କରୋନା: ଦେଶରେ ୫୦ ହଜାର ଟପିଲା ମୃତ୍ୟୁ…
ନୂଆଦିଲ୍ଲୀ: ଦେଶରେ ଅଣାୟତ୍ତ କରେନା ସଂକ୍ରମଣ। ଜୁଲାଇ ମାସ ପରି ଅଗଷ୍ଟ ମାସରେ ମଧ୍ୟ କରୋନା ଗ୍ରାଫ୍ ଉପରମୁହାଁ। ଦେଶରେ ସଂକ୍ରମିତ ସଂଖ୍ୟା ଥମୁନଥିବା ବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଭାରତରେ ଆଜି ସକାଳ ୮ଟା ସୁଦ୍ଧା ୨୬ଲକ୍ଷ ୪୭ ହଜାର ପାର କରିଛି କରୋନା…