Odisha Link
Bridging the Missing Links in Odisha
Daily Archives

March 18, 2020

କରୋନା: କେଉଁମାନେ ମାସ୍କ୍‌ ପିନ୍ଧିବା…

ଭୁବନେଶ୍ୱର: କରୋନା ଭାଇରସର ସ୍ଥିତିକୁ ନେଇ ଲୋକମାନେ ଭୟଭୀତ। କରୋନା ସଂକ୍ରମଣରୁ ରକ୍ଷା ପାଇବା ନିମନ୍ତେ ସମସ୍ତେ ଏଥିପାଇଁ ମାସ୍କ୍‌ ପିନ୍ଧୁଛନ୍ତି। ମାତ୍ର ସମସ୍ତଙ୍କୁ ମାସ୍କ ପିନ୍ଧିବାର ଆବଶ୍ୟକତା ନାହିଁ। ଏନେଇ ଆଜି ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ତଥା ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର…

୪୭ ସାମ୍ପଲରୁ ୪୬ ନେଗେଟିଭ୍: ସୁବ୍ରତ…

ଭୁବନେଶ୍ବର: କରୋନାର ତାଜା ସ୍ଥିତି ସଂପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଆଜି ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୪୬ଟି ସାମ୍ପଲ ଟେଷ୍ଟ କରାଯାଇଛି। ସେଥିମଧ୍ୟରୁ ୪୬ ନେଗେଟିଭ୍‌ ଥିବା ବେଳେ ଗୋଟିଏ ପଜିଟିଭ୍‌ ଚିହ୍ନଟ କରାଯାଇଛି। କରୋନା ଆକ୍ରାନ୍ତ…

‘ଝିଅ ନୁହେଁ ତୁ କରୋନା ଭାଇରସ’ ଗୀତ…

ଭୁବନେଶ୍ୱର : କରୋନାକୁ ବିଶ୍ୱ ମହାମାରୀ ଭାବେ ଘୋଷଣା କରାଯାଇଛି । ସାରା ବିଶ୍ୱରେ ଏହି ଭାଇରାସ ବ୍ୟାପିବାରେ ଲାଗିଛି । ୭ ହଜାରରୁ ଅଧିକ ଲୋକ କରୋନା ଭାଇରସ ଆକ୍ରାନ୍ତରେ ମୃତ୍ୟୁ ହେଲାଣି । କରୋନା କୁ କେନ୍ଦ୍ର ସରକାର ରାଷ୍ଟ୍ରୀୟ ବିପର୍ଯ୍ୟୟ ଏବଂ ରାଜ୍ୟସରକାର ରାଜ୍ୟ ବିପର୍ଯ୍ୟୟ ବୋଲି ଘୋଷଣା…

କରୋନା ସହ ୬ ମାସ ଲଢିବାକୁ ପଡିବ :…

ଭୁବନେଶ୍ବର : କରୋନା ଭାଇରସ୍‌ ସମଗ୍ର ବିଶ୍ବର ୧୬୭ ଦେଶକୁ ବ୍ୟାପି ସାରିଲାଣି। ଏହି ପ୍ରାଣଘାତୀ କରୋନାର ମୁକାବିଲା କରିବାକୁ ଆହୁରି ୧୫୫ ଦିନ ସମୟ ଲାଗିବ ଏବଂ ଏଥିପାଇଁ ଆମକୁ ସତର୍କତା ଏବଂ ସଚେତନତା ବଜାଇ ରଖିବାକୁ ପଡିବ ବୋଲି ଆଜି ରାଜ୍ୟ ସରକାରଙ୍କ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି।…

କରୋନା ପାଇଁ ବାହାଘର ସ୍ଥଗିତ ରଖିଲେ ବରୁଣ…

ମୁମ୍ବାଇ :  କରୋନା କାରଣରୁ ସ୍କୁଲ , କଲେଜ, ସପିଙ୍ଗମଲ, ସିନେମା ହଲ ଆଦି ବନ୍ଦ କରାଯାଇଛି । ସେହିଭଳି ଅନେକ ସିନେମାର ଶୁଟିଂ ମଧ୍ୟ ବନ୍ଦ କରି ଦିଆଯାଇଛି । କିଛି କଳାକାରଙ୍କର ବ୍ୟକ୍ତିଗତ ଜୀବନରେ ମଧ୍ୟ କରୋନାର ପ୍ରଭାବ ଦେଖାଦେଇଛି । ସେମାନେ ହେଲେ ବରୁଣ ଧାୱନ, ରିଚା ଚଢ଼ା ଓ ଅଲୀ ଫଜଲ । କରୋନା ଯୋଗୁ…

