Odisha Link
Bridging the Missing Links in Odisha

ସଡ଼କ ଦୁର୍ଘଟଣା: ଚିକିତ୍ସାଳୟରେ ଭର୍ତ୍ତି ହେଲେ ୨ ଗୁରୁତର ଆହତ

ଓଏଲ୍‌ ବ୍ୟୁରୋ: ତେଲକୋଇରେ ସଡକ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ରାସ୍ତାକଡ଼କୁ ଓଲଟିଲା ବସ୍‌। ଦୁର୍ଘଟଣାରେ ୧୫ ଯାତ୍ରୀ ଆହତ ହୋଇଛନ୍ତି। ଫୁଲଝରରୁ ପାଲଲହଡ଼ା ଯିବା ବାଟରେ ତରମାକ୍ତ ପାଖରେ ଓଲଟିଲା ବସ। ୧୫ ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ରହିଛି।

Leave A Reply

Your email address will not be published.