Odisha Link
Bridging the Missing Links in Odisha
Daily Archives

September 21, 2020

‘ଜିଓ କ୍ରିକେଟ ପ୍ଲେ-ଏଲଙ୍ଗ୍‌’ ନେଇଆସିଛି…

ମୁମ୍ବାଇ : ଫଟାଫଟ କ୍ରିକେଟର ମହାକୁମ୍ଭ ଆଇପିଏଲ୍ ଆରମ୍ଭ ହୋଇଯାଇଛି । ଏଥି ସହିତ ଜିଓ ପକ୍ଷରୁ ଆରମ୍ଭ ହୋଇଛି ‘ଜିଓ କ୍ରିକେଟ୍ ପ୍ଲେ-ଆଲଙ୍ଗ୍‌’ ଯେଉଁଥିରେ ଖେଳ ଦେଖିବା ସହ କ୍ରିକେଟ ପ୍ରେମୀମାନେ ନିଜେ ଖେଳରେ ସାମିଲ୍ ହୋଇ ଆର୍ଷଣୀୟ ପୁରସ୍କାର ଜିତିପରିବାର ସୁଯୋଗ ରହିଛି । ଚଳିତବର୍ଷ ପାଇଁ ଏହା ହେଉଛି…

ରାଜଧାନୀରୁ ଆଉ ୩୦୬ କରୋନା ପଜିଟିଭ୍…

ଭୁବନେଶ୍ୱର : ଆଜି ଭୁବନେଶ୍ୱରରେ ଆଉ ୩୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏ ପର୍ଯ୍ୟନ୍ତ ରାଜଧାନୀରେ ମୋଟ ୧୮ ହଜାର ୮୯୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୧୪ ହଜାର ୯୪୨ ଜଣ । ବିଏମସି ସୁଚନା ଅନୁସାରେ ୫୦୬ ଜଣ ସୁସ୍ଥ ହୋଇଛନ୍ତି ।୩୮୭୪ ଜଣ ଆକ୍ଟିଭ୍ ରୋଗୀ ଚିକିତ୍ସାଧୀନ ଥିବା ବେଳେ…

ନଦୀକୁ ଖସିପଡ଼ିଲା ଯବାନଙ୍କ ବସ୍‌

ବାଜିପୁର : ଅପରେସନ ସାରି ଫେରୁଥିବା ସମୟରେ ନଦୀକୁ ଖସିପଡ଼ିଲା ଯବାନଙ୍କ ବସ୍‌ । ବିଜାପୁରରେ ନସ୍କଲ ବିରୋଧି ଅପରେସନ୍ ପାଇଁ ଯାଇଥିବା ଡିଆରଜି ଯବାନଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ବସଟି ନଦୀର ବ୍ରିଜ୍ ପାର୍ଶ୍ୱକୁ ଖସିପଡ଼ିଥିଲା । କୌଣସି ଯବାନଙ୍କର କିଛି ବି କ୍ଷୟକ୍ଷତି ହୋଇନଥିବା ବିଜାପୁର…

୨୫ରେ ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର : ଆସନ୍ତା ୨୫ ତାରିଖରେ ସର୍ବଦଳୀୟ ବୈଠକ ବସିବାକୁ ଯାଉଛି ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଆଜି ସୂଚନା ଦେଇଛନ୍ତି । ବିଧାନସଭା ପୂର୍ବରୁ ଏହି ବୈଠକ ବସିବା ପାଇଁ ବାଚସ୍ପତି ସୂଚନା ଦେଇଛନ୍ତି । କୋଭିଡ-୧୯ ସମୟରେ ଏହା ହେବ ବିଧାନସଭାର ପ୍ରଥମ ଅଧିବେଶନ । କୋଭିଡ୍ ସମୟରେ ବିଧାନସଭାରେ…

ଚାଷୀଙ୍କ ଅପେକ୍ଷା ନିଜ ସ୍ୱାର୍ଥକୁ ଅଧିକ…

ଭୁବନେଶ୍ୱର : ରାଜନୈତିକ ଦଳର ନେତାମାନେ ବିଶେଷ ଭାବରେ ଯେଉଁମାନେ ଚାଷୀ ମାନଙ୍କ ସମସ୍ୟା କଥା ଉଠାଇଥିଲେ ସେମାନେ ଆବଶ୍ୟକ ସମୟରେ ଏହାକୁ ଅନ୍ୟ ଦିଗରେ ଭାବୁଛନ୍ତି । ବିରୋଧୀ ଦଳମାନେ କୃଷକଙ୍କ ଅପେକ୍ଷା ନିଜ ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଯାହା ଦୁଃଖର ବିଷୟ ବୋଲି ଟ୍ୱିଟ୍ କରି କହିଛନ୍ତି…

