Odisha Link
Bridging the Missing Links in Odisha
Daily Archives

March 13, 2024

ଏସ୍‌ସିବି ଅଗ୍ନି ନିରାପତ୍ତା ମାମଲା:…

ଓଏଲ୍‌ ବ୍ୟୁରୋ: କଟକ ଏସ୍‌ସିବିରେ ଅଗ୍ନି ନିରାପତ୍ତା ସଂପର୍କିତ ମାମଲା ହୋଇଛି। ହାଇକୋର୍ଟରେ ଅଗ୍ନିଶମ ଡିଜି, ଏସ୍‌ସିବି ଅଧୀକ୍ଷକ ହାଜର ହୋଇଛନ୍ତି। ହାଇକୋର୍ଟରେ ହାଜର ହୋଇ ଅଗ୍ନିଶମ ଡିଜି ରିପୋର୍ଟ ଦାଖଲ କରିଛନ୍ତି। ଫାୟାର ଆଲାର୍ମ ଓ ଅନ୍ୟ କାମ ୩ ମାସରେ ଶେଷ କରିବାକୁ ଉଲ୍ଲେଖ ହୋଇଛି। ଅଗ୍ନି…

ରାଜ୍ୟରେ ବଢ଼ିଲା ଏନ୍ଏସି ସଂଖ୍ୟା;…

ଓଏଲ୍‌ ବ୍ୟୁରୋ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୧୩ଟି ଜିଲ୍ଲାରେ ୨୨ଟି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ଏବଂ ଗଞ୍ଜାମର ଭଞ୍ଜନଗର ଏନଏସିକୁ ମୁନିସିପାଲିଟିକୁ ଉନ୍ନୀତ କରାଯିବା ବିଷୟ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ବୌଦ୍ଧ ଜିଲ୍ଲାର ମନମୁଣ୍ଡା, ପୁରୁଣା କଟକ ଓ…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା; ପଦ୍ମ…

ଓଏଲ୍‌ ବ୍ୟୁରୋ: ପଦ୍ମ ପୁରସ୍କାର ଦେଶର ଗୌରବମୟ ବେସାମରିକ ସମ୍ମାନ। ବିଭିନ୍ନ କ୍ଷେତ୍ରରେ ଦେଶକୁ ଗୌରବାନ୍ବିତ କରିଥିବା ବ୍ୟକ୍ତି ବିଶେଷଙ୍କୁ ଏହି  ସମ୍ମାନ ମିଳିଥାଏ। ପଦ୍ମ ପୁରସ୍କାରପ୍ରାପ୍ତ କୃତୀ ସନ୍ତାନ ମାନେ ସେମାନଙ୍କ ପ୍ରତିଭା ଓ ସେବା କାର୍ଯ୍ୟ ଦ୍ୱାରା ଓଡ଼ିଶାର ଗୌରବ ବୃଦ୍ଧି କରିଛନ୍ତି। ପଦ୍ମ…

ରାଜ୍ୟରେ ଆଉ ୨୨ଟି ନୂଆ ଏନ୍ଏସି ଗଠନ;…

ଓଏଲ୍‌ ବ୍ୟୁରୋ: ରାଜ୍ୟର ୧୩ ଜିଲ୍ଲାରେ ୨୨ଟି ନୂଆ ଏନ୍ଏସି ଘୋଷଣା କରାଯାଇଛି। ବୌଦ୍ଧ ଜିଲ୍ଲାର ମନମୁଣ୍ଡା, ପୁରୁଣାକଟକ, ବାଉଁଶୁଣୀକୁ ଏନ୍ଏସି ମାନ୍ୟତା। ବଲାଙ୍ଗିରର ଲୋଇସିଂହା ଓ ସିନ୍ଧେକେଲା, ବରଗଡ଼ର ସୋହେଲା ଏନ୍ଏସି। ବାଲେଶ୍ବରର ବାଲିଆପାଳ, ଖଇରା ଓ ଭଦ୍ରକର ଧାମରା ନୂଆ ଏନ୍ଏସି। ଢେଙ୍କାନାଳର…

