Odisha Link
Bridging the Missing Links in Odisha

ବୁର୍ଲା ଭିମସାରକୁ ୫ଟି ପ୍ରତିନିଧିଙ୍କ ଗସ୍ତ

ବୁର୍ଲା: ବୁର୍ଲା ଭିମସାରକୁ ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଗସ୍ତପରେ ହଠାତ ଆଜି ୫ଟି ପ୍ରତିନିଧି ଭାବରେ ଅତିରିକ୍ତ ସଚିବ ଡ଼ ପରେଶ ମିଶ୍ର ଏବଂ ଶିଶୁରଞ୍ଜନ ମହାରଣା ଭିମସାର ପରିଦର୍ଶନ କରିଥିଲେ। ପରେ ସ୍ତ୍ରୀ ପ୍ରସୂତୀ ବିଭାଗ ଏବଂ ଶଲ୍ୟ ବିଭାଗୀୟ ରୋଗୀଙ୍କସହ କଥାବର୍ତ୍ତା ହୋଇଥିଲେ। ସେମାନେ ସରକାରୀ ଯୋଜନାରୁ ଉପକୃତ ହେଉଛନ୍ତି କି ନାହିଁ ଏବଂ ବୁର୍ଲା ମେଡ଼ିକାଲରେ ଉତ୍ତମ ବ୍ୟବହାର ତଥା ଚିକିତ୍ସା ପ୍ରଦାନ କରାଯାଉଛି କି ନାହିଁ ସେ ବିଷୟରେ ପଚାରି ବୁଝିଥିଲେ।

Comments are closed.