Odisha Link
Bridging the Missing Links in Odisha
Daily Archives

December 24, 2019

ତହସିଲଦାରଙ୍କ ଗୋଡ଼ଧରି ଭୁଲ ମାଗିଲେ…

ଭଦ୍ରକ: ବେଆଇନ ଇଟା ଭାଟି ଭାଙ୍ଗିବା ଲାଗି ଅତିରିକ୍ତ ତହସିଲଦାର ଆସିଥିବା ବେଳେ ତାଙ୍କ ଗୋଡତଳେ ପଡି ଯାଇଥିଲେ ଇଟାଭାଟି ମାଲିକ । ଭଦ୍ରକ ଧାମନଗର ମୁସ୍ତାଫାପୁର ପଞ୍ଚାୟତର ସୁକଦେଵ ହୁସେନ ଗାଁରେ ଦେଖିବାକୁ ମିଳିଛି ଏମିତି ଘଟଣା । ୧୫ରୁ ଅଧିକ ବେଆଇନ ଇଟା ଭାଟି ଚାଲିଥିବା ତହସିଲଦାର ସୂଚନା ପାଇଥିଲେ ।…

ମାର୍ଚ୍ଚ ସୁଦ୍ଧା ବଦଳିବ ସବୁ ପୁରୁଣା ୧୦୮…

ଭୁବନେଶ୍ବର: ଆସନ୍ତାବର୍ଷ ମାର୍ଚ୍ଚ ମାସ ସୁଦ୍ଧା ରାଜ୍ୟରେ ଚାଲୁଥିବା ସମସ୍ତ ପୁରୁଣା ୧୦୮ ଆମ୍ବୁଲାନ୍‌ସ ବଦଳିବ। ଏଥିପାଇଁ ନୂତନ ଆମ୍ବୁଲାନ୍‌ସ ଯୋଗାଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଫଳରେ ରାଜ୍ୟରେ ଚାଲୁଥିବା ସମସ୍ତ ୧୦୮ ଆମ୍ବୁଲାନ୍‌ସ ନୂଆ ରୂପ ପାଇପାରିବ। ଅପରପକ୍ଷରେ ୧୦୮ ଓ ୧୦୨ ଆମ୍ବୁଲାନ୍‌ସକୁ…

୧୮ ବର୍ଷ ତଳ ପିଲା ବି ନିଅନ୍ତି ଉଜ୍ଜଳା…

ନୂଆଦିଲ୍ଲୀ: ପିଲାମାନେ ବି ଉଜ୍ଜଳା ଏଲ୍ପିଜି ଗ୍ୟାସ୍ ନେଇଯାଇପାରନ୍ତି । ଏଭଳି ତଥ୍ୟ ସିଏଜି ଅଡିଟ୍ ରିପୋର୍ଟରୁ ପଦାକୁ ଆସିଛି । ନିକଟରେ ସଂସଦରେ ରଖାଯାଇଥିବା ଉଜ୍ଜଳା ଗ୍ୟାସ୍ ବଣ୍ଟନ ସଂକ୍ରାନ୍ତ ସିଏଜି ରିପୋର୍ଟରୁ ଏଭଳି ତଥ୍ୟ ଉନ୍ମୋଚନ ହୋଇଛି । ଏମିତିକି ଗୋଟିଏ ଦିନରେ ଜଣେ ଜଣେ ବ୍ୟକ୍ତି କିଭଳି ୨ରୁ…

ବଡ଼ଦିନରୁ ନୂଆବର୍ଷ ଯାଏଁ ରାଜ୍ୟରେ କୋହଲା…

ଭୁବନେଶ୍ବର: ବଡ଼ଦିନରୁ ନୂଆବର୍ଷ ଯାଏ ରାଜ୍ୟରେ କୋହଲା ପାଗ ଲାଗିରହିବ। ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ କାଁ ଭାଁ ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ନ ହେଲେ ବଡ଼ଦିନ ଛୁଟି କାଟିବା ତଥା ବୁଲାବୁଲି ପାଇଁ ଉପଯୁକ୍ତ ପାଗ ରହିବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଆଞ୍ଚଳିକ ପାଣିପାଗ ବିଜ୍ଞାନ…

