Odisha Link
Bridging the Missing Links in Odisha
Daily Archives

May 6, 2020

୧୧୯ ନମ୍ବର କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ବର: ମହାମାରୀ କରୋନାରେ ରାଜ୍ୟରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨ରେ ପହଁଞ୍ଚିଛି। ମୃତ ଜଣକ ହେଉଛନ୍ତି ୧୧୯ ନମ୍ବର କରୋନା ଆକ୍ରାନ୍ତ। ମୃତ ଆକ୍ରାନ୍ତଙ୍କ ବୟସ ୭୭ ବର୍ଷ ଓ ଭୁବନେଶ୍ବର ମଧୂସୁଦନ ନଗର ଅଞ୍ଚଳର। ସେ ପୂର୍ବରୁ କିଡନି, ମଧୁମେହ ଓ ଉଚ୍ଚ…

ମେ ୨୯ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧି…

ହାଇଦ୍ରାବାଦ: ଦେଶରେ ଦିନକୁ ଦିନ ବୃଦ୍ଧି ପାଉଛି କରେନା ଆକ୍ରାନ୍ତଙ୍କ ସଂଖ୍ୟା। ଏହାକୁ ନଜରରେ ରଖି ମେ ୧୭ ଯାଏ ବୃଦ୍ଧି ପାଇଛି ଲକ୍‌ଡାଉନ୍‌ ଅବଧି। ହେଲେ ଏହାରି ମଧ୍ୟରେ ତେଲେଙ୍ଗାନାରୁ ଆସିଛି ବଡ଼ ଖବର। ୨୯ ତାରିଖ ଯାଏଁ ବଢ଼ାଇ ଦେଇଛନ୍ତି ତେଲେଙ୍ଗାନା ସରକାର। ଏନେଇ ବିଧିବଦ୍ଧ ଭାବରେ ଘୋଷଣା କରିଛନ୍ତି…

ଓଡ଼ିଶାରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ…

ଭୁବନେଶ୍ବର: ରାଜ୍ୟରେ କରୋନା ଜନିତ ମୃତ୍ୟୁରେ ଆଉ ଜଣଙ୍କ ପ୍ରାଣ ଗଲା। ମୃତ ବ୍ୟକ୍ତି ଜଣକ ଖୋର୍ଦ୍ଧା ଜିଲ୍ଲାର। ଏଥିସହିତ ଆଜି ଗଞ୍ଜାମରୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟରୁ ସୂଚନା ମିଳିଛି। ଗଞ୍ଜାମରେ ଚିହ୍ନଟ ହୋଇଥିବା…