କରୋନା: କଳକାରଖାନା କର୍ମଚାରୀଙ୍କ ପାଇଁ…

ଭୁବନେଶ୍ୱର: କରୋନାକୁ ନେଇ କଳକାରଖାନା କର୍ମଚାରୀଙ୍କ ପାଇଁ ଗାଇଡଲାଇନ୍‌ ଜାରି କରିଛନ୍ତି ରାଜ୍ୟ ସରକାର। ଗାଇଡଲାଇନ୍‌ ମୁତାବକ କଳ କାରଖାନାରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ସାବୁନ ଓ ହ୍ୟାଣ୍ଡ ୱାସ୍ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କର୍ମଚାରୀମାନେ ଯେପରି ହାତ ଧୋଇବେ ଏବଂ ସଫା ସୁତରା…

ବିଜେଡିର ୪ ପ୍ରାର୍ଥୀ ନିର୍ଦ୍ବନ୍ଦରେ ଗଲେ…

ଭୁବନେଶ୍ୱର: ରାଜ୍ୟସଭା ଗଲେ ବିଜୁ ଜନତା ଦଳର ୪ ରାଜ୍ୟସଭା ପ୍ରାର୍ଥୀ। ସମସ୍ତେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଘୋଷଣା କରିଥିବା ୪ ପ୍ରାର୍ଥୀ ମୁନ୍ନା ଖାଁ, ସୁଜିତ କୁମାର, ମମତା ମହନ୍ତ ଓ ସୁବାସ ସିଂ ନିର୍ଦ୍ୱନ୍ଦରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି।…

କରୋନା: ଓପିଏସସି ପରୀକ୍ଷା ସ୍ଥଗିତ

ଭୁବନେଶ୍ବର: କରୋନା ପାଇଁ ଓପିଏସସି ପରୀକ୍ଷା ସ୍ଥଗିତ। ଓପିଏସସିର ଉଭୟ ଲିଖିତ ଓ ମୌଖିକ ପରୀକ୍ଷାକୁ ସ୍ଥଗିତ କରାଯାଇଛି। ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଓପିଏସସି ପରୀକ୍ଷା ସ୍ଥଗିତ ରହିବ। କରୋନା ସଂକ୍ରମଣକୁ ରୋକିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଓପିଏସସି କାର୍ଯ୍ୟାଳୟ ସୂତ୍ରରୁ ବୁଧବାର ଜାରି…

କରୋନା ଭୟରେ ଘରେ ରହି ଗାଜର ହାଲଓ୍ବା…

ମୁମ୍ବାଇ : ଚୀନ୍‌ରୁ ଆରମ୍ଭ ହୋଇ ମହାମାରୀ କରୋନା ଏବେ ବିଶ୍ବର ସବୁ ଅଞ୍ଚଳକୁ ବ୍ୟାପି ଯାଇଥିବା ବେଳେ ୭୦୦୦ରୁ ଅଧିକ ଲୋକଙ୍କର ଜୀବନ ନେଇ ସାରିଲାଣି । ତେଣୁ ବିଦେଶକୁ ଯାତାୟତ ପାଇଁ କଟକଣା କରାଯାଇଛି । ଏହାକୁ ନେଇ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଅନେକ ସିନେମା ଶୁଟିଂ ବନ୍ଦ ହୋଇଯାଇଛି । ସେଲିବ୍ରେଟିମାନେ…

କରୋନା: ବିଦେଶରେ ୨୭୬ ଭାରତୀୟ ଆକ୍ରାନ୍ତ

ନୂଆଦିଲ୍ଲୀ: ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଭାରତରେ ବୃଦ୍ଧି ପାଉଛି। ଏଥିସହିତ ବିଦେଶରେ ମଧ୍ୟ ଭାରତୀୟ ନାଗରିକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବିଦେଶରେ ୨୭୬ ଭାରତୀୟ କରୋନା ଆକ୍ରାନ୍ତରେ ଚିହ୍ନଟ ହୋଇଛନ୍ତି। ଏନେଇ ଆଜି ଲୋକସଭାରେ ସୂଚନା ଦେଲେ କେନ୍ଦ୍ର ସରକାର। ଇରାନରରେ ସର୍ବାଧିକ ୨୫୫…