Odisha Link
Bridging the Missing Links in Odisha
Daily Archives

October 29, 2019

ଚାଷୀଙ୍କ ପାଇଁ ଖୁସି ଖବର, ନଭେମ୍ବରରେ…

ଭୁବନେଶ୍ବର: ନଭେମ୍ବରରେ ପୁଣି ଚାଷୀଙ୍କୁ ମିଳିବ କାଳିଆ ଟଙ୍କା। ଦ୍ୱିତୀୟ କିସ୍ତିରେ ମିଳିବ ‘କାଳିଆ’ ଟଙ୍କା। ଏନେଇ ସୂଚନା ଦେଇଛନ୍ତି କୃଷି ସଚିବ ସୌରଭ ଗର୍ଗ। ସଚିବଙ୍କ କହିବା ମୁତାବକ କେବଳ ‘କାଳିଆ’ ଯୋଜନାରେ ତାଲିକାଭୁକ୍ତ ଥିବା ଯୋଗ୍ୟ ହିତାଧିକାରୀଙ୍କୁ ଦ୍ୱିତୀୟ କିସ୍ତିରେ ‘କାଳିଆ’ ଦିଆଯିବ। କେତେ…

ଠାବ ହେଲା ନକଲି ମଦ କାରଖାନା

ତିହିଡ଼ି: ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ ସିନ୍ଦଳ ଗ୍ରାମ ଅଞ୍ଚଳରେ ଜିଲା ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ଏକ ନକଲି ମଦ କାରଖାନା ଠାବ କରାଯାଇଛି। ଏହି ଚଢାଉ ସମୟରେ ଅବକାରୀ ବିଭାଗ ଲକ୍ଷାଧିକ ଟଙ୍କାର ନକଲି ମଦ ସହ, ବିଭିନ୍ନ ନାମିଦାମୀ କମ୍ପାନୀର ଲୋଗୋ ଓ ମଦ ତିଆରି ସରଞ୍ଜାମ ଜବତ କରିଛି।…

ଗୋଟିଏ ଆଖିରେ ଦେଖିବ ରିଙ୍କି, କ୍ଷତିପୂରଣ…

ନୟାଗଡ଼: ଚିକିତ୍ସା ତ୍ରୁଟିରୁ ଆଖି ନଷ୍ଟ ଘଟଣା ସାରା ରାଜ୍ୟରେ ଚହଳ ପକାଇଛି। ନୟାଗଡ଼ରେ ୬ ବର୍ଷୀୟା ଝିଅ ରିଙ୍କିର ଚିକିତ୍ସାରେ ତ୍ରୁଟିରୁ ଆଖି ନଷ୍ଟ ଘଟଣାରେ କ୍ଷତିପୂରଣ ଦାବି କରିଛନ୍ତି ପରିବାର ଲୋକେ। କ୍ଷତିପୂରଣ ପାଇଁ ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି ରିଙ୍କିର ବାପା। ଘଟଣାକୁ…

ମାରି ମାରି ଭାଙ୍ଗିଦେଲେ ୧୫ଟି ବେତ

ନବରଙ୍ଗପୁର: ମଧ୍ୟାହ୍ନ ଭୋଜନ ପରେ ଶିକ୍ଷୟତ୍ରୀଙ୍କ ପାଣି ପିଇଲେ ବୋଲି ଦଣ୍ଡ ମୁକ୍ତ ଅଞ୍ଚଳରେ ଦଣ୍ଡ ଭୋଗିଲେ ୧୪ ସ୍କୁଲ ଛାତ୍ର। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଡଙ୍ଗରା ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ଯେଉଁଠି ସ୍କୁଲ…

ସ୍କୁଲ ପାଖରେ ଆତଙ୍କବାଦୀ ଆକ୍ରମଣ

ପୁଲ୍‌ୱାମା: ଆତଙ୍କବାଦୀଙ୍କ ଟାର୍ଗେଟରେ ସ୍କୁଲ। ପ୍ରଥମେ ଫଳ ଦୋକାନୀ ଏବଂ ଟ୍ରକ୍‌ ଡ୍ରାଇଭରଙ୍କ ଉପରେ ଆକ୍ରମଣ ପରେ ଏବେ ଶିକ୍ଷାନୁଷ୍ଠାନ ନିକଟରେ ମଧ୍ୟ ଭୟର ବାତାବରଣ ସୃଷ୍ଟି କରିବାର ଅପପ୍ରୟାସ କରିଛନ୍ତି ଆତଙ୍କବାଦୀ ସଂଗଠନ। ମିଳିଥିବା ସୂଚନା ଅନୁଯାୟୀ ପୁଲ୍‌ୱାମା ଜିଲ୍ଲାର ଏକ ପରୀକ୍ଷା କେନ୍ଦ୍ରରେ…

