Odisha Link
Bridging the Missing Links in Odisha
Daily Archives

January 3, 2024

ଆଦାନୀ ଗ୍ରୁପକୁ ଆଶ୍ବସ୍ତି; ୩ ମାସ ସମୟ…

ଓଏଲ୍‌ ବ୍ୟୁରୋ: ଆଦାନୀ ଗ୍ରୁପକୁ ଆଶ୍ବସ୍ତି। ଆଦାନୀ-ହିଣ୍ଡେନବର୍ଗ ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି କରାଯାଇଛି। ଆଦାନୀ ଗ୍ରୁପକୁ ଆଶ୍ବସ୍ତି ଦେଲେ ସୁପ୍ରିମକୋର୍ଟ। ଖବରକାଗଜ ରିପୋର୍ଟ ଉପରେ ବିଶ୍ବାସ କରିହେବନି ବୋଲି ସୁପ୍ରିମକୋର୍ଟ ଜଣାଇଛନ୍ତି। ସେବି ଏବଂ ଭାରତ ସରକାରଙ୍କ ଦ୍ବାରା ତଦନ୍ତ ଚାଲିଛି।…

ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ…

ଓଏଲ୍‌ ବ୍ୟୁରୋ: ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସିଖବର। ମେଡିକାଲ ଛାତ୍ରଛାତ୍ରୀଙ୍କ ମାସିକ ଷ୍ଟାଇପେଣ୍ଡ ବୃଦ୍ଧି କରାଯାଇଛି। ନର୍ସିଂ, ଫାର୍ମାସୀ ଓ ଆଲାଏଡ୍ ମେଡିକାଲ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ବୃଦ୍ଧି ହୋଇଛି। ଡି.ଫାର୍ମା ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ୨୫୦ରୁ ୫୦୦ ଟଙ୍କାକୁ ବୃଦ୍ଧି…

ପୁଣି ମଝି ଚିଲିକାରେ ଫସିଲା ଡଙ୍ଗା:…

ଓଏଲ୍‌ ବ୍ୟୁରୋ: ପୁଣିଥରେ ଚିଲିକା ମଝିରେ ଫସିଲା ଡଙ୍ଗା। କୃଷ୍ଣପ୍ରସାଦ ନିକଟସ୍ତ ଚିଲିକା ମଝିରେ ଅଟକିଲା ଯାତ୍ରୀବାହୀ ଡଙ୍ଗା। ସାତପଡ଼ାରୁ ଜହ୍ନିକୁଦା ଯିବାବେଳେ ଡଙ୍ଗା ଫସି ରହିଲା। ଡଙ୍ଗାରେ ୨୫ ଯାତ୍ରୀ ଓ ୧୦ଟି ବାଇକ ଥିବା ସୂଚନା ରହିଛନ୍ତି। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ଚିଲିକାରେ ଡଙ୍ଗା ଫସି…

ବନ୍ଦ ହୋଇଯିବ କଟକର ଡିଅର ପାର୍କ;…

ଓଏଲ୍‌ ବ୍ୟୁରୋ: ସ୍ମୃତି ହୋଇଯିବ କଟକ ଡିଅର ପାର୍କ। କଟକ ମହାନଗର ନିଗମ ଦ୍ଵାରା ପରିଚାଳିତ କ୍ୟାଣ୍ଟନମେଣ୍ଟ ଅଞ୍ଚଳର ହରିଣ ପାର୍କ ଏବେ ଚନ୍ଦକା ଅଭୟାରଣ୍ୟକୁ ସ୍ଥାନାନ୍ତର ହେଉଛି। ଜଙ୍ଗଲ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ନନ୍ଦନକାନନରୁ ଆସିଥିବା ୧୦ ଜଣିଆ ଅଭିଜ୍ଞ ଦଳ ଏହି କାର୍ଯ୍ୟରେ ଲାଗିଛନ୍ତି।…

ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ: ମୃତ୍ୟୁ…

ଓଏଲ୍‌ ବ୍ୟୁରୋ: ଭୁବନେଶ୍ୱର ପାଣ୍ଡରା ସ୍ଥିତ ହାଇଟେକ୍ ହସ୍ପିଟାଲରେ ଡିସେମ୍ବର ୨୯ରେ ବିସ୍ଫୋରଣ ଘଟଣା ସାମ୍ନାକୁ ଆସିଥିଲା। ଏହି ବିସ୍ଫୋରଣରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆଜି ଆଉ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାଁ ଶ୍ରୀତମ ସାହୁ ଏବଂ ତାଙ୍କ ଘର ପୁରୀ ଜିଲ୍ଲା ଡେଲାଙ୍ଗର ଚାଇଁପୁର ଗାଁରେ।…

