Odisha Link
Bridging the Missing Links in Odisha

ଆଜି ୧୨ ଘଣ୍ଟିଆ ବରପାଲି ବନ୍ଦ; ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ

ଓଏଲ୍‌ ବ୍ୟୁରୋ: ଆଜି ୧୨ ଘଣ୍ଟିଆ ବରପାଲି ବନ୍ଦ। ଜିଲ୍ଲା ମିଶ୍ରଣକୁ ବିରୋଧ କରି ୧୨ ଘଣ୍ଟିଆ ବରପାଲି ବନ୍ଦ କରାଯାଇଛି। ପଦ୍ମପୁର ଜିଲ୍ଲା ସହ ବରପାଲି ମିଶ୍ରଣକୁ ବିରୋଧ କରି ବନ୍ଦ ପାଳନ କରାଯାଉଛି। ବରପାଲି ଓକିଲ ସଂଘ ସହ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବନ୍ଦ କରାଯାଇଛି। ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ବନ୍ଦ ରହିବ। ବିଭିନ୍ନ ସ୍ଥାନରେ ରାସ୍ତା ରୋକ କରାଯାଇଛି।

Leave A Reply

Your email address will not be published.