Odisha Link
Bridging the Missing Links in Odisha
Daily Archives

May 6, 2023

ବଙ୍ଗୋପସାଗରରେ ସୃଷ୍ଟି ହେଲା…

ଓଏଲ୍‌ ବ୍ୟୁରୋ: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ବଦଳୁଛି ପାଗ ଆଉ ମନରେ ଛନକା ଆରମ୍ଭ। ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ୮ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା। ତେବେ ଏହି ଲଘୁଚାପ ନେଇପାରେ ଅବପତ୍ର ରୂପ। ୯ ତାରିଖ ସୁଦ୍ଧା…

ଓଡ଼ିଶା ଜୁଡିସିଆଲ ଏକାଡେମୀର ନ୍ୟାସନାଲ…

ଓଏଲ୍‌ ବ୍ୟୁରୋ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼। ଓଡିଶା ଗସ୍ତରେ ଆସି ପ୍ରଥମ ଦିନରେ ଜଗା ଦର୍ଶନ କରିଥିଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି। ଆଜି କଟକ ଜୁଡିସିଆଲ ଏକାଡେମୀର ନ୍ୟାସନାଲ କନ୍ଫରେନସ ଅନ ଡିଜିଟାଇଜେସନ ପେପର ଲେସ କୋର୍ଟ…

ମହାମହିମଙ୍କ ମହାନତା, ସମାବର୍ତ୍ତନ…

ଓଏଲ୍‌ ବ୍ୟୁରୋ: ଆଜି ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ। ଏହି ଅବସରରେ ଯୋଗ ଦେଇଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଭାଷଣ ଦେଲା ବେଳେ ଚାଲିଗଲା ବିଦ୍ୟୁତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାଷଣ ଦେଲା ବେଳେ ୯ମିନିଟ ଅନ୍ଧାର ହୋଇଯାଇଥିଲା।…

ଏମ୍ଏସସିବିୟୁର ସମାବର୍ତ୍ତନ ଉତ୍ସବକୁ…

ଓଏଲ୍‌ ବ୍ୟୁରୋ: ଆଜି ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ। ଏହି ଅବସରରେ ଯୋଗ ଦେଇଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଉତ୍ସବରେ ଘଟିଥିବା ଆଉ ଏକ ଖବର ସାମ୍ନାକୁ ଆସିଛି। ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ…

ଟ୍ରେନ ଡଷ୍ଟବିନ୍‌ରୁ ଶୁଭିଲା କାନ୍ଦ…

ଓଏଲ୍‌ ବ୍ୟୁରୋ: ଖୋର୍ଦ୍ଧା ରୋଡ୍‌ ରେଳ ଷ୍ଟେସନ ଟ୍ରେନରୁ ଶିଶୁପୁତ୍ର ଉଦ୍ଧାର ହୋଇଛି। ପ୍ରଶାନ୍ତୀ ଏକ୍ସପ୍ରେସ ଜେନେରାଲ ବଗିର ଏକ ଡଷ୍ଟବିନ୍‌ରୁ ଉଦ୍ଧାର କରାଯାଇଛି। ଶିଶୁଟିକୁ ଉଦ୍ଧାର କରି ଚାଇଲ୍ଡଲାଇନକୁ ଖବର ଦେଲା ଆରପିଏଫ୍‌। ଶିଶୁଟିକୁ କିଏ ଓ କାହିଁକି ସେଠାରେ ଛାଡ଼ିଛି ଏପର୍ଯ୍ୟନ୍ତ…

