Odisha Link
Bridging the Missing Links in Odisha

ଆଇପିଏଲ୍‌ ୨୦୨୪: ଟସ୍‌ ଜିତିଲା ଆରସିବି, ପ୍ରଥମେ ବୋଲିଂ କରିବ ସିଏସ୍‌କେ

ଓଏଲ୍‌ ବ୍ୟୁରୋ: ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ଆରମ୍ଭ ହେଲା ଇଣ୍ଡିଆପ୍‌ ପ୍ରିମିୟର ଲିଗ୍‌ର ୧୭ତମ ସଂସ୍କରଣ। ଚେନ୍ନାଇରେ ଖେଳାଯାଉଛି ପ୍ରଥମ ମୁକାବିଲା। ଚେନ୍ନାଇ ସୁପର କିଙ୍ଗସ୍‌ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଉଛି ମୁକାବିଲା। ପ୍ରଥମେ ଟସ୍‌ ଜିତି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଯାହା ଫଳରେ ପ୍ରଥମେ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇବ ଚେନ୍ନାଇ ସୁପର କିଙ୍ଗସ୍।

ସିଏସ୍‌କେ ଏକାଦଶ: ଋତୁରାଜ ଗାଏକଓ୍ବାଡ, ରଚିନ ରବିନ୍ଦ୍ର, ଆଜିଙ୍କ୍ୟ ରାହାଣେ, ଡ୍ୟାରଲି ମିଚେଲ, ରବିନ୍ଦ ଜାଡେଜା, ସମିର ରିଜଭି, ଏମ୍‌ ଏସ୍‌ ଧୋନି, ଦୀପକ ଚହର, ମହେଶ ଥିକଶାନା, ମୁସ୍ତାଫିଜୁର ରହମାନ, ତୁଷାର ଦେଶପାଣ୍ଡେ

ଆରସିବି ଏକାଦଶ: ଫାଫ୍‌ ଡୁ ପ୍ଲେସିସ୍, ବିରାଟ କୋହଲି, ରଜତ ପଟିଦାର, ଗ୍ଲେନ୍‌ ମାକ୍ସଓ୍ବେଲ, କ୍ୟାମେରନ୍‌ ଗ୍ରୀନ୍, ଦିନେଶ କାର୍ତ୍ତିକ, ଅନୁଜ ରାଓ୍ବତ, କରଣ ଶର୍ମା, ଆରଜରି ଜୋଶେଫ, ମୟଙ୍କ ଡଗର, ମହମ୍ମଦ ସିରାଜ

Leave A Reply

Your email address will not be published.