ଦେଶରେ ଉପରମୁହାଁ କରୋନା; ଆକ୍ରାନ୍ତଙ୍କ…

ଓଏଲ୍‌ ବ୍ୟୁରୋ: ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଚିନ୍ତା ବଢ଼ାଉଛି କରୋନାର ନୂଆ ଭାରିଆଣ୍ଟ JN.1। ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୭କୁ ବୃଦ୍ଧି ପାଇଛି। ଗତ ୨୪ଘଣ୍ଟାରେ ୬୦୨ କୋରୋନା ଆକ୍ରାନ୍ତ ଚିହ୍ନଟ। ସକ୍ରିୟ ଆକ୍ରାନ୍ତଙ୍କ…

ଦିଲ୍ଲୀରେ ଘନ କୁହୁଡ଼ିର ଆସ୍ତରଣ;…

ଓଏଲ୍‌ ବ୍ୟୁରୋ: ଦିଲ୍ଲୀରେ ହାଡ଼ ଭଙ୍ଗା ଶୀତ ସାଙ୍ଗକୁ ଘନ କୁହୁଡ଼ି। କୁହୁଡ଼ି ପାଇଁ ବିଳମ୍ବରେ ଚାଲିଛି ୨୬ଟି ଟ୍ରେନ। ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମପୁର ଏକ୍ସପ୍ରେସ ବିଳମ୍ବ ଚାଲିଛି। ୪ ଘଣ୍ଟା ବିଳମ୍ବରେ ଚାଲିଛି ପୁରୁଷୋତ୍ତମପୁର ଏକ୍ସପ୍ରେସ। ଦିଲ୍ଲୀ-ଏନସିଆର ସମେତ ଉତ୍ତର ଏବଂ ମଧ୍ୟ ଭାରତରେ ଶୀତ…

ଆଜି ବଲାଙ୍ଗିର ଗସ୍ତରେ ମୁଖ୍ୟମନ୍ତ୍ରୀ;…

ଓଏଲ୍‌ ବ୍ୟୁରୋ: ଆଜି ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବଲାଙ୍ଗିରବାସୀଙ୍କୁ ନୂଆବର୍ଷ ଭେଟି ଦେବେ ରାଜ୍ୟ ସରକାର। ଲୋୟର ସୁକତେଲ ପ୍ରକଳ୍ପର ଲୋକାର୍ପଣ କରିବେ। ୨୭୨୩ କୋଟିରେ ସୁକତେଲ ପ୍ରକଳ୍ପ ନିର୍ମିତ ହୋଇଛି। ୬୯ଟି ଭିତ୍ତିଭୂମି ପ୍ରକଳ୍ପର ଉଦ୍‌ଘାଟନ କରିବେ। ୧୧୨ଟି ଭିତ୍ତିଭୂମି…

ଜାପାନ ଭୂମିକମ୍ପ: ମୃତ୍ୟୁ ସଂଖ୍ୟା ୬୨କୁ…

ଓଏଲ୍‌ ବ୍ୟୁରୋ: ବର୍ଷ ଆରମ୍ଭରୁ ଜାପାନରେ ବଡ଼ ଧରଣର ଭୂମିକମ୍ପ ହୋଇଛି। ବାରମ୍ବାର ଭୁମିକମ୍ପ ହେବା ପରେ ଜାପାନାରେ ବର୍ତ୍ତମାନ ସୁନାମୀ ଆସିଛି। ଜାପାନରେ ବଡ଼ ଧରଣର ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୬୨କୁ ବୃଦ୍ଧି ପାଇଛି। ତେବେ ଏହି ଭୂକମ୍ପରେ ଲୋକେ ଭୟଭିତ ହୋଇପଡିଛନ୍ତି। ୭.୬ ତୀବ୍ରତାର ହୋଇଥିଲା ଭୂମିକମ୍ପ।…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୧୪…

ଓଏଲ୍‌ ବ୍ୟୁରୋ: ଆସାମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ଦୁର୍ଘଟଣାରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି। ଏନ୍‌ଏଚ୍‌ରେ ପିକନିକ ଯାଉଥିବା ମିନି ବସ୍‌କୁ ଧକ୍କା ଦେଲା ଟ୍ରକ୍‌। ଜୋରହାଟ ଜିଲ୍ଲା ଦେରଗାଓଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି। ବର୍ଷ ଆରମ୍ଭରୁ ଏଭଳି ଦୁର୍ଘଟଣା ଖବର…