Odisha Link
Bridging the Missing Links in Odisha
Daily Archives

May 3, 2020

ସୁରତ ଫେରନ୍ତା ଗର୍ଭବତୀଙ୍କୁ ଅଧା…

ଭୁବନେଶ୍ବର: ସୁରତରୁ ଓଡ଼ିଶା ଅଭିମୁଖେ ଏକ ବସ୍‌ରେ ଆସୁଥିବା ବେଳେ ଜଣେ ମହିଳା ଗର୍ଭଯନ୍ତ୍ରଣା ଭୋଗିବାରୁ ବସ୍‌ ତାଙ୍କୁ ଛାଡ଼ିଦେଇ ଓଡ଼ିଶା ଚାଲିଆସିଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ରାସ୍ତାରେ ନିଜେ ମହିଳାଙ୍‌ ସ୍ବାମୀ ପ୍ରସବ କରାଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ…

ଭଲ ଖବର: ରାଜ୍ୟରେ ସୁସ୍ଥ ହେଲେ ଆଉ ୪…

ଭୁବନେଶ୍ବର: ରାଜ୍ୟ ପାଇଁ ଭଲ ଖବର। ଆଜି ରାଜ୍ୟରେ ଆଉ ୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ। ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରୁ ୩ଜଣ ଭଦ୍ରକର ଓ ଜଣେ ବାଲେଶ୍ୱରର। ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତ ସୁସ୍ଥଙ୍କ ସଂଖ୍ୟା ୬୦ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ରହିଛି।…

୬ଟି ଉପସାଗରୀୟ ଦେଶର ଓଡ଼ିଆ ସମାଜର…

ନୂଆଦିଲ୍ଲୀ: ଉପସାଗରୀୟ ଦେଶ ସମୂହର ୬ଟି ପ୍ରମୁଖ ଦେଶରେ ରହୁଥିବା ଓଡିଆ ସମାଜର ବ୍ୟକ୍ତିମାନଙ୍କ ସହ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ କଥା ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କରୋନା ପରବର୍ତୀ ପରିସ୍ଥିତିରେ ଭାରତ ବିଶ୍ୱ ଅର୍ଥନୀତିର ସମ୍ଭାବନାର କେନ୍ଦ୍ର ହେବା ନେଇ ଆକଳନ କରାଯାଉଛି।…

ଗଞ୍ଜାମରେ ୨ ଆକ୍ରାନ୍ତ ସୁରତ ଫେରନ୍ତା,…

ଭୁବନେଶ୍ବର: ଗଞ୍ଜାମ କରୋନା ଆକ୍ରାନ୍ତ ଜିଲ୍ଲା ତାଲିକାରେ ସାମିଲ ହୋଇଥିବା ବେଳେ ଏଠାରେ ଚିହ୍ନଟ ୨ ଆକ୍ରାନ୍ତ ସୁରତ ଫେରନ୍ତା ଶ୍ରମିକ ବୋଲି ଜଣାପଡ଼ିଛି। ସରକାରଙ୍କ ସବୁଜ ସଂକେତ ପରେ ଏବେ ପ୍ରତ୍ୟହ ଶହ ଶହ ସଂଖ୍ୟାରେ ପ୍ରବାସୀ ଶ୍ରମିକ ସୁରତରୁ ଓଡ଼ିଶା ଫେରୁଛନ୍ତି। ଅଧିକାଂଶ ଗଞ୍ଜାମ ଜିଲ୍ଲାର ହୋଇଥିବା…

ରେଡ୍‌ ଜୋନ୍‌ରେ ଭୁବନେଶ୍ବର, ଅରେଞ୍ଜ୍‌…

ଭୁବନେଶ୍ବର: ନୂଆ ଜୋନ୍‌ ତାଲିକା ଜାରି କରିଛନ୍ତି ରାଜ୍ୟ ସରକାର। ପୂର୍ବରୁ କେନ୍ଦ୍ର ସରକାରଙ୍କ ପ୍ରକାଶିତ ତାଲିକାରେ ଓଡ଼ିଶାରୁ ୩ ଜିଲ୍ଲା ଲାଲ୍‌ କ୍ଷେତ୍ର (Red Zone)ରେ ଥିବା ବେଳେ ଆଜି ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳକୁ ଏହି ତାଲିକାରେ ସାମିଲ କରିଛନ୍ତିି ରାଜ୍ୟ ସରକାର। ଖୋର୍ଦ୍ଧା ଜିଲ୍ଲା…

