Odisha Link
Bridging the Missing Links in Odisha

ଓଡ଼ିଶା ଉପକୂଳରେ ସମରାଭ୍ୟାସ; ସାମିଲ ହେଲେ ୧୮ଟି ସଂସ୍ଥା

ଓଏଲ୍‌ ବ୍ୟୁରୋ: ଆଜି ଓଡ଼ିଶା ଉପକୂଳରେ ସମରାଭ୍ୟାସ ଆରମ୍ଭ ହୋଇଛି। ଏହି ଦୁଇଦିନିଆ ମିଳିତ ସମରାଭ୍ୟାସର ନାମ ‘ସାଗର କବଚ-୧’ ରହିଛି। ନୌସେନା, ତଟରକ୍ଷୀ ବାହିନୀ, ସାମୁଦ୍ରିକ ପୁଲିସର ମିଳିତ ସମରାଭ୍ୟାସ। ଜଙ୍ଗଲ ବିଭାଗ, ଓଡ୍ରାଫ ସହ ୧୮ଟି ସଂସ୍ଥା ସମରାଭ୍ୟାସରେ ସାମିଲ ହୋଇଛନ୍ତି। ଆତଙ୍କୀଙ୍କୁ ଚେକ୍‌ ଦେବାକୁ ସୁରକ୍ଷାକର୍ମୀ ପଇଁତରା ମାରୁଛନ୍ତି। ବ୍ଲୁ ଓ ରେଡ୍‌ ଟିମ୍‌ ନାଁରେ ୨ଟି ଟିମ୍‌ ଯୁଦ୍ଧ କୌଶଳ ଦେଖାଉଛନ୍ତି।

Leave A Reply

Your email address will not be published.