Odisha Link
Bridging the Missing Links in Odisha

ନନ୍ଦନକାନନରେ କଲରାପତରିଆ ମୃତ

ବାରଙ୍ଗ: ନନ୍ଦନକାନନରେ କଲରାପତରିଆ ବାଘ ‘ସୁରଜ’ର ମୃତ୍ୟୁ ଥିବା ଜଣାପଡିଛି। ଅସୁସ୍ଥତା କାରଣରୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦୀର୍ଘ ଦିନ ଧରି ଅସୁସ୍ଥ ଥିଲା ‘ସୁରଜ’। ‘ସୁରଜ’ର ଚିକିତ୍ସା ଜାରି ରହିଥିବା ବେଳେ ବୁଧବାର ତାର ମୃତ୍ୟୁ ହୋଇଥିବା ଜଣାପଡିଛି ।
ଅନ୍ୟପଟେ ନନ୍ଦନକାନନକୁ ଆଉ ୪ ଅତିଥି ଆସିଛନ୍ତି । ଛତିଶଗଡରୁ ୪ଟି ସିଂହଙ୍କୁ ବୁଧବାର ନନ୍ଦନକାନନକୁ ଅଣାଯାଇଛି ।

Comments are closed.