Odisha Link
Bridging the Missing Links in Odisha
Daily Archives

October 9, 2019

ସଲମାନ ଖୁର୍ଶୀଦ କହିଲେ ‘ଆମ ନେତା…

ନୂଆଦିଲ୍ଲୀ: କଂଗ୍ରେସରେ ଚାଲିଥିବା ଅନ୍ତର୍ଦ୍ବନ୍ଦ୍ବ ନେଇ ଦଳ ଭିତରେ ଅସନ୍ତୋଷ ବ୍ୟାପିବାରେ ଲାଗିଛି। ଏହା ଦିନକୁ ଦିନ ବ୍ୟାପକ ହେବାରେ ଲାଗିଛି। ଏଭଳି ପରିସ୍ଥିତିରେ କଂଗ୍ରେସର ବରିଷ୍ଠ ନେତା ସଲମାନ ଖୁର୍ଶୀଦଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଖୁର୍ଶୀଦ ନିଜ ଦଳକୁ ସମାଲୋଚନା କରି କହିଛନ୍ତି,…

ମୋ ସରକାର: କୋରାପୁଟ, ମାଲକାନଗିରି ଓ…

ଜୟପୁର: ମୋ ସରକାରର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ପାଇଁ ବୁଧବାର ସକାଳେ ଦିନିକିଆ କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଆସିଛନ୍ତି ଓଡ଼ିଶାର ତିନି ବରିଷ୍ଠ ଆଇଏଏସ୍‌ ଅଧିକାରୀ।  ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ‘୫-ଟି’ ସଚିବ ଭି. କେ. ପାଣ୍ଡିଆନ , ଅର୍ଥ ବିଭାଗର ପ୍ରମୁଖ…

ବଲିଉଡ୍‌ର କିଙ୍ଗ୍‌ ଖାଁଙ୍କ ନିଆରା…

ମୁମ୍ବାଇ: ବଲିଉଡର ବାଦ୍‌ଶାହ ଶାହରୁଖ ଖାନ୍‌ ଙ୍କ ପତ୍ନୀ ଗୌରୀ ଖାଁ ୪୯ ବର୍ଷରେ ପଦାର୍ପଣ କରିଛନ୍ତି। ଗୌରୀ ୧୯୭୦ ଅକ୍ଟୋବର ୮ରେ ନୂଆଦିଲ୍ଲୀରେ ଏକ ପଞ୍ଜାବୀ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ।ତାଙ୍କ ପିତାଙ୍କ ନାମ କଲୋନେଲ ରମେଶ ଚନ୍ଦ୍ର ଚିବର ଓ ମାତା ସବିତା ଚିବର । ସେ ଆର୍ମିରେ ଥିବାରୁ…

‘ରାବଣ’ ବେଶରେ ଇମ୍ରାନ ଖାନ୍‌ଙ୍କ…

ଭୋପାଲ: ଗତକାଲି ସାରା ଦେଶରେ ଖୁବ୍‌ ଧୁମଧାମରେ ପାଳିତ ହୋଇଥିଲା ବିଜୟା ଦଶମୀ। ଏହି ଅବସରରେ ଦେଶର ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ରାବଣ ପୋଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ହେଲେ ମଧ୍ୟପ୍ରଦେଶର ଖାରଖେଡି ବାସୀ ଚିରାଚରିତ ପରମ୍ପରାରୁ ହଟି ଟିକିଏ ନିଆରା ଭାବରେ ରାବଣ ପୋଡ଼ି କରିଛନ୍ତି। କାରଣ…

ମା’ବାପାଙ୍କ ଫଟୋ ଦେଖି ଭାବବିହ୍ବଳ…

ମୁମ୍ବାଇ: ବଲିଉଡର ବାଦ୍‌ଶାହ ଶାହରୁଖ ଖାନ୍‌ ନିଜ ଅଭିନୟର ଯାଦୁରେ ସମସ୍ତଙ୍କ ମନ କିଣି ନେଇଛନ୍ତି । ଦଶହରା ଉପଲକ୍ଷେ ଶାହାରୁଖ ଟୁଇଟରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ । ତାଙ୍କର ଜଣେ ପ୍ରଶଂସକ ଦଶହରା ଉପଲକ୍ଷେ ତାଙ୍କୁ ଏପରି ଏକ ଉପହାର ଦେଇଛନ୍ତି, ତାହା ଶାହାରୁଖଙ୍କୁ ଭାବବିହ୍ବଳ କରିପକାଇଛି।…

