Odisha Link
Bridging the Missing Links in Odisha

ଉଦ୍ଧାର ହେଲା ୧୨ କେଜି ଓଜନର ବଜ୍ରକାପ୍ତା

ବୌଦ୍ଧ: ବୌଦ୍ଧ ଜିଲ୍ଲା ପୁତନା ସଂରକ୍ଷିତ ଜଙ୍ଗଲରୁ ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ଏହାର ଓଜନ ପ୍ରାୟ ୧୨ କେଜି ହେବ। ବାହାର ରାଜ୍ୟକୁ ଚାଲାଣ ପାଇଁ ବନ୍ୟ ଜନ୍ତୁ ଚାଲାଣକାରୀ ଏହି ବଜ୍ରକାପ୍ତାକୁ ଲୁଚାଇ ରଖିଥିଲେ ବୋଲି ଜଣାପଡ଼ିଛି। ସୋମବାର ସନ୍ଧ୍ୟାରେ ବୌଦ୍ଧ ରେଞ୍ଜ ଅଧିକାରୀଙ୍କ ସମେତ ଏକ ଟିମ ସଂରକ୍ଷିତ ଜଙ୍ଗଲରେ ଚଢାଉ କରି ବଜ୍ରକାପ୍ତାକୁ ଉଦ୍ଧାର କରିଥିଲେ।

Comments are closed.