Odisha Link
Bridging the Missing Links in Odisha

ଚାଉଳ ହେରଫେର ଅଭିଯୋଗ: ଯୋଗାଣ ସହାୟକ ନିଲମ୍ବିତ

ଓଏଲ୍‌ ବ୍ୟୁରୋ: ବରଗଡ଼ରେ ଚାଉଳ ହେରଫେର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଚାଉଳ ହେରଫେର ଘଟଣାରେ ଯୋଗାଣ ସହାୟକ ନିଲମ୍ବିତ ହୋଇଛନ୍ତି। ଯୋଗାଣ ସହାୟକ ସଞ୍ଜୀବ ସୁନାଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ। ତୋରା ପଞ୍ଚାୟତ ୧୭ନଂ ୱାର୍ଡର ଲୋକଙ୍କ ଅଭିଯୋଗରେ ଆକ୍ସନ ନିଆଯାଇଛି। ୭ ମାସର ପିଡିଏସ୍ ଚାଉଳ ହେରଫେର କରିଥିବା ଅଭିଯୋଗ ଥିଲା। ଆଜି ଲୋକଙ୍କ ଅଭିଯୋଗ ପରେ ଜିଲ୍ଲାପାଳ ତତ୍କାଳ ଆକ୍ସନ ନେଇଛନ୍ତି।

Leave A Reply

Your email address will not be published.