ରାଜଧାନୀରେ ଅମାନିଆଙ୍କ ଆତଙ୍କରାଜ,…

ଓଏଲ୍‌ ବ୍ୟୁରୋ: ଦିନକୁ ଦିନ ଆତଙ୍କରାଜ ବଢ଼ିବାରେ ଲାଗିଛି। ଆତଙ୍କରାଜ ଭିତରେ ସୁରକ୍ଷା ବ୍ୟବସ୍ତାକୄଯ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। କେତେବେଳେ ଦିନ ଦ୍ୱିପ୍ରହରେ ତ କେତେବେଳେ ରାତିର ଅନ୍ଧକାରରେ ଦୁର୍ବୃତ୍ତ ମାନେ ଆକ୍ରମଣ କରିବାରେ ଲାଗିଛି। ତେବେ ରାଜ୍ୟ ରାଜଧାନୀରେ ଘଟିଥିବା ଏକ ଘଟଣା ସାମ୍ନାକୁ…

ଝାରସୁଗୁଡା ଉପ-ନିର୍ବାଚନ ପାଇଁ ସରଗରମ…

ଓଏଲ୍‌ ବ୍ୟୁରୋ: ଆଉ ଅଳ୍ପ ଦିନ ରହିଲା ଝାରସୁଗୁଡା ଉପ-ନିର୍ବାଚନ। ନିର୍ବାଚନ ପାଇଁ ସରଗରମ ଓଡ଼ିଶା ରାଜନୀତି। ଝାରସୁଗୁଡା ଉପ-ନିର୍ବାଚନ ପାଇଁ କମ୍ପୁଛି ନିର୍ବାଚନ ମଣ୍ଡଳୀ। ମେ’୧୦ରେ ପଡ଼ିବ ଭୋଟ। ଝାରସୁଗୁଡ଼ାବାସୀ ବାଛିବେ ତାଙ୍କ ମନପସନ୍ଦର ନେତା। ସାଧାରଣ ନିର୍ବାଚନକୁ ଆଉ ୧ ବର୍ଷରୁ କମ୍‌ ସମୟ ଥିବା ବେଳେ…

ପୁଣି କମାଲ କଲେ ନୀରଜ ଚୋପ୍ରା, ଡାଇମଣ୍ଡ…

ଓଏଲ୍‌ ବ୍ୟୁରୋ: ପୁଣି କମାଲ କଲେ ଜାଭଲିନ୍ ଥ୍ରୋୟର ନୀରଜ ଚୋପ୍ରା। ଦୋହାରୁ ଏ ବର୍ଷର ପ୍ରଥମ ବିଜୟ ଯାତ୍ରା ଆରମ୍ଭ କରିଛନ୍ତି ଜାଭଲିନ୍ ଥ୍ରୋୟର ନୀରଜ ଚୋପ୍ରା। ଦୋହାରେ ଚାଲିଥିବା ଡାଇମଣ୍ଡ ଲିଗରେ ଚମତ୍କାର ପ୍ରଦର୍ଶନ କରିଛନ୍ତି ନିଜର ଚୋପ୍ରା। ଗତ ବର୍ଷ ବିଶ୍ୱ ବିଜୟୀ ହୋଇଥିବା ଏଣ୍ଡରସନ୍ ପିଟର୍ସଙ୍କୁ…

ଜମ୍ମୁରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା…

ଓଏଲ୍‌ ବ୍ୟୁରୋ: ଜମ୍ମୁରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ଜମ୍ମୁ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ରଜୌରୀ ଓ ବାରମୁଲ୍ଲାରେ ସେନା ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ ଲାଗିରହିଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଜମ୍ମୁ ଗସ୍ତ କରିବେ। ରଜୌରୀର କଣ୍ଡି…

ସଜେଇ ହୋଇଛି ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ…

ଓଏଲ୍‌ ବ୍ୟୁରୋ: ଆଜି ମହାମହିମ ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଶେଷ ଦିନ। ଶେଷ ଦିନରେ ସେ ବାରିପଦା ସ୍ତିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଦ୍ବାଦଶ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ମହାମହିମଙ୍କ ଆଗମନକୁ ନେଇ ସଜେଇ ହୋଇଛି ବିଶ୍ୱବିଦ୍ୟାଳୟ। ମହାମହିମଙ୍କ ଆଗମନକୁ ନେଇ…