Odisha Link
Bridging the Missing Links in Odisha

ରୂପାନ୍ତରିତ ହେଉଛି ବରମୁଣ୍ଡା ବସ୍ ଟର୍ମିନାଲ; ନିର୍ମାଣ କାର୍ଯ୍ୟ ସମୀକ୍ଷା କଲେ ୫-ଟି ଅଧ୍ୟକ୍ଷ

ଓଏଲ୍‌ ବ୍ୟୁରୋ: ରୂପାନ୍ତରିତ ହେଉଛି ବରମୁଣ୍ଡା ବସ୍ ଟର୍ମିନାଲ। ତେବେ ଆଜି ଭୋରୁ ବସ୍ ଟର୍ମିନାଲର ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଛନ୍ତି ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ। ଆସନ୍ତା ଫେବ୍ରୁଆରୀ ସୁଦ୍ଧା ବସ୍ ଟର୍ମିନାଲ କାମ ସାରିବାକୁ ସମୟ ଧାର୍ଯ୍ୟ କରାଯାଇଛି। ବିମାନବନ୍ଦର ପରି ଟର୍ମିନାଲରେ ସୁବିଧା ରହିବ। ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧାକୁ ଗୁରୁତ୍ବ ଦିଆଯାଉଛି। ପାଖାପାଖି ୧୫.୫ ଏକର ଜମିରେ ବସ୍ ଟର୍ମିନାଲ ନିର୍ମାଣ ହେଉଛି।

Leave A Reply

Your email address will not be published.