Odisha Link
Bridging the Missing Links in Odisha
Daily Archives

March 18, 2020

ଗୋମୂତ୍ର ପିଇ ଯୁବକ ଅସୁସ୍ଥ, ବିଜେପି…

କୋଲକାତା: କରୋନା ଭୂତାଣୁ ଠାରୁ ରକ୍ଷା ପାଇବା ଉଦ୍ଦେଶ୍ୟରେ ଜଣେ ସ୍ବେଚ୍ଛାସେବୀଙ୍କୁ ଗୋମୂତ୍ର ପିଆଇ ବିଜେପିର ଜଣେ କର୍ମୀ ପୁଲିସ ଦ୍ବାରା ଗିରଫ ହୋଇଛନ୍ତି। ସ୍ବେଚ୍ଛାସେବୀ ଜଣକ ଗୋମୂତ୍ର ପିଇ ଅସୁସ୍ଥ ଅନୁଭବ କରିବା ପରେ ପୁଲିସରେ ଏ ନେଇ ଅଭିଯୋଗ କରିଥିଲେ। ପୀଡ଼ିତଙ୍କ ଅଭିଯୋଗ ଆଧାରରେ କୋଲକାତା ପୁଲିସ…

ମାର୍ଚ୍ଚ ୩୧ ଯାଏଁ ଓଡ଼ିଶାରେ ଶୁଟିଂ ବନ୍ଦ

ଭୁବନେଶ୍ବର: କରୋନା ପ୍ରଭାବକୁ ଦୃଷ୍ଟିରେ ରଖି ଓଡ଼ିଶାରେ ସମସ୍ତ ଶୁଟିଂ ବନ୍ଦ ପାଇଁ ଉପଦେଶ ଜାରି କରିଛନ୍ତି ରାଜ୍ୟ ସରକାର। ମାର୍ଚ୍ଚ ୧୯ ଠାରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କୌଣସି ପ୍ରକାର ଚଳଚ୍ଚିତ୍ର, ଟେଲି ଧାରବାହିକ, ଟିଭି କାର୍ଯ୍ୟକ୍ରମ ଓ ଓ୍ବେବ୍‌ ଧାରବାହିକ ଆଦି ଶୁଟିଂ ନକରିବା ଲାଗି…

କରୋନା ମୁକାବିଲା: ନବୀନଙ୍କୁ ପ୍ରଶଂସା…

ଭୁବନେଶ୍ବର: କରୋନା ମୁକାବିଲାରେ ଓଡ଼ିଶା ଦେଶରେ ଅଗ୍ରଣୀ ଭୂମିକା ବହନ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟର ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଟୁଇଟ୍‌ରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି, "ଓଡ଼ିଶା ମୁଖ୍ୟମନ୍ତ୍ରୀ ଏକ…

ବିଦେଶ ଯାଇଥିଲେ କି? ଏହି ଓ୍ବେବ୍‌ସାଇଟ୍‌…

ଭୁବନେଶ୍ବର: ସମ୍ଭାବ୍ୟ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଦେଶରୁ ଓଡ଼ିଶାକୁ ଫେରିଥିବା ବ୍ୟକ୍ତିମାନଙ୍କ ଲାଗି ରାଜ୍ୟ ସରକାର ଏକ ସ୍ବତନ୍ତ୍ର ଓ୍ବେବ୍‌ସାଇଟ୍‌ ଓ ଫୋନ୍‌ ନମ୍ବର ଜାରି କରିଛନ୍ତି। ଏଥିରେ ନିଜ ନାମ ପଞ୍ଜିକରଣ କରିବା ସହ ୧୪ ଦିନ ଯାଏଁ ସଙ୍ଗହୀନ (ଖ୍ବାରାଣ୍ଟିନ୍) ରହିବାକୁ ଅନୁରୋଧ…

ଲୋକ ସେବା ଭବନରେ କରୋନା ଆଲୋଚନା,…

ଭୁବନେଶ୍ବର : ଜିଲ୍ଲା ଓ ଗ୍ରାମାଞ୍ଚଳରେ କରୋନା ସଚେତନା କାର୍ଯ୍ୟକ୍ରମକୁ ଜୋରଦାର କରିବା ପାଇଁ ମୁଖ୍ୟ ଶାସନ ସଚିବ ଗୁରୁତ୍ବ ଆରୋପ କରିଛନ୍ତି । ଲୋକ ସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରୀପାଠି ଏବଂ ବରିଷ୍ଠ ଅଧିକାରୀ ମାନେ ଭିଡ଼ିଓ କନଫରେନସିଂ ଜରିଆରେ ୩୦ ଜିଲ୍ଲାର ଜିଲ୍ଲା ପାଳ , ଡିଆରଡିଏ…

