Odisha Link
Bridging the Missing Links in Odisha

ଖୋଲିବ ଶିମିଳିପାଳ ଅଭୟାରଣ୍ୟ

ବାରିପଦା: କରୋନା କଟକଣାକୁ ଆଖି ଆଗରେ ରଖି ଶିମିଳିପାଳ ଅଭୟାରଣ୍ୟ ଦୀର୍ଘ ସାତ ମାସ ଧରି ବନ୍ଦ ରହିଥିବା ବେଳେ ନଭେମ୍ବର ୧ରେ କେଲିବାକୁ ଯାଇଛି। ପିଠାବଟା ପଟରୁ ୨୫ ଓ ଯଶୀପୁର କାଳିଆଣି ପଟୁ ୩୫ ଗାଡ଼ିକୁ ଅନୁମତି ମିଳିବ।

ସକାଳ ୬ଟାରୁ ୯ଟା ଭିତରେ ପ୍ରବେଶ ପାଇଁ ଅନୁମତି ଦେବାକୁ ନିଷ୍ପତ୍ତି ହୋଇଛି। ଗୁଡ଼ୁଗୁଡ଼ିଆ, ରାମତୀର୍ଥ, ବରେହିପାଣି ଓ ଜାମୁଆଣିରେ ରାତ୍ରିଯାପନ ସୁବିଧା ରହିଛି।

Comments are closed.