ନଡ୍ଡାଙ୍କ ସହ ସ୍କୁଟରରେ ଯିବା ଆସିବା କଥା…
ନୂଆଦିଲ୍ଲୀ: ଜଗତ ପ୍ରକାଶ ନଡ୍ଡା ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ଏହି ଅବସରରେ ବିଜେପି ଜାତୀୟ କାର୍ଯ୍ୟାଳୟରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳୀୟ କର୍ମକର୍ତ୍ତା ଓ ସଦସ୍ୟମାନଙ୍କୁ ଉଦବୋଧନ ଦେବା ଅବସରରେ କହିଛନ୍ତି, କ୍ଷମତାରେ ରହି ଦଳ ଚଳାଇବା କଷ୍ଟକର।…