ଆସନ୍ତାକାଲି ବଡ଼ଦିନ, ଆଜି ସଂଧ୍ୟାରେ…

ଭୁବନେଶ୍ବର: ଆଜି ମଧ୍ୟରାତ୍ରିରେ ଧରାପୃଷ୍ଠକୁ ଅବତରଣ କରିବେ ପ୍ରଭୁ ଯୀଶୁଖ୍ରୀଷ୍ଟ । ବଡଦିନକୁ ନେଇ କନ୍ଧମାଳ ଜିଲ୍ଲାର ବାଲିଗୁଡାରେ ଜୋର ଧରିଛି ପ୍ରସ୍ତୁତି । ଅଂଚଳରେ ଥିବା ସମସ୍ତ ଚର୍ଚ୍ଚ, ଗୀର୍ଜା ଓ ପ୍ରାର୍ଥନା ଘରକୁ ରଙ୍ଗୀନ ଆଲୋକମାଳା ଓ ରଙ୍ଗବେରଙ୍ଗର ଫୁଲ ଓ ବେଲୁନରେ ସଜ୍ଜିତ କରାଯାଇଛି ।…

ଦିଲ୍ଲୀର ନରେଲା ଜୋତା କାରଖାନାରେ…

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀର ନରେଲା ସ୍ଥିତ ଔଦ୍ୟୋଗିକ କ୍ଷେତ୍ରରେ ଥିବା ଦୁଇଟି ଜୋତା କାରଖାନାରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ନିଆଁ ଲିଭାଇବା କାର୍ଯ୍ୟରେ ୨୨ ଟି ଦମକଳ ଗାଡି ନିୟୋଜିତ କରାଯାଇଛି । ଗୋଟିଏ କାରଖାନାରେ ନିଆଁ ସମ୍ପୂର୍ଣ୍ଣ ବ୍ୟାପିଯାଇଥିବା ବେଳେ ଅନ୍ୟ କାରଖାନାରେ ଅଗ୍ନିଶମ ବାହିନୀ…

ଆଜିଠାରୁ ଆରମ୍ଭ ଗୋପାଳପୁର ବେଳାଭୂମୀ…

ବ୍ରହ୍ମପୁର: ଆଜିଠାରୁ ଆରମ୍ଭ ହେବ ଗୋପାଳପୁର ବେଳାଭୂମି ମହୋତ୍ସବ । ଉତ୍ସବ ଲାଗି ପ୍ରସ୍ତୁତି ପ୍ରାୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀ ମହୋତ୍ସବକୁ ଉଦ୍‌ଘାଟନ କରିବେ। ଏହି ମହୋତ୍ସବ ୫ ଦିନ ଧରି ଚାଲିବା ପରେ ୨୮ ତାରିଖରେ ଶେଷ ହେବ। କଳା ଓ ସଂସ୍କୃତିର ଏହି ମହୋତ୍ସବକୁ ଧୂମଧାମର ସହ ପାଳନ…

କୋଇଲା ବୋଝେଇ ଟ୍ରେନ୍‌ରେ ଲାଗିଲା ନିଆଁ

କଣ୍ଟାବାଞ୍ଜି: କୋଇଲା ବୋଝେଇ ଟ୍ରେନ୍ରେ ନିଆଁ ଲାଗି ଯାଇଛି। ନିଆଁକୁ ଆୟତ୍ତ କଲା କଣ୍ଟାବାଞ୍ଜି ଦମକଳ ବାହିନୀ । କଣ୍ଟାବାଞ୍ଜି ରେଳ ଷ୍ଟେସନରେ ଅଗ୍ନିକାଣ୍ଡ ଘଟିଛି । ମିଳିଥିବା ସୂଚନା ଅନୁସାରେ ସୋମବାର ରାତି ପ୍ରାୟ ୧୧ଟା ୩୦ମିନିଟ୍‌ରେ ବିଶାଖାପାଟଣାରୁ ରାୟପୁର ଅଭୁମୁଖେ ଯାଉଥିବା ଟ୍ରେନ୍‌ରେ ହଠାତ୍…

ବୋଲେରୋ-ବସ୍ ମୁହାଁମୁହିଁ ଧକ୍କା :…

ଅନୁଗୋଳ: ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା କତଡ଼ା ନିକଟରେ ୫୫ ନମ୍ବର ଜାତୀୟ ରାଜପଥ ନିଟକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛନ୍ତି ।…