ଫେରିଲା ରତ୍ନ ଭଣ୍ଡାର ପ୍ରସଙ୍ଗ: ତେଜିଲା…

ଭୁବନେଶ୍ବର: ବହୁ ଦିନର ବ୍ୟବଧାନ ପରେ ପୁଣି ଫେରିଲା ରତ୍ନଭଣ୍ଡାର ପ୍ରସଙ୍ଗ। ଯାହା ପୁଣି ଏବେ ରାଜ୍ୟର ଚର୍ଚ୍ଚିତ ଖବର। ଏ ପ୍ରସଙ୍ଗକୁ ପୁଣି ଉଠେଇଛନ୍ତି ବିରୋଧୀ ଦଳନେତା ପ୍ରଦୀପ୍ତ ନାୟକ। ରତ୍ନଭଣ୍ଡାରର ଅଡ଼ିଟ୍ ହେଉ। ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲି ଏହାର ଅଳଙ୍କାରର ସଠିକ୍ ଯାଞ୍ଚ କରିବାକୁ…

ପୁଣି ଭାରରେ ବୁହା ହେଲେ ରୋଗୀ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ପୁଣି ସ୍ବାସ୍ଥ୍ୟ ବ୍ୟବସ୍ଥାର ନଗ୍ନଚିତ୍ର ସାମ୍ନାକୁ ଆସିଛି। ସରକାର ଗରିବ ଲୋକଙ୍କ ପାଇଁ ନାନାଦି ଯୋଜନାମାନ କରୁଥିଲେ ମଧ୍ୟ ଏବେବି ଅବହେଳିତ ଅବସ୍ଥାରେ ରହିଛନ୍ତି ଲୋକ। ପୁଣି କଳାହାଣ୍ଡି ଜିଲ୍ଲା ରୋଗୀ ଯନ୍ତ୍ରଣା ଦେଖିବାକୁ ମିଳିଛି। ରାସ୍ତା ନଥିବା ଯୋଗୁଁ ଗାଁକୁ…

ଫଡନାଭିସ୍‌ଙ୍କ ମତରେ କୌଣସି ସତ୍ୟତା…

ମୁମ୍ବାଇ: ମହାରାଷ୍ଟ୍ରରେ ଜମୁଛି ବୟାନବାଜି ରାଜନୀତି। ଆଜି ବିଜେପି ସରକାର ଗଠନ କରିବ ଓ ମୁଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବି ବୋଲି ଦେବେନ୍ଦ୍ର ଫଡନାଭିସ୍‌ କହିଛନ୍ତି। ଏଥିସହିତ ୫୦: ୫୦ ଫର୍ମୁଲା ବିଷୟରେ ଆଲୋଚନା ହୋଇନାହିଁ ବୋଲି କହିଥିଲେ ଫଡନାଭିସ୍‌। ମହାରାଷ୍ଟ୍ରରେ ଶିବସେନା ୫୦: ୫୦ ଫର୍ମୁଲା…

ଜୁଆ ଆଡ୍ଡାରେ ଚଢାଉ, ୧୦ ଗିରଫ

ନୂଆପଡ଼ା: ନୂଆପଡ଼ା ପୁଲିସ ପକ୍ଷରୁ ଆଜି ଦୁଇଟି ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇ ୧୦ଜଣଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି। ଏହି ଚଢ଼ାଉ ସମୟରେ ୯ ମୋଟର ସାଇକେଲ, ୧୯ ହଜାର ଟଙ୍କା ଏବଂ ୭ଟି ମୋବାଇଲ ଜବତ ହୋଇଥିବା ବି ଜଣାଯାଇଛି। ନୂଆପଡ଼ା ପୁଲିସ ଦୀପାବଳିର ଦ୍ବଇ ଦିନ ପରେ ଗତକାଲି ରାତିରେ ନୂଆପଡ଼ା ସଦର…

ଓଡ଼ିଶା ବିଶ୍ୱରେ ଉଦାହରଣ ସାଜିଛି:…

ଭୁବେଶ୍ବର: ଭୁବନେଶ୍ୱରରେ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ପାଳନ ଉତ୍ସବରେ ଯୋଗଦେଇ ଏହି ବକ୍ତବ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ମୁଖ୍ୟମନ୍ତ୍ରୀ କହିଥିଲେ, ଜଳବାୟୁ ପରିବର୍ତ୍ତନ ହେତୁ ଭିନ୍ନ ଭିନ୍ନ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳୁଛି, ତେଣୁ…