Odisha Link
Bridging the Missing Links in Odisha
Daily Archives

May 3, 2020

କେନ୍ଦୁଝରରେ ଆଉ ଜଣେ କରୋନା ପଜିଟିଭ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ବର୍ତ୍ତମାନ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ କେନ୍ଦୁଝର ଜିଲ୍ଲାର ବୋଲି ସୂଚନା ରହିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟରୁ ସୂଚନା ମିଳିଛି। ଫଳରେ ରାଜ୍ୟରେ କରୋନା…

କରୋନା: ବାଲେଶ୍ବରରୁ ଆଉ ଜଣେ ଆକ୍ରାନ୍ତ…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ସକାଳୁ ରାଜ୍ୟରେ ଆଉ ୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ପୁଣି ମଧ୍ୟାହ୍ନରେ ଆଉ ଏକ କରୋନା ଆକ୍ରାନ୍ତ ବାଲେଶ୍ବରରୁ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୧ରେ ପହଁଞ୍ଚିଛି। ଆକ୍ରାନ୍ତ…

କିମସ୍ କୋଭିଡ୍ ହସ୍ପିଟାଲ ଉପରେ…

ଭୁବନେଶ୍ଵର: କରୋନା ଯୋଦ୍ଧାଙ୍କୁ ସାରା ଦେଶବାସୀ ସଲାମ ଜଣାଉଛନ୍ତି। ଆଜି କରୋନା ଯୁଦ୍ଧରେ ସାମିଲ ଥିବା ଆଗଧାଡିର ଯୋଦ୍ଧାଙ୍କୁ ସଲାମ ଜଣାଇଛନ୍ତି ଦେଶର ବୀର ଯୋଦ୍ଧା। ଭାରତୀୟ ସ୍ଥଳସେନା, ନୌସେନା ଓ ବାୟୁ ସେନା ପକ୍ଷରୁ କରୋନା ଯୋଦ୍ଧାଙ୍କୁ ରବିବାର ଆକାଶ ମାର୍ଗରୁ ପୁଷ୍ପ ବୃଷ୍ଟି କରି ସଲାମ ଦିଆଯାଇଛି।…

ପୁଣି ଏକ ଦୁର୍ଘଟଣା, କଳିଙ୍ଗା ଘାଟି ଦେଇ…

ଭୁବନେଶ୍ବର: ସୁରତରୁ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ଧରି ଆସୁଥିବା ଏକ ବସ୍ ଗତକାଲି ରାତିରେ କନ୍ଧମାଳର କଳିଙ୍ଗା ଘାଟିରେ ଦୁର୍ଘଟଣା ଗ୍ରସ୍ତ ହୋଇ ୨ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ଆଜି ସକାଳୁ ପୁଣି ଏକ ବସ୍‌ ଦୁର୍ଘଟଣାର ଶିାର ହୋଇଛି। ଏ ବସ୍‌ଟି ମଧ୍ୟ ସୁରତରୁ ଆସୁଥିଲା। ଅମ୍ବିକା ନାମକ ଏହି ବସଟି…

କରୋନା ଯୋାଦ୍ଧାଙ୍କୁ ସେନାର ସଲାମ,…

ନୂଆଦିଲ୍ଲୀ: କରୋନା ଯୋଦ୍ଧାଙ୍କୁ ସମ୍ମାନ। କରୋନା ଯୋଦ୍ଧାଙ୍କୁ ସଲାମ୍‌ କରୁଛି ସାରା ଭାରତ। ଏହାରି ମଧ୍ୟରେ ଆଜି ଦେଶର ୩ ସେନା ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ମାନ ଦିଆଯାଉଛି। ଭାରତୀୟ ବାସୁସେନା ସୁଖୋଇ ପରି ଲଢାଖୁ ବିମାନ ଜରିଆରେ ଦେଶର ଅଲଗା ଅଲଗା ସ୍ଥାନରେ ଥିବା କୋଭିଡ ହସ୍ପିଟାଲ ଗୁଡିକରେ ଫୁଲର…

କରୋନା: ୧୬୦ ଛୁଇଁଲା ଆକ୍ରାନ୍ତଙ୍କ…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ସକାଳୁ ରାଜ୍ୟରେ ଆଉ ୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨ ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ଆଉ ଜଣେ ଝାରସୁଗୁଡ଼ା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୦ରେ…