Odisha Link
Bridging the Missing Links in Odisha

ଦୁର୍ଘଟଣାରେ ଦମ୍ପତ୍ତି ମୃତ

କଳହାଣ୍ଡି: କଳାହାଣ୍ଡି ଜାତୀୟ ରାଜପଥ ୨୬ର ଘୁଲିଯୁବା ନିକଟରେ ସଡକ ଦୁର୍ଘଟଣା ଘଟିଛ। ଅଜଣା ଗାଡ଼ି ଧକ୍କାରେ ଦମ୍ପତିଙ୍କ ମୃତ୍ୟୁ। ଦୁଇ ମୃତକ ହେଉଛନ୍ତି ମହିଚିଲା ଗାଁର ଚନ୍ଦ୍ରଦ୍ବଜ ବେମାଲ ଓ ତାଙ୍କ ପତ୍ନୀ କଳାବତୀ ବେମାଲ। ଘଟଣାସ୍ଥଳରେ ହିଁ ଉଭୟଙ୍କର ମୃତ୍ୟୁ ହୋଇଥିବା ବେଳେ ଉଭୟଙ୍କ ମୃତ୍ୟୁକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି।

Comments are closed.