Odisha Link
Bridging the Missing Links in Odisha
Daily Archives

October 30, 2019

ସରକାରୀ ବାବୁଙ୍କୁ ଗଣମାଧ୍ୟମରେ…

ଭୁବନେଶ୍ବର: ଏଣିକି ସରକାରୀ ବାବୁ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିପାରିବେନି। କୌଣସି ସଚିବ, କର୍ମଚାରୀ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖିପାରିବେନି ବୋଲି ନିର୍ଦ୍ଦେଶ ଦେଇଛି ସାଧାରଣ ପ୍ରଶାସନ ବିଭାଗ। ତେବେ ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ଗଣମାଧ୍ୟମକୁ ସରକାରୀ ତଥ୍ୟ ଠିକ୍ ଭାବରେ ଆସିପାରିବ କି…

ସ୍ମିତାରାଣୀଙ୍କୁ ନ୍ୟାୟ ମିଳୁ

ଭୁବନେଶ୍ବର: ସାରା ରାଜ୍ୟରେ ଚହଳ ପକାଇଥିବା ସ୍ମିତାରାଣୀ ହତ୍ୟା ମାମଲାର ସଠିକ୍‌ ତଦନ୍ତ ଦାବି କଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା। ସେ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ଏକ ଚିଠି ଲେଖିଛନ୍ତି। ସେ ଚିଠିରେ ମୁଖ୍ୟମନ୍ତ୍ରୀଙ୍କୁ ୫ଟି ପାଠ ପଢ଼େଇବା ସହିତ ଚୁପ୍‌ କାହିଁକି ଅଛନ୍ତି…

ଆଇଏଏସ୍ ଅଧିକାରୀଙ୍କୁ ହସ୍ପିଟାଲ ଦାୟିତ୍ୱ

ଭୁବନେଶ୍ବର: ଆଜି ରାଜ୍ୟ ସରକାର ୧୦ ଆଇଏଏସଙ୍କୁ ମେଡିକାଲ କଲେଜ ଓ ହସ୍ପିଟାଲର ତଦାରଖ ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ତେବେ ଏହି ତାଲିକାରେ କଟକ, ସମ୍ବଲପୁର ଓ ବ୍ରହ୍ମପୁରରେ ଥିବା ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ନିମନ୍ତେ କୌଣସି ଆଇଏଏସଙ୍କୁ ଦାୟିତ୍ୱ ଆବଣ୍ଟନ କରାଯାଇନି। ଏପରିକି ଯେଉଁସବୁ ମେଡିକାଲ…

ଠିକ୍ ସମୟରେ ଖଣି ନିଲାମ କରିବାକୁ ଓଡ଼ିଶା…

ଭୁବନେଶ୍ୱର: ୨୦୨୦ ମାର୍ଚ ୩୧ ସମୟ ସୀମା ପାଖେଇ ଆସୁଥିବା ବେଳେ ଖଣି ନିଲାମକୁ ନେଇ ଖଣି ଓ ଖଣିଜ କ୍ଷେତ୍ରରେ କାର୍ଯ୍ୟ କରୁଥିବା କଂପାନିଗୁଡ଼ିକର ରହିଥିବା ଚିନ୍ତାକୁ ଦୂର କରିବା ଲାଗି ରାଜ୍ୟ ଖଣି ମବୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି ଯେ, ଠିକ୍ ସମୟରେ ଖଣି ନିଲାମ ହେବ । ଖଣି ନିଲାମ ପ୍ରତି ସରକାର…

ହିରୋ ପରି ଜୀବନ ବଞ୍ଚାଇଲେ ଶାହରୁଖ୍‌ ଖାଁ

ମୁମ୍ବାଇ: ବଲିଉଡରେ ସମସ୍ତ ଅଭିନେତା ଓ ଅ ଧୁମଧାମରେ ଦୀପାବଳି ପାଳନ କରିଛନ୍ତି । ଏହି ଦୀପାବଳି ଅବସରରେ ବିଗ୍‌ ବି ଅମିତାଭ୍‌ ବଚ୍ଚନ ନିଜ ଘର ଜଲସାରେ ଏକ ବଡ଼ ଧରଣର ପାର୍ଟି ଦେଇଥିଲେ। ଏହି ପାର୍ଟିରେ ଅନେକ ଅଭିନେତା ଓ ଅଭିନେତ୍ରୀ ଯୋଗ ଦେଇଥିଲେ। ସମସ୍ତେ ବାଣଫୁଟାଇବାରେ ମସଗୁଲ୍‌ ଥିବାସମୟରେ ଏକ ଅଘଟଣା…