ଡେଟିଂ ଆପ୍ ରେ କଂଗ୍ରେସ ସାଂସଦଙ୍କ ଫଟୋ…

ମୁମ୍ବାଇ :କଂଗ୍ରେସ ସାଂସଦ ନୁସରତ ଜାହାଁ ରୁହି ପୁଲିସ ସହାୟତା ଲୋଡିଛନ୍ତି । ତାଙ୍କ ଫଟୋ ଏକ ଭିଡିଓ ଡେଟିଂ ଆପ୍ ‘ଫ୍ୟାନ୍ସିୟୁ’ରେ ଭାଇରାଲ ହେବା ପରେ ଏବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସକୁ କହିଛନ୍ତି। ସେ କହିଛନ୍ତି ଯେ ତାଙ୍କ ଫଟୋକୁ ବିନା ଅନୁମତିରେ ବ୍ୟବହାର କରାଯାଇଥିବାରୁ ସେ…

କରୋନା ମହାମାରୀକୁ ପରାସ୍ତ କଲେ ୯୧…

ଭୁବନେଶ୍ୱର : କରୋନା ମହାମାରୀ ସହ ଯୁଦ୍ଧ କରି ଏହି ଅଦୃଶ୍ୟ ଶତ୍ରୁକୁ ପରାସ୍ତ କଲେ ୯୧ ବର୍ଷୀୟ ଜଣେ ବରିଷ୍ଠ ନାଗରିକ । ଭୁବନେଶ୍ୱର ସ୍ଥିତ ସମ୍ କୋଭିଡ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଧିରେନ୍ଦ୍ର ନାଥ ଦାସ । ଶରୀରରେ ଅନେକ ସମସ୍ୟା ଥିବା ସତ୍ୱେ ସମ୍ କୋଭିଡ ହସ୍ପିଟାଲ୍‌ରେ ଡାକ୍ତର, ନର୍ସ…

ପୁଷ୍ଟିକର ଖାଦ୍ୟ ସୁରକ୍ଷା ଅଭିଯାନ…

ଭୁବନେଶ୍ୱର: କୋଭିଡ ସମୟର ଆବଶ୍ୟକତାକୁ ଦେଖି ରାଜ୍ୟ ସରକାର ସମସ୍ତ ପି.ଡି.ଏସ୍‌ ହିତାଧିକାରୀଙ୍କୁ ପ୍ରତି ମାସରେ ଏକ କିଲୋଗ୍ରାମ ଚଣା ଡାଲି ଯୋଗାଇ ଦେଉଛନ୍ତି, କିନ୍ତୁ ନଭେମ୍ବର ମାସରୁ ଏହାର ଆବଟଂନ ବନ୍ଦ କରିବାକୁ ଯୋଜନା କରୁଛନ୍ତି । ଯଦିଓ ଡାଲି ବଂଟନ ଗ୍ରାମୀଣ ଓଡ଼ିଶାର ମହାମାରୀ ସଂଗ୍ରାମରେ ଏକ…

କେନାଲରେ ବୁଡ଼ି ୨ ନାବାଳକ ମୃତ

ଚାନ୍ଦାବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବାଁସଡ଼ା ଥାନା ନୂଆଗାଁ ଇଚ୍ଛାପୁର ଗାଁରେ ଏକ  ଅଭାବନୀୟ ଅଘଟଣ ଘଟିଛି । କେନାଲରେ ବୁଡ଼ି ୨ ନାବାଳଙ୍କ ଶୋଚନୟ ମୃତ୍ୟୁ ହୋଇଛି । କେନାଲକୁ ଶୌଚ ହେବାକୁ ଦୁଇ ଜଣ ନାବାଳକ ଯାଇଥିବାବେଳେ ଗୋଡ଼ ଖସିଯିବାରୁ ସେମାନେ ବୁଡ଼ି ଯାଇଥିଲେ । ୨ ମୃତ ନାବାଳକଙ୍କ ବୟସ ୯ ଓ…

ବଙ୍ଗୋପସାଗରରେ ଘନୀଭୂତ ହେଲା ଲଘୁଚାପ

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାର ୭ ଜିଲ୍ଲା ପାଇଁ ରେଡ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।ସେଗୁଡ଼ିକ ହେଲା ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ସମ୍ବଲପୁର, ଝାରସୁଗୁଡ଼ା ଓ ଦେବଗଡ଼ ।ଲଘୁଚାପ ପ୍ରଭାବରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଉତ୍ତର ପୂର୍ବ…