ବୈଠକ କରିଛନ୍ତି। ବରଗଡ ପୁଲିସ ମୁଖ୍ୟାଳୟରେ ବସିଥିବା ବୈଠକରେ ନିର୍ବାଚନ ସମୟରେ ଆଇନ୍ ଶୃଙ୍ଖଳା ବ୍ୟବସ୍ଥା ସଂପର୍କରେ ସମୀକ୍ଷା କରିଛନ୍ତି ପୁଲିସ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା। ଏହି ବୈଠକରେ ପଶ୍ଚିମାଂଚଳ ଆଇଜି, ଡିଆଇଜି…

ଆଜି ବିଶ୍ବ ଡାକ ଦିବସ, ଡାକଘର ବିଷୟରେ…

ନୂଆଦିଲ୍ଲୀ: ଆଜି ହେଉଛି ବିଶ୍ବ ଡାକ ଦିବସ। ଏଥିପାଇଁ ଆଜି ସାରା ବିଶ୍ବ ପାଳନ କରୁଛି ବିଶ୍ବ ଡାକ ଦିବସ। ୧୮୭୪ ମସିହା ଅକ୍ଟୋବର ୯ରେ ୟୁନିଭରସାଲ ପୋଷ୍ଟ ୟୁନିୟନ ଗଠନ ପାଇଁ ସ୍ବିଜରଲାଣ୍ଡର ବର୍ନରେ ୨୨ଟି ଦେଶ ମିଶି ଏକ ବୁଝାମଣା ପତ୍ର ସ୍ବାକ୍ଷର କରିଥିଲେ। ପ୍ରଥମ ଏସୀୟ ଦେଶ ଭାବେ ଭାରତ ୟୁନିଭରସାଲ ପୋଷ୍ଟ…

ନଦୀକୁ ଡେଇଁ ପଡ଼ିଲେ ଯୁବକ

କଟକ: ସ୍ତ୍ରୀଙ୍କ ସହ ଝଗଡ଼ା ହେବା ପରେ ନଦୀକୁ ଡେଇଁ ପଡ଼ିଲେ ଯୁବକ। ଏଭଳି ଅଭାବନୀୟ ଘଟଣା ଘଟିଛି କଟକ କାଠଯୋଡ଼ି ବ୍ରିଜ୍‌ରେ। ଯୁବକଜଣକ ସ୍ତ୍ରୀ ଏବଂ ପିଲାଙ୍କୁ ଧରି ଏକ ବାଇକ୍‌ରେ ଯାଉଥିଲେ। କିନ୍ତୁ ହଠାତ୍‌ ଯୁବକ ଜଣକ କାଠଯୋଡ଼ି ବ୍ରିଜ୍ ଉପରେ ବାଇକ୍ ରଖି ଦୌଡ଼ି ଦୌଡ଼ି ଯାଇ ନଦୀକୁ ଡେହିଁ ପଡ଼ିଥିଲେ।…

ଗୁଣିଆ ସନ୍ଦେହରେ ସ୍ବାମୀ-ସ୍ତ୍ରୀଙ୍କୁ…

ଉଦଳା: ଉଦଳାରେ ଫୁଟବଲ ଖେଳ ଦେଖିବାକୁ ଯାଇ ନିଖୋଜ ହୋଇଥିବା ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ସୋନ ଡ୍ୟାମ୍ ରୁ ଉଭୟଙ୍କ ମୃତଦେହ ଉଦ୍ଧାର କରିଛି ଓଡ୍ରାଫ୍ ଟିମ୍। ଉଭୟଙ୍କୁ ହତ୍ୟା କରିବା ପରେ ପଥର ବାନ୍ଧି ଡ୍ୟାମ୍ ରେ ଫିଙ୍ଗି ଦେଇଥିଲେ ଦୁର୍ବୃତ୍ତ। ଦୀର୍ଘ ୬୯ ଘଣ୍ଟା ପରେ ଉଭୟଙ୍କ ମୃତଦେହ ଉଦ୍ଧାର…

ଗୋପବନ୍ଧୁ ଜୟନ୍ତୀ ପାଳିତ

ଭୁବନେଶ୍ବର :ଆଜି ଉତ୍କଳମଣି ପଣ୍ଡିତଗୋପବନ୍ଧୁ ଜୟନ୍ତି । ୧୮୭୭ମସିହା ଅକ୍ଟୋବର ୯ ତାରିଖରେ ଉତ୍କଳମଣି ଗୋପବନ୍ଧୁ ପୁରୀର ସୁଆଣ୍ଡୋ ଗାଁରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଦେଶ ପ୍ରତି ଭଲ ପାଇବା ,ତ୍ୟାଗ , ସହନ ଶୀଳତା ପାଇଁ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ତାଙ୍କୁ ଉତ୍କଳମଣିର ଉପାଧି ଦେଇଥିଲେ । ୧୯୧୯ ମସିହାରେ…