ଭାରତକୁ ବିଳମ୍ବରେ ଆସିବ ରାଫେଲ ବିମାନ

ନୂଆଦିଲ୍ଲୀ: ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସରକାରୀ ଭାବରେ ରାଫେଲ୍ ବିମାନ ଫ୍ରାନ୍ସଠାରୁ ଗ୍ରହଣ କରିଛନ୍ତି। ବହୁ ବାଦ ବିବାଦ ପରେ ଶେଷରେ ଲଢ଼ୁଆ ବିମାନ ରାଫେଲ୍ ଗତକାଲି ଭାରତକୁ ହସ୍ତାନ୍ତର ହୋଇଛି। ଅପରପକ୍ଷେ ଆଜି ଫ୍ରାନ୍ସ ସରକାର ଏବଂ ବିମାନ ନିର୍ମାଣକାରୀ କମ୍ପାନୀ ଡାସଲ୍ଟ ଏଭିଏସନ ସହ…

ଜାମ୍ମୁ-କାଶ୍ମୀର ପ୍ରସଙ୍ଗରେ ବଦଳିଲା…

ନୂଆଦିଲ୍ଲୀ: ଭାରତ ପ୍ରତି ଧିରେ ଧିରେ ବଦଳୁଛି ଚାଇନାର ଆଭିମୁଖ୍ୟ। ଜାମ୍ମୁ-କାଶ୍ମୀର ପ୍ରସଙ୍ଗରେ ଚାଇନା ଭାରତ ପ୍ରତି କୋହଳ ମନୋଭାବ ଦେଖାଇଛି। ଅପରପକ୍ଷେ ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ଚାଇନା ନିଜର ମିତ୍ର ରାଷ୍ଟ୍ର ପାକିସ୍ତାନକୁ ଭର୍ତ୍ସନା କରିଛି। ପୂର୍ବରୁ ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ…

ଭାରତର ସହଯୋଗ ମାଗିଲା ଚାଇନା

ନୂଆଦିଲ୍ଲୀ: ନିଜ ସ୍ବର ବଦଳେଇଲା ଚାଇନା। କାରଣ ଚୀନ ଜାଣି ସାରିଛି ଯେ ଭାରତ ବିନା ସହଯୋଗରେ ଚାଇନାର ବ୍ୟବସାୟ ଓ ଆର୍ଥିକ ସ୍ଥିତି ଆଗକୁ ବଢ଼ି ପାରିବ ନାହିଁ। ତେଣୁ ପୁଣିଥରେ ଭାରତର ସହଯୋଗ ଲୋଡିଛି ଚାଇନା। ଚାଇନାର ରାଷ୍ଟ୍ରାୟତ କମ୍ପାନୀ ହୁଓ୍ୱାଇର ୫ଜି ନେଟଓ୍ୱର୍କକୁ ପରୀକ୍ଷା କରିବାକୁ ଆମେରିକା ମନା…

ଶ୍ରୀମନ୍ଦିରରେ ଆଜିଠୁ କାର୍ତ୍ତିକ ନୀତି…

ପୁରୀ: ସରିଲା ଦଶହରା। ପବିତ୍ର କାର୍ତ୍ତିକ ନୀତି ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହେଉଛି। ମହାପ୍ରଭୁ ଆଜିଠାରୁ ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ବାଳଭୋଗ ବି ହେବ। କାର୍ତ୍ତିକ ବ୍ରତ କରିଥିବା ବ୍ରତଧାରୀମାନେ ବ୍ରତ ପାଳନ କରିବା ସହ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ରାଧାଦାମୋଦର ବେଶ ଦର୍ଶନ…