Odisha Link
Bridging the Missing Links in Odisha
Daily Archives

May 19, 2020

ଭଲ ଖବର: ଜୁନ ପହିଲାରୁ ଚାଲିବ ନନ୍-ଏସି…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ବିରୋଧ ଲଢ଼େଇ ମଧ୍ୟରେ ଭଲ ଖବର। ଜୁନ୍‌ ୧ ତାରିଖରୁ ସାରା ଦେଶରେ ୨୦୦ଟି ନନ୍‌ ଏସି ଟ୍ରେନ୍‌ ଚଳାଚଳ ଆରମ୍ଭ କରିବ। ଏନେଇ ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ପୀୟୁଷ ଗୋଏଲ। https://twitter.com/PiyushGoyal/status/1262767697441353728 ପ୍ରତିଦିନ ଦେଶରେ…

ନିରଞ୍ଜନଙ୍କ ଟାର୍ଗେଟରେ ରାଜ୍ୟ ସରକାର,…

ଭୁବନେଶ୍ବର: ମହାମାରୀ କରୋନା ଭାଇରସକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହି ସମୟରେ ପ୍ରବାସୀ ଓଡ଼ିଆ ରାଜ୍ୟକୁ ଫେରି ଆସୁଛନ୍ତି। ଗତକାଲି ରାଜ୍ୟ ସରକାର ଘୋଷଣା କରିଥିଲେ ଯେ, ପ୍ରବାସୀ ଶ୍ରମିକ ମାନେ ଯେଉଁ ରାଜ୍ୟରୁ ଫେରୁଛନ୍ତି, ଯଦି ସେଠାକାର ରାଜ୍ୟ ସରକାର ଟିକେଟ୍‌…

କରୋନା କବଳରେ ପୋଲିସ୍‌ କର୍ମଚାରୀ

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଅପରପକ୍ଷେ ଆଜି ପ୍ରଥମ କରି ପୋଲିସ କର୍ମୀଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି। ଭୁବନେଶ୍ୱରରେ ଦୁଇ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଏବେ ଭୁବନେଶ୍ୱରରେ ଜଣେ ପୋଲିସ‌ କର୍ମଚାରୀଙ୍କ ଠାରେ କରୋନା ପିଜିଟିଭ୍‌ ଚିହ୍ନଟ…

ବଦଳିଲା ନିଷ୍ପତ୍ତି: ଚଳଚଞ୍ଚଳ ରଥଖଳା,…

ପୁରୀ: ବଦଳିଲା ନିଷ୍ପତ୍ତି। ବାତ୍ୟା ‘ଅମ୍ଫାନ’କୁ ନଜରରେ ରଖି ୨ଦିନ ରଥ ନିର୍ମାଣ କାର୍ଯ୍ୟ ବନ୍ଦ ହେବା ନେଇ ନିଷ୍ପତ୍ତି ନିଆଯାଇଥିଲା ହେଲେ ଆଜି ବଦଳିଛି ନିଷ୍ପତ୍ତି। ବାତ୍ୟା ପ୍ରଭାବରେ ମେଘୁଆ ପାଗ ସତ୍ତ୍ୱେ ରଥଖଳାରେ ତିନି ରଥ ନିର୍ମାଣ କାମ ଚାଲିଛି। ଝିପି ଝିପି ବର୍ଷା ହେଉଥିଲେ ମଧ୍ୟ ରଥ କାମରେ…

ଅଭିନବ ପ୍ରତିବାଦ: ପ୍ରଧାନମନ୍ତ୍ରୀଙ୍କୁ…

ଓଏଲ୍‌ ବ୍ୟୁରୋ: ମହାମାରୀ କରୋନକୁ ନେଇ ସାରା ବିଶ୍ବରେ ସଙ୍କଟ ଦେଖାଦେଇଛି। ଏହି ମହାମାରୀରେ ପ୍ରମୁଖ ଯୋଦ୍ଧା ହେଲେ ସ୍ବାସ୍ଥ୍ୟକର୍ମୀ ମାନେ। ହେଲେ ବିଭିନ୍ନ ଜାଗାରେ ସ୍ବାସ୍ଥ୍ୟକର୍ମୀଙ୍କୁ ସରକାର ଅବହେଳା କରୁଥିବା ଖବର ମଧ୍ୟ ଶୁଣିବାକୁ ମିଳୁଛି। ଏପରି ଏକ ଖବର ବେଲଜିୟମରୁ ଆସିଛି। ଏବଂ ସ୍ବାସ୍ଥ୍ୟକର୍ମୀ…

