Odisha Link
Bridging the Missing Links in Odisha
Daily Archives

May 20, 2020

କରୋନା: କଳାହାଣ୍ଡିରୁ ଆଉ ୧୧ ଆକ୍ରାନ୍ତ…

ଭୁବନେଶ୍ବର: ମହାମାରୀ କରୋନା ଭାଇରସ୍‌ ପୁଣିଥରେ କଳାହାଣ୍ଡି ଜିଲ୍ଲାକୁ ଫେରିଲା। ଆଜି କଳାହାଣ୍ଡିରେ ଆଉ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ୧୦୬୩ରେ ପହଁଞ୍ଚିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। କଳାହାଣ୍ଡିରୁୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଜଣ କ୍ବାରାଣ୍ଟିନ୍‌…

ବସ୍‌ ରାଜନୀତି: ନିଜ ଦଳ ଉପରେ ବର୍ଷିଲେ…

ଲକ୍ଷ୍ନୌ: ମହାମାରୀ କରେନା ଭାଇରସ୍‌କୁ ନେଇ ସାରା ଦେଶବାସୀ ଚିନ୍ତିତ। ହେଲେ ଏହାରି ମଧ୍ୟରେ ଉତ୍ତର ପ୍ରଦେଶରେ ଦେଖିବାକୁ ମିଳିଛି ବସ୍‌ ରାଜନୀତି। ଉତ୍ତର ପ୍ରଦେଶର ପ୍ରବାସୀ ଶ୍ରମିକଙ୍କୁ ରାଜ୍ୟକୁ ବସ୍‌ରେ ଫେରାଇ ଆଣିବା ପାଇଁ ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଛି ରାଜନୀତି। ହେଲେ ଲାଗି ରହିଥିବା ବସ୍‌…

ଭଲ ଖବର: ସୁସ୍ଥ ହେଲେ ଆଉ ୩୬ ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟ ପାଇଁ ଭଲ ଖବର। ଆଜି ସୁସ୍ଥ ହେଲେ ଆଉ ୩୬ ଜଣ କରୋନା ଆକ୍ରାନ୍ତ। ଫଳରେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୩୪୩ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁୁ ଟୁଇଟ କରି ସୂଚନା ଦିଆଯାଇଛି। ଆଜି ସୁସ୍ଥ ହୋଇଥିବା ୩୬ଜଣଙ୍କ ମଧ୍ୟରେ ଗଞ୍ଜାମରୁ ୨୩, ଯାଜପୁରର ୫,…

ଅମ୍ପାନ୍: ଦମକଳ ଗାଡ଼ିରେ ସନ୍ତାନ ପ୍ରସବ

କେନ୍ଦ୍ରାପଡ଼ା: ମହାବାତ୍ୟା ଅମ୍ପାନ୍‌ ଏବେ ଓଡ଼ିଶାରେ ନିଜର ପ୍ରଭାବ ବିସ୍ତାର କରି ଚାଲିଥିବା ବେଳେ ଉତ୍ତର ଓଡ଼ିଶା ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଏହାର ତାଣ୍ଡବ ଆରମ୍ଭ ହୋଇଯାଇଛି। ତେବେ ଏଭଳି ଅସମୟରେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ସାମନାକୁ ଆସିଛି। ବାତ୍ୟା କାରଣରୁ…

ମେ’ ୨୨ରେ WHO କାର୍ଯ୍ୟକାରୀ…

ନୂଆଦିଲ୍ଲୀ: ଭାରତର କେନ୍ଦ୍ରୀୟ ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଖୁବଶୀଘ୍ର ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ(WHO)ର କାର୍ଯ୍ୟକାରୀ ବୋର୍ଡ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିବେ। WHO ମୁତାବିକ ଭାରତର କରୋନା ଲଢ଼େଇରେ ଗୁରୁତ୍ବପୁର୍ଣ୍ଣ ଭୂମିକା ନିର୍ବାହ କରୁଥିବା ଡ. ଡର୍ଷବର୍ଦ୍ଧନ ମେ ୨୨ ତାରିଖରେ…

ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୬

ଭୁବନେଶ୍ବର: ରାଜ୍ୟରେ ଆଜି ଆଉ ୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ ମୃତକକ ସଂଖ୍ୟା ୬ରେ ପହଁଞ୍ଚିଛି। ଏଥିସହିତ ରାଜ୍ୟରେ ୧୦୫୨ ଛୁଇଁଛି ଆକ୍ରାନ୍ତଙ୍କ ସଂଖ୍ୟା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

କରୋନା: ରାଜ୍ୟରେ ୧ ହଜାର ଡେଇଁଲା…

ଭୁବନେଶ୍ବର: ରାଜ୍ୟରେ ଆଜି ଆଉ ୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ ମୃତକକ ସଂଖ୍ୟା ୬ରେ ପହଁଞ୍ଚିଛି। ଏଥିସହିତ ରାଜ୍ୟରେ ୧୦୫୨ ଛୁଇଁଛି ଆକ୍ରାନ୍ତଙ୍କ ସଂଖ୍ୟା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

“ଅମ୍ପାନ୍” ସ୍ଥିିତି…

ଭୁବନେଶ୍ବର: ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି "ଅମ୍ପାନ୍"। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏବଂ ୫-ଟି ସଚିବ ଭି.କେ. ପାଣ୍ଡିଆନ ସ୍ବତନ୍ତ୍ର ରିଲିଫ କମିସନରଙ୍କ ଅଫିସ୍‌ରେ ବାତ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି। ସ୍ଥିତି ଅନୁଧ୍ୟାନ ପରେ ମୁଖ୍ୟ ଶାସନ ସଚିବଙ୍କ ସୂଚନା ଦେଇ କହିଛନ୍ତି ଯେ ଆଗାମୀ ୬ ଘଣ୍ଟା…

“ଅମ୍ପାନ୍”: ପାରାଦୀପଠାରୁ…

ଭୁବନେଶ୍ବର: ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି "ଅମ୍ପାନ୍"। ବର୍ତ୍ତମାନ ପାରାଦୀପଠାରୁ ଦକ୍ଷିଣ ଦିଗରେ ୧୨୫ କିଲୋମିଟର ଦୂରରେ ଗତି କରୁଛି "ଅମ୍ପାନ୍"। ଗତ ୬ ଘଣ୍ଟା ଧରି ଘଣ୍ଟା ପ୍ରତି ୧୧ କିଲୋମିଟର ବେଗରେ ଏହା ଉତ୍ତର-ଉତ୍ତରପୂର୍ବ ଦିଗକୁ ଅଗ୍ରସର ହେଉଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣି।ଗ କେନ୍ଦ୍ରର…

କରୋନା: ୨୪ ଘଣ୍ଟାରେ ୫,୬୧୧ ଆକ୍ରାନ୍ତ…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ଭାରତରେ ଦିନକୁ ଦିନ ଅଧିକରୁ ଅଧିକ କାୟା ବିସ୍ତାର କରିବାରେ ଲାଗିଛି। ବିଗତ କିଛି ଦିନ ହେବ ଦେଶରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଭାରତରେ ଆଜି ସକାଳ ୮ଟା ସୁଦ୍ଧା ୧ ଲକ୍ଷ ୬ ହଜାର ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା।…