ରାତି ପାହିଲେ ଖୋଲିବ ମଦ ଦୋକାନ, ପଡ଼ିଲା…

ଭୁବନେଶ୍ବର: ମଦ ବିକ୍ରି ଉପରେ କେନ୍ଦ୍ର ସରକାର କଟକଣା କୋହଳ କରିବା ପରେ ଆସନ୍ତାକାଲି ଠାରୁ ରାଜ୍ୟରେ ଆବଦ୍ଧାଞ୍ଚଳ ()କୁ ଛାଡ଼ି ବାକି ସମସ୍ତ ଅଞ୍ଚଳରେ ମଦ ବିକ୍ରି ଲାଗି ଅନୁମତି ମିଳିଛି। ୪୦ ଦିନର ବ୍ୟବଧାନ ପରେ ମଦ ଦୋକାନ ଖୋଲୁଥିବାରୁ ଭିଡ଼ ବଢ଼ିବା ଆଶଙ୍କା ରହିଛି। ସରକାରଙ୍କ ସାମାଜିକ ଦୂରଦ୍ବ ନିୟମକୁ…

ତପସ୍ୟା ଫାଉଣ୍ଡେସନ ତରଫରୁ ଅନଲାଇନ୍…

ଭୁବନେଶ୍ଵର : ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ପାଇଁ କାର୍ଯ୍ୟ କରିଆସୁଥିବା' ତପସ୍ୟା ଫାଉଣ୍ଡେସନ ' ପକ୍ଷରୁ ଆଜି ଏକ ସର୍ବଭାରତୀୟ ଦ୍ବିଭାଷୀ ଅନଲାଇନ୍ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଫାଉଣ୍ଡେସନ ଅଧ୍ୟକ୍ଷ ଡକ୍ଟର ତପନ କୁମାର ପଣ୍ଡା ମୁମ୍ବାଇରୁ ଏହି କାର୍ଯ୍ୟକ୍ରମର ସଞ୍ଚାଳନ କରିଥିଲେ। ଏଥିରେ…

ଗଡ଼ିବନି ବସ୍

ଭୁବନେଶ୍ବର: ଭାରତ ସରକାର ଗ୍ରୀନ୍‌ ଜୋନରେ ୫୦ ପ୍ରତିଶତ ବସ୍‌ ଚାଲିବା ନେଇ ଘୋଷଣା କରିଥିଲେ। ମେ ୩ ପରଠୁ ଏହା କାର୍ଯ୍ୟକାରୀ ହୋଇ ପାରିବ ବୋଲି ନିର୍ଦ୍ଦେଶ ଥିଲା। ହେଲେ ରାଜ୍ୟ ଘରୋଇ ବସ ମାଲିକ ସଂଘର ଭିନ୍ନ ମତ । ଦୁଇଟି ଗ୍ରୀନ୍ ଜୋନ ଜିଲ୍ଲା ଭିତରେ ରେଡ୍ ଜୋନ୍ ଜିଲ୍ଲା ବି ଆସୁଛି। ଏଭଳି ସ୍ଥିତିରେ…

ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ…

ପୁରୀ: ଆଜି ହେଉଛି ବିଶ୍ବ ଗଣମାଧ୍ୟମ ସ୍ବାଧୀନତା ଦିବସ। ହେଲେ ଖବର ସଂଗ୍ରହ କରିବାକୁ ଯାଇ ଆକ୍ରମଣର ଶୀକାର ହୋଇଛନ୍ତି ଗଣମାଧ୍ୟମ ପ୍ରତିନିଧି। ରାଜ୍ୟର ୨ ପ୍ରମୁଖ ଟିଭି ଚ୍ୟାନେଲର ପ୍ରତିନିଧିଙ୍କୁ ଆଜି ପୁରୀରେ ଆକ୍ରମଣ କରିଛନ୍ତି ଜଙ୍ଗଲ କର୍ମଚାରୀ। ଏହି ଆକ୍ରମଣ ଆଉ କେହି କରିନାହାନ୍ତି , ବରଂ ଦୁଇଜଣ…

ନିଆରା ବିବାହ: ସାମାଜିକ ଦୂରତା ମାନି…

ଭୋପାଳ: ମହାମାରୀ କରୋନା ଭାଇରସ୍‌ ଓ ଲକ୍‌ଡାଉନ୍‌ ମଧ୍ୟରେ ହେଲା ବାହାଘର। ନିଆରା ଶୈଳୀରେ ବିବାହ ହେଲେ ବରକନ୍ୟା। ଯାହାର ଏକ ଭିଡିଓ ସୋଶିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭାଇରାଲ ଭିଡିଓଟିରେ ବରକନ୍ୟା ସାମାଜିକ ଦ୍ବରତ୍ବକୁ ନଜରରେ ରଖି ଏକ ବାଡ଼ି ସାହାଯ୍ୟରେ ଫୁଲମାଳ ପିନ୍ଧାଉଥିବା ଦେଖିବାକୁ…