କରୋନା ଲାଗି ଗୋପାଳପୁର ବନ୍ଦର ତରଫରୁ…

ଗୋପାଳପୁର: କୋଭିଡ୍‌-୧୯ ଭାଇରସ୍ ବ୍ୟାପିବା ବନ୍ଦ କରିବା ଲାଗି ଗୋପାଳପୁର ପୋର୍ଟସ୍ ଲିମିଟେଡ୍ (ଜିପିଏଲ୍‌) ତରଫରୁ ସମସ୍ତ ପ୍ରକାର ପ୍ରତିଷେଧକମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଜାହଜ ମହାନିର୍ଦେଶାଳୟ (କେନ୍ଦ୍ର ସରକାରଙ୍କ ଜାହାଜ ମନ୍ତ୍ରଣାଳୟ) ତଥା ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବେଶ କଲ୍ୟାଣ…

କରୋନା : ଗୃହ ପାଳିତ ତଥା ପୋଷା…

ଭୁବନେଶ୍ୱର : କରୋନା ଭୂତାଣୁ ସଂକ୍ରମଣ ଭୟରେ ଗୃହ ପାଳିତ ତଥା ପୋଷା ଜୀବଜନ୍ତୁଙ୍କୁ ପରିତ୍ୟାଗ ନକରିବାକୁ ଗୃହମାଲିକମାନଙ୍କୁ ପରାମର୍ଶ ଦିଆଯାଇଛି । ଏ ସଂପର୍କରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗର କମିଶନର ତଥା ଶାସନ ସଚିବ ଆର୍‌. ରଘୁ ପ୍ରସାଦ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସା…

ବଢିଲା ଡିଜିପିଙ୍କ କାର୍ଯ୍ୟକାଳ

ଭୁବନେଶ୍ୱର: ଡିଜିପିଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପୁଲିସ ଡିଜିପିଙ୍କ କାର୍ଯ୍ୟକାଳ ସର୍ବନିମ୍ନ ୨ବର୍ଷ କରଛନ୍ତି ରାଜ୍ୟ ସରକାର। ଫଳରେ ଡିଜି ଅଭୟଙ୍କ କାର୍ଯ୍ୟକାଳ ବୃଦ୍ଧି ହୋଇଛି। ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୧୯୮୬ ବ୍ୟାଚ୍…

କରୋନା ପାଇଁ ପ୍ଲାଟଫର୍ମ ଟିକେଟ ୫୦ ଟଙ୍କା

ଭୁବନେଶ୍ୱର: କରୋନା ସଂକ୍ରମଣର ମୁକାବିଲା ପାଇଁ ଜନଗହଳି ନ କରିବାକୁ ସତର୍କତା ଜାରି କରାଯାଇଛି। ଏଥସହ ଜନଗହଳିପୂର୍ଣ୍ଣ ସ୍ଥାନରେ ଭିଡ଼ କମାଇବା ନିମନ୍ତେ ପଦକ୍ଷେପ ନିଆଯାଇଛି। ଫଳରେ ରେଳ ଷ୍ଟେସନଗୁଡ଼ିକରେ ପ୍ଲାଟଫର୍ମ ଟିକେଟର ମୂଲ୍ୟ ୫୦ ଟଙ୍କା କରାଯାଇଛି। ଏନେଇ ଆଜି ପୂର୍ବତଟ ରେଳବାଇ ପକ୍ଷରୁ ନିଷ୍ପତ୍ତି…

ଝିଅ ସହିତ ପ୍ରଥମ ଥର ପାଇଁ ଟିକଟକ୍‌…

ମୁମ୍ବାଇ : ଆଜି କାଲି ଟିକ୍‌ଟକ୍ ଭିଡିଓ ସମସ୍ତଙ୍କୁ ବାୟା କରିଛି । ଟିକ୍‌ଟକ୍ ରେ ଭାଇରାଲ ହେବା ପାଇଁ କିଏ କେତେ ପ୍ରକାର ଭିଡିଓ ପ୍ରସ୍ତୁତ କରିଥାନ୍ତି । ଟିକ୍ ଟକ୍ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡର ସେଲିବ୍ରେଟିଙ୍କ ପର୍ଯ୍ୟନ୍ତ ବହଁଞ୍ଚି ସାରିଛି । ମାନ୍ୟତା ପ୍ରାପ୍ତ କମେଡିଆନ ଅଭିନେତା ଜନି…