Odisha Link
Bridging the Missing Links in Odisha

ବ୍ଲାକରୋଜ ମାମଲା: ସତ୍ୟପାଠ ଦାଖଲ କଲା ସିବିଆଇ

ଓଏଲ୍‌ ବ୍ୟୁରୋ: ପୁଣି ଚର୍ଚ୍ଚାରେ ଆସିଲା ବ୍ଲାକରୋଜ ବୁଡ଼ି ପ୍ରସଙ୍ଗ। ବ୍ଲାକରୋଜ ବୁଡ଼ି ଘଟଣାରେ ସିବିଆଇ ତଦନ୍ତ ଦାବି ସଂପର୍କିତ ମାମଲାରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କଲା ସିବିଆଇ। ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ ୨ ଥର ଅନୁରୋଧ କରିଥିବା କହିଲା। ୨ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ। ପାରାଦୀପ ବନ୍ଦରରୁ ୫ କିଲୋମିଟର ଦୂରରେ ବୁଡିଥିଲା ଜାହାଜ ବ୍ଲାକରୋଜ। ଯାହାକୁ ନେଇ ହାଇକୋର୍ଟରେ ମାମଲା ହୋଇଛି।

Leave A Reply

Your email address will not be published.