Odisha Link
Bridging the Missing Links in Odisha

ଲୋୟର ପିଏମ୍‌ଜିରେ ମତ୍ସ୍ୟଜୀବୀଙ୍କ ଗର୍ଜନ; ଆନ୍ଦୋଳନ କରୁଛନ୍ତି ଶତାଧିକ ମତ୍ସ୍ୟଜୀବୀ

ଓଏଲ୍‌ ବ୍ୟୁରୋ: ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ମତ୍ସ୍ୟଜୀବୀ ସଂଘର ଆନ୍ଦୋଳନ। ୬ ଦଫା ଦାବିରେ ହଜାର ହଜାର ମତ୍ସ୍ୟଜୀବୀ ଆନ୍ଦୋଳନ କରୁଛନ୍ତି। ରାତିରେ ଶତାଧିକ ମତ୍ସ୍ୟଜୀବୀ ବସ୍‌ରେ ପାରାଦୀପ ଅଞ୍ଚଳରୁ ଆସି ପହଞ୍ଚିଛନ୍ତି। ବାଲେଶ୍ୱର, ଭଦ୍ରକ, ପାରଦୀପ ସହ ରାଜ୍ୟର ବିଭିନ୍ନ ସ୍ଥାନରୁ ମତ୍ସ୍ୟଜୀବୀ ଆସି ଏକାଠି ହୋଇଛନ୍ତି।

Leave A Reply

Your email address will not be published.