ବିଧାନସଭାର ତୃତୀୟ ଦିନ, ଆଜି ବି ଗୃହରେ…
ଭୁବନେଶ୍ବର: ଆଜି ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନ। ପିଇଓ ସ୍ମୀତାରୀଣୀ ମୃତ୍ୟୁ ପ୍ରସଙ୍ଗରେ ଆଜି ବି ଗୃହ ସରଗରମ ରହିପାରେ। ଘଟଣାର ସିବିଆଇ ତଦନ୍ତ ଦାବିରେ ବିରୋଧୀ ଅଟଳ ରହିବାରୁ ଗୃହ ଚାଲିପାରିନଥିଲା।
ଗତକାଲି କଂଗ୍ରେସ ସ୍ମିତାରାଣୀଙ୍କ ପ୍ରସଙ୍ଗରେ ଆଣିଥିବା ମୁଲତବୀ ପ୍ରସ୍ତାବ ଆଲୋଚନା ହୋଇଥିଲା।…