ଭଲ ଖବର: ସୁସ୍ଥ ହେଲେ ଆଉ ୩୦ ଆକ୍ରାନ୍ତ,…

ଭୁବନେଶ୍ବର: ରାଜ୍ୟ ପାଇଁ ଭଲ ଖବର। ରାଜ୍ୟରେ ସୁସ୍ଥ ହେଲେ ଆଉ ୩୦ କରୋନା ଆକ୍ରାନ୍ତ। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ ସୂଚନା ରହିଛି। ଫଳରେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୩୦୭ରେ ପହଁଞ୍ଚିଛି। ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୨୦ ଜଣ, କେନ୍ଦ୍ରାପଡ଼ାରୁ ୫ ଜଣ,…

ମହାବାତ୍ୟାରୁ ହେଲା ଅତିଭୀଷଣ ବାତ୍ୟା…

ଭୁବନେଶ୍ୱର: ଦୁର୍ବଳ ହେଲା "ଅମ୍ପାନ୍"। ମହାବାତ୍ୟାରୁ ଖସି "ଅମ୍ପାନ୍" ଏବେ ଅତିଭୀଷଣ ବାତ୍ୟାରେ ରୂପାନ୍ତରିତ ହୋଇଛି। ସମୁଦ୍ରରେ ଏହାର ବେଗ ବଢ଼ିଛି। ଘଣ୍ଟାକୁ ୧୫ କିମି ବେଗରେ ଆଗକୁ ଗତି କରୁଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆସନ୍ତାକାଲି ଅପରାହ୍ନ କିମ୍ବା ସଂଧ୍ୟାରେ ପଶ୍ଚିମବଙ୍ଗର…

ମାଟ୍ରିକ ପରୀକ୍ଷା ଖାତା ଦେଖା ସ୍ଥଗିତ

ଭୁବନେଶ୍ବର: ମହାବାତ୍ୟା "ଅମ୍ପାନ୍"କୁ ନଜରରେ ରଖି ପୁଣି ଥରେ ଘୁଞ୍ଚିଲା ମାଟ୍ରିକ ଖାତା ଦେଖା। ଫଳରେ ମାଟ୍ରିକ ଖାତା ଦେଖା ସ୍ଥଗିତ କଲା ଗଶଶିକ୍ଷା ବିଭାଗ। ଏ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ପୁଣି କେବେ ଖାତା ଦେଖା ଆରମ୍ଭ ହେବ ସେ ନେଇ କୌଣସି ସୂଚନା ଦେଇ ନାହାନ୍ତି।…

କରୋନା: ରାଜ୍ୟରେ ଆଉ ୧୦୨ ଆକ୍ରାନ୍ତ…

ଭୁବନେଶ୍ବର: ରାଜ୍ୟରେ ଆଜି ଆଉ ନୂଆ ୧୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୭୮ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ରହିଛି। ଏଥିସହିତ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜି ଚିହ୍ନଟ ହୋଇଥିବା ୧୦୨…

ରାଜ୍ୟ ସରକାର ଦେବେ ପ୍ରବାସୀ ଶ୍ରମିକଙ୍କ…

ଭୁବନେଶ୍ବର: ପ୍ରବାସୀ ଶ୍ରମିକଙ୍କ ପାଇଁ ଭଲ ଖବର। ଏଣିକି ‘ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌’ରେ ଫେରୁଥିବା ପ୍ରବାସୀ ଶ୍ରମିକମାନଙ୍କ ଟ୍ରେନ୍‌ ଭଡ଼ା ଓଡ଼ିଶା ସରକାର ଦେବେ। ସେମାନେ ଯେଉଁ ରାଜ୍ୟରୁ ଫେରୁଛନ୍ତି, ଯଦି ସେଠାକାର ରାଜ୍ୟ ସରକାର ଟିକେଟ୍‌ ଖର୍ଚ୍ଚ ନ ‌ଦେବେ, ତେବେ ଓଡ଼ିଶା ସରକାର ଏହି ଖର୍ଚ୍ଚ ବହନ…