ପୁଣି ନିରାଶ ହେଲେ ଚିଦାମ୍ବରମ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମ୍ ପୁଣିଥରେ ହେଲେ ନିରାଶ। ଆଇଏନଏକ୍ସ ମିଡିଆ ମାମଲାରେ ଗିରଫ ହୋଇଥିବା ପି ଚିଦାମ୍ବରମଙ୍କୁ କୌଣସି ଆଶ୍ୱସ୍ତି ମିଳିନାହିଁ। ଆଜି ଦିଲ୍ଲୀର ସ୍ୱତନ୍ତ୍ର କୋର୍ଟ ତାଙ୍କ ବିଚାର ବିଭାଗୀୟ ହାଜତ ମିଆଦିକୁ ନଭେମ୍ବର ୧୩ ଯାଏ ବୃଦ୍ଧି କରିଛନ୍ତି। ଅର୍ଥାତ ସେ…

ବୁର୍ଲା ଭିମସାରକୁ ୫ଟି ପ୍ରତିନିଧିଙ୍କ…

ବୁର୍ଲା: ବୁର୍ଲା ଭିମସାରକୁ ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଗସ୍ତପରେ ହଠାତ ଆଜି ୫ଟି ପ୍ରତିନିଧି ଭାବରେ ଅତିରିକ୍ତ ସଚିବ ଡ଼ ପରେଶ ମିଶ୍ର ଏବଂ ଶିଶୁରଞ୍ଜନ ମହାରଣା ଭିମସାର ପରିଦର୍ଶନ କରିଥିଲେ। ପରେ ସ୍ତ୍ରୀ ପ୍ରସୂତୀ ବିଭାଗ ଏବଂ ଶଲ୍ୟ ବିଭାଗୀୟ ରୋଗୀଙ୍କସହ କଥାବର୍ତ୍ତା ହୋଇଥିଲେ। ସେମାନେ ସରକାରୀ…

ଓରମାସ୍‌ ତାଲିମ ପ୍ରାପ୍ତ ଯୁବବର୍ଗଙ୍କୁ…

ଭୁବନେଶ୍ୱର : ପୂର୍ବାହ୍ନରେ ପଞ୍ଚାୟତିରାଜ ଓ ପାନୀୟ ଜଳ, ଗୃହନିର୍ମାଣ ଓ ନଗର ଉନ୍ନୟନ, ଆଇନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ନିର୍ବାହୀ ଅଧିକାରୀ (ସି.ଏକ୍ସ.ଓ) ସମ୍ମିଳନୀ କକ୍ଷରେ ମୁଖ୍ୟଅତିଥି ଭାବେ ଯୋଗଦାନ କରି କହିଲେ ଓର୍‌ମାସ ସାରା ରାଜ୍ୟରେ ବେରୋଜଗାର ଯୁବକ ଯୁବତୀମାନଙ୍କୁ ଦକ୍ଷତା ବିକାଶ କରି…

ଟ୍ରକକୁ ଧକ୍କାଦେଲା ବସ

ବ୍ରହ୍ମପୁର: ବ୍ରହ୍ମପୁରରୁ ଭୁବନେଶ୍ବର ଆସୁଥିବା ସିଲ୍କି ସିଟି ନାମକ ବସଟି ଦୁର୍ଘଟଣା ଗସ୍ତ ହୋଇଛି। ଏହି ଦୁର୍ଘଟଣାରେ ୮ ଜଣ ଆହତ ହୋଇଛନ୍ତି। ଗଞ୍ଜାମ ଥାନା ଅଗସ୍ତିନୂଆଗାଁ ନିକଟ ଜାତୀୟ ରାଜପଥ ୧୬ରେ ବସଟି ପଛପଟୁ ଏକ ଟ୍ରକକୁ ଧକ୍କା ଦେଇଥିଲା। ଫଳରେ ଦୁର୍ଘଟଣାରେ ୮ ଜଣ ଆହତ ହୋଇଥିବା ସୂଚନା ମିଳିଛି।…

ରାଜ୍ୟ ସରକାରଙ୍କୁ ବିଜେପି ପଚାରିଲା…

ଭୁବନେଶ୍ୱର : ଏବେ ରାଜ୍ୟ ସରକାର କାଳିଆ ଯୋଜନାରେ ୨ୟ କିସ୍ତି ଦେବାକୁ ଯାଉଥିବାବେଳେ ବିଜେପି ରାଜ୍ୟ ସରକାରକୁ ପଚାରିଛି ୩ଟି ପ୍ରଶ୍ନ ଓ ସରକାରଙ୍କ ପାଖରେ ରଖିଛି ଗୋଟିଏ ଦାବି । ରାଜ୍ୟ ଉପ ସଭାପତି ସମୀର ମହାନ୍ତି କହିଛନ୍ତି ଯେ ରାଜ୍ୟରେ ସମସ୍ତ କ୍ଷୁଦ୍ର ଚାଷି, ନାମମାତ୍ର ଓ ଭାଗ ଚାଷି, କୃଷି ଶ୍ରମିକକୁ…