ଦ୍ରୁତଗତି ହେଲା କାଳ; ନିର୍ମାଣାଧୀନ…

ଓଏଲ୍‌ ବ୍ୟୁରୋ: ଦ୍ରୁତଗତି ହେଲା କାଳ। ୧୦୮ ଜନନୀ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି। ନୀଳଗିରିରେ ନିର୍ମାଣାଧୀନ ପୋଲ ଉପରକୁ ଆମ୍ବୁଲାନ୍ସ ମାଡ଼ିଯିବା ପରେ ଆମ୍ବୁଲାନ୍ସଟି ପୋଲ ଉପରେ ଝୁଲି ରହିଛି। ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି। ସଜନାଗଡ଼ ରାସ୍ତା ପୋଡ଼ାଶୁଳ…

ଦୁଇଗୁଣ ବଢ଼ିଲା ‘ମମତା’ ସହାୟତା; ଘୋଷଣା…

ଓଏଲ୍‌ ବ୍ୟୁରୋ: ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ଦୁଇଗୁଣ ବଢ଼ିଲା ‘ମମତା’ ସହାୟତା। ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ କରିବା ଓ ପୁଷ୍ଟି ହୀନତା ହ୍ରାସ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୧ ମସିହାରେ ଲୋକପ୍ରିୟ ମମତା ଯୋଜନାର ଶୁଭାରମ୍ଭ କରିଥିଲେ। ଯାହା ଆଜି ବେଶ…

ଆନ୍ଦୋଳନରୁ ଓହରିଲେ ସଫେଇ କର୍ମଚାରୀ

ଓଏଲ୍ ବ୍ୟୁରୋ: ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଘଟଣା ସାମ୍ନାକୁ ଆସିଥିଲା। କିଛି ଦିନର ଆନ୍ଦୋଳନ ପରେ ବିଏମସି ସହ ସଫେଇ କର୍ମଚାରୀଙ୍କ ଆଲୋଚନା ହୋଇଛି। ଆଲୋଚନା ପରେ ନିଷ୍ପତ୍ତି ନେଇ ୩ଦିନର ସମୟ ମାଗିଥିଲା ବିଏମସି। ୩ଦିନ ମଧ୍ୟରେ ବର୍ଦ୍ଧିତ ଦରମା ଘୋଷଣା କରିବେ ସରକାର। ଅଳିଆ ପୃଥକିକରଣ ବନ୍ଦ କରିବାକୁ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୩ ଗୁରୁତର

ଓଏଲ୍ ବ୍ୟୁରୋ: ବାଲେଶ୍ବର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ଟ୍ରକ୍‌କୁ ପଛରୁ ପିଟିଲା ପିକ୍‌ଅପ୍‌। ଘଟଣା ସ୍ଥଳରେ ୩ ଗୁରୁତର ଅଛନ୍ତି। ରୁପ୍‌ସା ଥାନା ହଳଦୀପଡା ନିକଟରେ ଦୁର୍ଘଟଣା ହୋଇଛି। ୩ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ଟ୍ରକ୍‌…

ଆଜି ୩ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ…

ଓଏଲ୍‌ ବ୍ୟୁରୋ: ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି। ଏହି ସମୟରେ ପୁରୀ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଖାର କରିବେ ଦତ୍ତମହାପାତ୍ର ସେବାୟତ। ଦ୍ବିତୀୟ ଭୋଗମଣ୍ଡପ ପରେ ଆରମ୍ଭ ହେବ ନୀତିକାନ୍ତି। ବନକଲାଗି ନୀତି ପାଇଁ ପୁରୀ ଶ୍ରୀମନ୍ଦିରରେ ୩ ଘଣ୍ଟା ସାଧାରଣ ଦର୍ଶନ…