Odisha Link
Bridging the Missing Links in Odisha
Daily Archives

May 19, 2020

୨ ଦିନ ର‌ଥ ନିର୍ମାଣ କାର୍ଯ୍ୟ ବନ୍ଦ

ପୁରୀ: ମାଡ଼ି ଆସୁଛି ମହାବାତ୍ୟା "ଅମ୍ପାନ୍"। ଏହାକୁ ନଜରରେ ରଖି ଦୁଇଦିନ ରଥ ନିର୍ମାଣ କାର୍ଯ୍ୟ ବନ୍ଦ ରହିବ। ବର୍ଷାପାଣି ରଥଖଳାରେ ପଶିବା ସହ ଅଧିକ ପବନ ହେଲେ ଛାମୁଣ୍ଡିଆ ଭାଙ୍ଗିବା ସମ୍ଭାବନା ରହିଛି। ତେଣୁ ୧୯ ଏବଂ ୨୦ତାରିଖ ଦୁଇଦିନ ଧରି ରଥ ନିର୍ମାଣ କାର୍ଯ୍ୟ ବନ୍ଦ ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ…

ଆଜିଠୁ ଅଫିସ୍‌ ଆସିବେ ସମସ୍ତ ସରକାରୀ…

ଭୁବନେଶ୍ବର: କରୋନା ଭାଇରସ୍‌କୁ ପ୍ରତିହତ କରିବା ପାଇଁ ସାରା ଦେଶରେ ୪ର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ କଟକଣା ଲାଗୁ ହୋଇଛି। ଚଳିତମାସ ୩୧ ତାରିଖ ପର୍ଯ୍ୟନ୍ତ ଏହି ଲକ୍‌ଡାଉନ୍ ଜାରି ରହିବ। କିନ୍ତୁ ଚତୁର୍ଥ ପର୍ଯ୍ୟାୟରେ ସମସ୍ତ ସରକାରୀ ବିଭାଗ ଚଳଚଞ୍ଚଳ ରହିବ। ଆଜିଠାରୁ ସମସ୍ତ ସରକାରୀ କାର୍ଯ୍ୟାଳୟରେ ଶତ…