Odisha Link
Bridging the Missing Links in Odisha

କୋରାପୁଟ ସଂସଦୀୟ କ୍ଷେତ୍ର ଦଖଲ କଲେ ସପ୍ତଗିରି ଉଲାକା

ଓଏଲ୍‌ ବ୍ୟୁରୋ: ଆସିଲା ଜନାଦେଶ ୨୦୨୪। ଓଡ଼ିଶାରେ ଏକମାତ୍ର କଂଗ୍ରେସ ସାଂସଦ ପ୍ରାର୍ଥୀ ଭାବେ ବିଜୟୀ ହେଲେ କୋରାପୁଟ ସାଂସଦ ସପ୍ତଗିରି ଉଲାକା। ଫଳାଫଳ ଆସିବା ପୂର୍ବରୁ ନିଜକୁ ବିଜୟୀ ବୋଲି ଭବିଷ୍ୟବାଣୀ କରିଥିଲେ ସପ୍ତଗିରି ଉଲାକା। ତାହା ଆଜି ସତ ହୋଇଛି। ସେ ବିଜେଡି ପ୍ରାର୍ଥିନୀ କୌଶଲ୍ୟା ହିକ୍କାଙ୍କୁ ପଛରେ ପକାଇ କୋରାପୁଟ ଲୋକସଭା ଆସନ ହାତେଇଛନ୍ତି।